Browsing Category

ଅପରାଧ

ଜାମିନ ଚାହୁଁଛନ୍ତି ଅଭିଯୁକ୍ତ ମୁସ୍କାନ ଓ ପ୍ରେମିକ ସାହିଲ…

ଜାମିନ ଚାହୁଁଛନ୍ତି ଅଭିଯୁକ୍ତ ମୁସ୍କାନ ଓ ପ୍ରେମିକ ସାହିଲ । କିନ୍ତୁ ଜାମିନ ଆବେଦନ ଖାରଜ କରିଦେଇଛନ୍ତି କୋର୍ଟ । ମେରଠର ସୌରଭ ହତ୍ୟା ମାମଲାରେ ଅଭିଯୁକ୍ତ ପତ୍ନୀ ମୁସ୍କାନ ଏବଂ ତାଙ୍କ ପ୍ରେମିକ ସାହିଲଙ୍କ ଜାମିନ ଆବେଦନକୁ ନେଇ କୋର୍ଟରେ ଉଭୟ ପକ୍ଷର ଶୁଣାଣି ହୋଇଥିଲା। ଯେଉଁଥିରେ ଉଭୟଙ୍କ…
Read More...

ସ୍ପେଶାଲ୍ ଡ୍ରାଇଭରେ ଗଞ୍ଜାମ ପୋଲିସକୁ ବଡ଼ ସଫଳତା

ଗଞ୍ଜାମ-: ଗଞ୍ଜାମ ପୋଲିସ ଜିଲ୍ଲାକୁ ମିଳିଲା ବଡ଼ ସଫଳତା l ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅପରାଧୀମାନେ ସକ୍ରିୟ ହୋଇ ବିଭିନ୍ନ ଅପରାଧିକ କାଣ୍ଡ ଘଟାଉଥିବା ବେଳେ ଗଞ୍ଜାମ ପୋଲିସ ଏକ ସ୍ୱତନ୍ତ୍ର ଡ୍ରାଇଭ କରି ସେମାନଙ୍କ ଉପରେ ଚଢ଼ାଉ କରି ସେମାନଙ୍କ ଠାରୁ ବିଭିନ୍ନ ମରଣାସ୍ତ୍ର ଜବତ…
Read More...

ପାକିସ୍ତାନୀଙ୍କୁ ବିବାହ କରିଥିବା ଖବର ଲୁଚାଇଥିବାରୁ ସିଆରପିଏଫ୍‌ ଯବାନଙ୍କ ଚାକିରୀ ଯାଇଛି

ନୂଆଦିଲ୍ଲୀ-: ପାକିସ୍ତାନୀ ପତ୍ନୀଙ୍କ ପାଇଁ ଜଣେ ସିଆରପିଏଫ୍‌ ଯବାନଙ୍କ ଚାକିରୀ ଯାଇଛି । ଏନେଇ ସିଆରପିଏଫ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ସିଆରପିଏଫ୍‌ର ୪୧ ବାଟାଲିଅନର ସିଟି/ଜିଡି ମୁନିର ଅହମ୍ମଦ ଜଣେ ପାକିସ୍ତାନୀଙ୍କୁ ବିବାହ କରିଥିବା ଖବର ଲୁଚାଇଥିବାରୁ ତାଙ୍କୁ ତତ୍କାଳ ସେବା…
Read More...

ପହଲଗାମ ଆତଙ୍କୀ ଆକ୍ରମଣରେ ସମ୍ପୃକ୍ତ କିଛି ଆତଙ୍କୀ ସଇତାନ କଲମ୍ବୋରେ

ପହଲଗାମ ହମଲା ପରେ ଆକ୍ରମଣାତ୍ମକ ମୁଦ୍ରାରେ ଭାରତ, ଶତ୍ରୁ ରାଷ୍ଟ୍ରକୁ ହାତରେ ନୁହେଁ ଭାତରେ ମାରିବା ପାଇଁ ରଣନୀତିକୁ ପ୍ରମୁଖ ଯୁଦ୍ଧାସ୍ତ୍ର ଭାବେ ଆପଣାଇଛନ୍ତି ମୋଦୀ ସରକାର । ସିନ୍ଧୁ ଜଳଚୁକ୍ତି ବାତିଲ, ଡିଜିଟାଲ ଷ୍ଟ୍ରାଇକ ପରେ ପାକିସ୍ତାନ ସହ ବ୍ୟବସାୟିକ ସମ୍ପର୍କରେ ପୂର୍ଣ୍ଣଛେଦ୍ଦ…
Read More...

ଜୁନ୍ ୧୭ ସୁଦ୍ଧା ଆସିବ ପାଟଣାଗଡ଼ ପାର୍ସଲ ବୋମା ମାମଲାର ଚୂଡ଼ାନ୍ତ ରାୟ

ବଲାଙ୍ଗୀର-: ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ପାର୍ସଲ ବୋମା ମାମଲା । ଜୁନ୍ ୧୭ ସୁଦ୍ଧା ଆସିବ ମାମଲାର ଚୂଡ଼ାନ୍ତ ରାୟ । ଏନେଇ ପୂର୍ବରୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ରହିଛି । ଆସନ୍ତା ୫ ତାରିଖରେ ପ୍ରତିପକ୍ଷଙ୍କ ସାକ୍ଷ୍ୟଗ୍ରହଣ ନେଇ ଶୁଣାଣି ହେବ । ମୁଖ୍ୟ ଅଭିଯୁକ୍ତ…
Read More...

ନବନିଯୁକ୍ତ ଅଙ୍ଗନବାଡ଼ି ହେଲପରଙ୍କ ଦରମା କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା…

ଭୁବନେଶ୍ୱର-: ଜଣେ ନବନିଯୁକ୍ତ ଅଙ୍ଗନବାଡ଼ି ହେଲପରଙ୍କ ଦରମା କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସିଡିପିଓ । ଶିଶୁ ବିକାଶ ଅଧିକାରୀଙ୍କ ନାମ ଶକୁନ୍ତଳା ଦାସ ବୋଲି ଜଣା ପଡିଛି । ସୂଚନାନୁସାରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ସିଡିପିଓ…
Read More...

ଅନଲାଇନ୍ ଶିଶୁ ଯୌନ ଶୋଷଣର ସାଇବର କ୍ରାଇମ ନେଟୱାର୍କ ଠାବ

ନୂଆଦିଲ୍ଲୀ-: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଆନ୍ତର୍ଜାତିକ ସଂସ୍ଥା ଜଡିତ ଥିବା ଅନଲାଇନ୍ ଶିଶୁ ଯୌନ ଶୋଷଣର ସାଇବର କ୍ରାଇମ ନେଟୱାର୍କକୁ ଠାବ କରିଛି। ଆମେରିକାରୁ ମିଳିଥିବା ସୂଚନା ଆଧାରରେ ଆରମ୍ଭ ହୋଇଥିବା ଅପରେସନ ହକ୍ ଅଧୀନରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିବିଆଇ ଏହାର…
Read More...

ମାଓମୁକ୍ତ ଅଭିଯାନ ନେଇ ସିଆରପିଏଫ୍ ଯବାନଙ୍କୁ ମିଳିଛି ବଡ଼ ସଫଳତା

ଛତିଶଗଡ଼-: ଯବାନଙ୍କୁ ମିଳିଲା ବଡ଼ ସଫଳତା । ମାଓମୁକ୍ତ ଅଭିଯାନ ନେଇ ସିଆରପିଏଫ୍ ଯବାନଙ୍କୁ ମିଳିଛି ବଡ଼ ସଫଳତା । ମାଓବାଦୀଙ୍କ ଗଡ଼ ବୋଲାଉଥିବା କାରେଗୁଟ୍ଟା ଜଙ୍ଗଲ ଏବେ ଯବାନଙ୍କ ଅକ୍ତିଆରରେ । ଏ ନେଇ ଯବାନଙ୍କ ପକ୍ଷରୁ ଏକ ଭିଡିଓ ମଧ୍ୟ ଶେୟାର କରାଯାଇଛି । ଯେଉଁଥିରେ ଜଣେ ଅଧିକାରୀ…
Read More...

ଷ୍ଟେସନରେ ଦିନ ଦ୍ବିପହରରେ ଝୁଲିଗଲେ ଯୁବକ

ଭୁବନେଶ୍ୱର ଷ୍ଟେସନରେ ଅଭାବନୀୟ ଘଟଣା। ଦିନ ଦ୍ବିପହରରେ ଝୁଲିଗଲେ ଯୁବକ। ଫ୍ଲାଗମାର୍ଚ୍ଚ ଚାଲିଥିବା ବେଳେ ଆତ୍ମହତ୍ୟା କଲେ ଯୁବକ। ଏକ ନମ୍ବର୍ ପ୍ଲାଟଫର୍ମ ଆଗରେ ଝୁଲି ପଡ଼ିଲେ ଯୁବକ। ଆର୍ପିଏଫ୍ ଓ ଜିଆଆର୍ପି ର ପେଟ୍ରୋଲିଂ ଉପରେ ପ୍ରଶ୍ନ।
Read More...

୩୨୦ ଲିଟର ଦେଶୀ ମଦ ଜବତ

ଆଜି ଭୁବନେଶ୍ୱର ଏକ୍ସାଇଜ୍ ଷ୍ଟେସନ୍ ଦ୍ୱାରା ଦୁଇଟି ସ୍ଥାନର ୨୩୦ ଲିଟର ଦେଶୀ ମଦ ଜବତ କରାଯାଇଛି । ପଥରାବନ୍ଧ ବସ୍ତିରେ ୨୦୦ ଲିଟର ଦେଶୀ ମଦ ଏବଂ ଗୋଟିଏ ଆକ୍ଟିଭା ସ୍କୁଟି ଜବତ କରାଯାଇଛି । ଯେଉଁ ସ୍କୁଟିର ରେଜିଷ୍ଟ୍ରେସନ୍ ନମ୍ବର OD-02-BP-2404 । ଏବଂ ଆଚାର୍ୟ୍ୟ ବିହାର ଛକରେ ମୟୂରଭଞ୍ଜ…
Read More...