Browsing Category
					
		
		ଶିକ୍ଷା
୩ ଦିନ ସ୍କୁଲ ବନ୍ଦ ରହିବା ନେଇ ଘୋଷଣା କଲେ ସରକାର
				ଭୁବନେଶ୍ବର : କାଲିଠୁ ୩ ଦିନ ସ୍କୁଲ ବନ୍ଦ । ୩ ଦିନ ସ୍କୁଲ ବନ୍ଦ ରହିବା ନେଇ ଘୋଷଣା କଲେ ସରକାର । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତାକାଲିଠୁ ୩ ଦିନ ଯାଏଁ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ…					
Read More...
				Read More...
ପ୍ରକାଶ ପାଇଛି ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ
				ଭୁବନେଶ୍ୱର: ପ୍ରକାଶ ପାଇଛି ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ । ଆଦିତ୍ୟ ଶ୍ରୀବାସ୍ତବ ଏହି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅନିମେଶ ପ୍ରଧାନ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଡୋନୁରୁ ଅନନ୍ୟା ରେଡ୍ଡୀ ତୃତୀୟ ଏବଂ ପିକେ ସିଦ୍ଧାର୍ଥ ରାମକୁମାର ଏବଂ ରୁହାନୀ…					
Read More...
				Read More...
ନିଟ୍ ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ବଢିଲା ଆବେଦନର ତାରିଖ
				ଭୁବନେଶ୍ୱର: ଜାତୀୟ ଯୋଗ୍ୟତା ଓ ପ୍ରବେଶ ପରୀକ୍ଷା(ନିଟ୍) ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ବଢିଲା ଆବେଦନର ତାରିଖ । ତେବେ ଛାତ୍ରଛାତ୍ରୀମାନେ ଆଜି ଠାରୁ ଅସନ୍ତା କାଲି ଅର୍ଥାତ ୧୦ ତାରିଖ ରାତି ୧୦.୫୦ ପର୍ୟ୍ୟନ୍ତ କରିପାରିବେ ଆବେଦନ । ଛାତ୍ରଛାତ୍ରୀଙ୍କଠାରୁ ବହୁ ଅନୁରୋଧ ପାଇବା ପରେ ଆବେଦନ…					
Read More...
				Read More...
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ପରିବର୍ତ୍ତନ ହୋଇଛି ସ୍କୁଲ ସମୟ
				ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି । ସମସ୍ତ ସରକାରୀ , ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରରେ ସକାଳ ସାଢେ୬ଟାରୁ ପାଠପଢା ଆରମ୍ଭ କରି ସାଢେ୧୦ ଟାରେ ଛୁଟି କରିବରକୁ ନିର୍ଦ୍ଦେଶ…					
Read More...
				Read More...
ସ୍କୁଲରେ ପାଠପଢା ବେଳେ ଦୈନିକ ୩ ଥର ବାଜିବ ‘ଜଳ ବିରତି ଘଣ୍ଟି’
				ଭୁବନେଶ୍ୱର: ସାରା ରାଜ୍ୟରେ ଏବେଠାରୁ ଅସହ୍ୟ ତାତି ଅନୁଭୂତ ହେଲାଣି । ଦିନକୁ ଦିନ ରୌଦ୍ରତାପ ବୃଦ୍ଧି ପାଇବାରେ ଲାଗିଛି । ଏପ୍ରିଲ ଆରମ୍ଭରୁ ତାପମାତ୍ରା ବୃଦ୍ଧି ଘଟିଛି । ଏପ୍ରିଲ ଆରମ୍ଭରୁ ତାପମାତ୍ରା ବୃଦ୍ଧି ଘଟିଛି । ଏପଟେ ସକାଳ ୧୦ ଟା ପରେ ଘରୁ ବାହାରିବା କଷ୍ଟ କର ହୋଇ ପଡୁଛି । ସେପଟେ…					
Read More...
				Read More...
ହିଟ ୱେଭ ପାଇଁ ସକାଳ ସାଢେ୬ ଟାରୁ ୧୦ ପର୍ଯ୍ୟନ୍ତ ଖୋଲା ରହିବ ସ୍କୁଲ
				ସମ୍ବଲପୁର: ହିଟ ୱେଭ ପାଇଁ ସମ୍ବଲପୁରରେ ବଦଳିଲା ସ୍କୁଲ ସମୟ । ଏନେଇ ସମ୍ବଲପୁର ଜିଲ୍ଲାପାଳ ଜାରି କଲେ ନିର୍ଦ୍ଦେଶନାମା । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସକାଳ ସାଢେ୬ ଟାରୁ ୧୦ ପର୍ଯ୍ୟନ୍ତ ଖୋଲା ରହିବ । ସେହିପରୀ ଶ୍ରମିକମାନେ ଦିନ ୧୧ଟାରୁ ଅପରାହ୍ନ ସାଢେ ୩ଟା ପର୍ଯ୍ୟନ୍ତ…					
Read More...
				Read More...
ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଅଙ୍ଗନବାଡି କେନ୍ଦ୍ର ହେଲା ସକାଳୁଆ
				ଭୁବନେଶ୍ୱର: ଏଥର ରାଜ୍ୟରେ ସକାଳୁଆ ହେବ ସବୁ ଅଙ୍ଗନବାଡି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ସକାଳୁଆ କରିବା ନିଷ୍ପତ୍ତି ନେଇଛନ୍ତି । ତେେ ବ ପୂର୍ବରୁ ରାଜ୍ୟର ସମସ୍ତ ସ୍କୁଲ ସକାଳୁଆ କରିବା ପାଇଁ ଘୋଷଣା କରାଯାଇଥିଲା । ତେବେ ଅଙ୍ଗନବାଡୀ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା…					
Read More...
				Read More...
ଏପ୍ରିଲ ୪ରୁ ଜେଇଇ ମେନ ପରୀକ୍ଷା , ୨ଟି ପର୍ଯ୍ୟାୟରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ
				ନୂଆଦିଲ୍ଲୀ: ଯୁଗ୍ମ ପ୍ରବେଶିକା ପରୀକ୍ଷା ( ଜେଇଇ ମେନ) ୨୦୨୪ ସେସନ -୨ ଅସନ୍ତା ଏପ୍ରିଲ ମାସ ୪ତାରିଖରୁ ଆରମ୍ଭ ହେବାକୁଯାଉଛି । ଏଥି ପାଇଁ ଦେଶର ୩୧୯ ଟି ସହର ଏବଂ ଦେଶ ବାହାରର ୨୨ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଏଥି ପାଇଁ ୱେବସାଇଟରେ ଆବେଦନକାରୀଙ୍କ ଆଡମିଟ କାର୍ଡ ସହ ପରୀକ୍ଷା…					
Read More...
				Read More...
କିସ ବିଶ୍ୱବିଦ୍ୟାଳୟକୁ ନାକ ପକ୍ଷରୁ ‘ଏ’ ଗ୍ରେଡ ମାନ୍ୟତା ପ୍ରଦାନ
				ଭୁବନେଶ୍ବର: କିସ୍ ବିଶ୍ୱବିଦ୍ୟାଳୟକୁ ନ୍ୟାସନାଲ୍ ଆସେସ୍ମେଣ୍ଟ ଆଣ୍ଡ ଆକ୍ରିଡିଟେସନ୍ କାଉନ୍ସିଲ୍ (ନାକ୍) ପକ୍ଷରୁ ‘ଏ’ ଗ୍ରେଡ଼ ମାନ୍ୟତା ପ୍ରଦାନ କରାଯାଇଛି। କିସ୍ ବିଶ୍ୱବିଦ୍ୟାଳୟ ପ୍ରଥମ ଥର ନାକ୍ର ‘ଏ’ ଗ୍ରେଡ଼ ମାନ୍ୟତା ପାଇଛି। ଦେଶର କୌଣସି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ…					
Read More...
				Read More...
ଆଜି ଠାରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆରମ୍ଭ
				ଭୁବନେଶ୍ୱର: ଆଜିଠୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପରିଚାଳିତ  ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆରମ୍ଭ । ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ଉଭୟ ଅନ୍ଲାଇନ ଓ ଅଫ୍ଲାଇନରେ ଖାତାଦେଖା ହେବ। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଖାତା ଅନ୍ଲାଇନରେ ଓ ଧନ୍ଦାମୂଳକ ଶିକ୍ଷାର…					
Read More...
				Read More...