Browsing Category

ଶିକ୍ଷା

ପ୍ରକାଶ ପାଇଲା CBSE ଦ୍ବାଦଶ ଶ୍ରେଣୀ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଦ୍ବାଦଶ ଶ୍ରେଣୀ ରେଜଲ୍ଟ । CBSE ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସିବିଏସଇ  ବୋର୍ଡ ଓ୍ବେବସାଇଟରେ ଉପଲବ୍ଧ ହୋଇଛି ରେଜଲ୍ଟ  । cbse.gov.in, cbse.nic.in ଏବଂ results.cbse.nic.in ଓ୍ବେବସାଇଟକୁ ଯାଇ ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ ଦେଖି…
Read More...

ଓଡିଶା ଶିକ୍ଷାସେବା ଅଧିକାରୀଙ୍କ ପ୍ରବେଶକାଳୀନ ତାଲିମ ଉଦଯାପିତ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ମଧୁସୂଦନ ଦାସ ଆଞ୍ଚଳିକ ଆର୍ôଥକ ପରିଚାଳନା ଏକାଡେମୀ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ଠାରେ ଆୟୋଜିତ ଓଡିଶା ଶିକ୍ଷା ସେବା ଅଧିକାରୀମାନଙ୍କ ଦୁଇ ସପ୍ତାହ ବ୍ୟାପି ପ୍ରବେଶକାଳୀନ ପ୍ରଶିକ୍ଷଣ ଉଦଯାପିତ ହୋଇଯାଇଛି । ଉଦଯାଦନୀ ଉତ୍ସବରେ ମୁଖ୍ୟ…
Read More...

ମେଡିକାଲ ପ୍ରବେଶିକା ପରୀକ୍ଷା ନିଟରେ ଜାଲିଆତି କରି ୩ ଗିରଫ

ଭଦ୍ରକ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ ରେ ଜାଲିଆତି କରି ୩ ଗିରଫ । ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ଦେଉଥିଲେ ପରୀକ୍ଷା । ଏମିତି ନକଲି ପରୀକ୍ଷାର୍ଥୀ ଙ୍କୁ ଧରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ।ସୂଚନା ଅନୁଯାୟୀ, ନିଟ(NEET)-୨୦୨୪ ପରୀକ୍ଷା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA)ର…
Read More...

ପ୍ରକାଶ ପାଇଲା ଆଇସିଏସଇ ଦ୍ଵାଦଶ ଏବଂ ଦଶମ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଆଇସିଏସଇ ଦ୍ଵାଦଶ ଏବଂ ଦଶମ ରେଜଲ୍ଟ। ଓଡିଶାର ଆଇସିଏସଇ ଦଶମରେ ପାସ୍ ହାର ରହିଛି ୯୯.୦୮ ପ୍ରତିଶତ। ପୁଅମାନଙ୍କ ଅପେକ୍ଷା ଝିଅଙ୍କର ପାସ୍ ହାର ଏଥର ଅଧିକ ରହିଛି। ସେହିପରି ସିଆଇଏସସି ଦ୍ଵାଦଶରେ ପାସ୍ ହାର ରହିଛି ୯୮.୯ ପ୍ରତିଶତ। ୧ ହଜାର ୭୩୬ ଜଣ ପରୀକ୍ଷା…
Read More...

ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ଓଜେଇଇ ପରୀକ୍ଷା

ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହୋଇଛି ଓଜେଇଇ ପରୀକ୍ଷା । ଏହି ପରୀକ୍ଷା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ୩ଟି ପର୍ଯ୍ୟାୟରେ ହେଉଛି ପରୀକ୍ଷା । ତେବେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସକାଳ ୮ଟା ୩୦ରୁ ୧୦ ଟା ୩୦ ପର୍ଯ୍ୟନ୍ତ ଚାଲିବ ଓ ପରେ ୨ୟ ପର୍ଯ୍ୟାୟ ପରୀକ୍ଷା ଦିନ ୧୨ଟା…
Read More...

ପ୍ରକାଶ ପାଇଛି JEE-Mains ପରୀକ୍ଷା ଫଳ

ନୂଆଦିଲ୍ଲୀ: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସୀ (NTA) ଇଞ୍ଜିନିୟରିଂ ଆଡମିଶନ ପାଇଁ JEE-Mains ପରୀକ୍ଷାର ଫଳାଫଳ ପ୍ରକାଶ କରିଛି । ଛାତ୍ରଛାତ୍ରୀ ମାନେ http://jeemain.nta.ac.in  ରେ ରେଜଲ୍ଟ ଦେଖିପାରିବେ । ଜାନୁଆରୀ ଓ ଏପ୍ରିଲରେ ଅନୁଷ୍ଠିତ ହୋଇଥିବା ୨ୟ ପର୍ଯ୍ୟାୟ ପରୀକ୍ଷା ରେ ୫୬ ଜଣ…
Read More...

ମେ’ ୬ ରୁ ଆରମ୍ଭ ହେବ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର :ଆସନ୍ତା ମେ’ ମାସ ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ଯୁଗ୍ମ ପ୍ରବେଶିକା ( ଓଜେଇଇ) ପରୀକ୍ଷା । ଏନେଇ ଓଜେଇ ପକ୍ଷରୁ ପ୍ରକାଶ ପାଇଛି ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ତେବେ ଏହି ପରୀକ୍ଷା ଦୈନିକ ୩ଟି ସିଫ୍ଟରେ ପରୀକ୍ଷା ହେବାକୁ ଥିବା ବେଳେ ସିବିଟି ମାଧ୍ୟମରେ ପରୀକ୍ଷା…
Read More...

ବାତିଲ ହୋଇଛି LLB ଷଷ୍ଠ ସେମିଷ୍ଟାର ପରୀକ୍ଷା

କଟକ: ଷଷ୍ଠ ସେମିଷ୍ଟାର ରେ ପଡିଶା ଆଉଟ ଅଫ ସିଲାବସ । ଯାହାକୁ ଦେଇ ଅସନ୍ତୋଷ ପ୍ରକାଶ କଲେ ଛାତ୍ରଛାତ୍ରୀ । ଏହା ପରେ ବାତିଲ ହୋଇଛି LLB ଷଷ୍ଠ ସେମିଷ୍ଟର ପେପର-୧ ପରୀକ୍ଷା । ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୨୮ କଲେଜର ପେପର-୧ ପରୀକ୍ଷା ଆଜି ବାତିଲ ହୋଇଛି। ଏନେଇ…
Read More...

୩ ଦିନ ସ୍କୁଲ ବନ୍ଦ ରହିବା ନେଇ ଘୋଷଣା କଲେ ସରକାର

ଭୁବନେଶ୍ବର : କାଲିଠୁ ୩ ଦିନ ସ୍କୁଲ ବନ୍ଦ । ୩ ଦିନ ସ୍କୁଲ ବନ୍ଦ ରହିବା ନେଇ ଘୋଷଣା କଲେ ସରକାର । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତାକାଲିଠୁ ୩ ଦିନ ଯାଏଁ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ…
Read More...

ପ୍ରକାଶ ପାଇଛି ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ

ଭୁବନେଶ୍ୱର: ପ୍ରକାଶ ପାଇଛି ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ । ଆଦିତ୍ୟ ଶ୍ରୀବାସ୍ତବ ଏହି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅନିମେଶ ପ୍ରଧାନ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଡୋନୁରୁ ଅନନ୍ୟା ରେଡ୍ଡୀ ତୃତୀୟ ଏବଂ ପିକେ ସିଦ୍ଧାର୍ଥ ରାମକୁମାର ଏବଂ ରୁହାନୀ…
Read More...