Browsing Category

ଅପରାଧ

ଅଭିଯୁକ୍ତ ବିପିନକୁ ପୋଲିସ୍ ବାନ୍ଧିଲା

ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଅଭିଯୋଗ ପରେ, ଅଭିଯୁକ୍ତ ବାପିନି ସାବତଙ୍କୁ ଗିରଫ କଲା ପୋଲିସ। ସୂଚନା ଅନୁଶାରେ, ପୀଡିତା ଜଣଙ୍କ ବୁଦ୍ଧନଗରରେ ଏକ ଭଡ଼ା ଘରେ ରହୁଥିଲେ । ସେଠାରେ ଅଭିଯୁକ୍ତ ଵାପିନି ସାବତ…
Read More...

ସାଇବର ଠକେଇ ମାମଲାରେ ଚଢ଼ାଉ, ଘରୁ ବାହାରୁଛି ପୁଳା ପୁଳା ଟଙ୍କା

ଯାଜପୁର ଜିଲ୍ଲା ଧର୍ମଶାଳାରେ କଟକ କ୍ରାଇମବ୍ରାଞ୍ଚ ଟିମ । ସାଇବର ଠକେଇ ମାମଲାରେ ଚଢ଼ାଉ ହୋଇଥିବା ସୂଚନା । ଧର୍ମଶାଳା ବ୍ଲକ ତରଞ୍ଜିଆ ପଞ୍ଚାୟତ ପୋବଳ ଗାଁରେ ଚଢ଼ାଉ ହୋଇତିବା ବେଳେ ଆର୍ଥୀକ କାରବାର ନେଇ ସରୋଜ ଜେନାଙ୍କ ଘରେ ଚଢ଼ାଉ ହୋଇଛି । ଘରୁ ବାହାରୁଛି ପୁଳା ପୁଳା ଟଙ୍କା, ପାଖାପାଖି…
Read More...

ଲକ୍କରୁ ବାହାରିଲା ପୁଳାପୁଳା ଟଙ୍କା

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର ସକାଳୁ ବଡ ଧରଣର ଚଢାଉ କରାଯାଇଛି । ୧୫ଜଣିଆ ଟିମ ବିଜେଡି ନେତା ଓ ବ୍ୟବସାୟୀଙ୍କ ଘରେ ଏକ କାଳୀନ ଚଢାଉ ଜାରି ରଖିଛନ୍ତି । ଇଡିର ୫ ରୁ ଅଧିକ ଦଳ ଗଞ୍ଜାମର ବ୍ରହ୍ମପୁର ସହର, ଶେରଗଡ଼ ଓ ଆସିକା ଅଞ୍ଚଳରେ ରେଡ୍…
Read More...

କେନ୍ଦ୍ରପଡାର ଅବିନାଶ ପରିଡାଙ୍କୁ ହାଇଦ୍ରାବାଦରେ ହତ୍ୟା…

ହାଇଦ୍ରାବାଦରେ ଓଡିଆ ଯୁବକଙ୍କୁ ହତ୍ୟା । କେନ୍ଦ୍ରପଡାର ଅବିନାଶ ପରିଡାଙ୍କୁ ହାଇଦ୍ରାବାଦ ର କୋକାପେଟ ନର୍ସିଂ ନିକଟରେ ହତ୍ୟା କରାଯାଇଥିବାର ଅଭିଯୋଗ କରିଛଛନ୍ତି ପରିବାର ଲୋକେ । ଅବିନାଶ ହାଇଦ୍ରାବାଦରେ ପାଣି ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଗତକାଲି କାମ ସାରି ଫେରିବା ସମୟରେ କିଛି…
Read More...

ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ମାଡିବସିଲା ପୋଲିସ

ହରିପୁର ଓ ଡେଲାଙ୍ଗ ପାର୍ଶ୍ୱକୁ ଯାଉଥିବା ଯାନବାହାନ ଚାଳକଙ୍କ ଉପରେ ଡକାୟତି କରିବା ଉଦ୍ଦେଶ୍ୟରେ ଜଟଣୀ ଅଞ୍ଚଳର ମଣିଆ ଛକ ଶିବ ମନ୍ଦିର ନିକଟରେ କିଛି ଦୁର୍ବୁତ୍ତ ଏକତ୍ରିତ ହୋଇଥିବା ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ ରାତିରେ ପାଟ୍ରୋଲିଂ କରୁଥିବା ପୋଲିସ୍ ଟିମ୍ । ତୁରନ୍ତ…
Read More...

ଯୋଜନା ହୋଇଥିବା ଡକାୟତିକୁ ପଣ୍ଡ କଲା ଜଟଣୀ ପୋଲିସ୍

ଡକାୟତଙ୍କ ବଡ ଯୋଜନାକୁ ପଣ୍ଡ କଲା ପୋଲିସ୍ । ଧରାପଡିଲେ ୫ ଅପରାଧୀ ।  ସୂଚନା ଅନୁସାରକେ ହରିପୁର ଓ ଡେଲାଙ୍ଗ ପାର୍ଶ୍ୱକୁ ଯାଉଥିବା ଯାନବାହାନ ଚାଳକଙ୍କ ଉପରେ ଡକାୟତି କରିବା ଉଦ୍ଦେଶ୍ୟରେ ଜଟଣୀ ଅଞ୍ଚଳର ମଣିଆଛକ ଶିବ ମନ୍ଦିର ନିକଟରେ କିଛି ଦୁର୍ବୁତ୍ତ ଏକାଠି ହୋଇଥିବାବେଳେ ବିଶ୍ୱସ୍ତ…
Read More...

କାଳ ହେଲା ସେଲ୍ଫି ଉଠାଇବା

ଜଳପ୍ରପାତରେ ପର୍ୟ୍ୟଟକଙ୍କ ମୃତ୍ୟୁ । ସେଲ୍ଫି ଉଠାଉଥିବା ବେଳେ ପାଦଖସି, ଜଳପ୍ରପାତରେ ପଡ଼ି ଜୀବନ ଗଲା । ଆଉ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ଲଷ୍ମୀପୂର ବ୍ଲକ ଅନ୍ତର୍ଗତ ତଳ ମିଟିଙ୍ଗ ଜଳପ୍ରପାତରେ । ମୃତକ ଜଣକ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆଗୁଡା ଗ୍ରାମପଞ୍ଚାୟତର ପାଇକପୁକି ଗାଁ…
Read More...

ISIS ବିରୋଧରେ ଆମେରିକାର ଆକ୍ସନ

ଆକ୍ସନ ମୋଡରେ ଆମେରିକା । ISIS ଆତଙ୍କବାଦୀଙ୍କ ବିରୋଧରେ ଆମେରିକାର ଆକ୍ସନ୍ । ପୁଣି ଥରେ ଏୟାର ଷ୍ଟ୍ରାଇକ୍ କରିଛି ଆମେରିକା । ଗତ ମାସରେ ଆମେରିକାର ତିନି ଜଣ ନାଗରିକଙ୍କୁ ହତ୍ୟା ପରେ, ଗତକାଲି ସିରିୟାରେ ୟୁ.ଏସ ଏହି ଅପରେସନ କରିଛି। ୟୁ.ଏସ ସେଣ୍ଟ୍ରାଲ୍ କମାଣ୍ଡ କହିଛି ଯେ, ଶନିବାର…
Read More...

ଯୌନ ନିର୍ଯାତନା ଅଭିଯୋଗରେ ସୁଟିଂ ପ୍ରଶିକ୍ଷକ ଅଙ୍କୁଶ ଭରଦ୍ୱାଜ ନିଲମ୍ବିତ

ହରିୟାଣାର ଫରିଦାବାଦର ଏକ ପଞ୍ଚତାରକା ହୋଟେଲ ଭିତରେ ଜଣେ କିଶୋରୀ ଶୁଟରଙ୍କୁ ଜଣେ ଜାତୀୟ ସୁଟିଂ ପ୍ରଶିକ୍ଷକ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ମାମଲା ପଞ୍ଜିକରଣ ପରେ ଅଭିଯୁକ୍ତ ଅଙ୍କୁଶ ଭରଦ୍ୱାଜଙ୍କୁ ନିଲମ୍ବିତ କରାଯାଇଛି। ଘଟଣାଟି ଗତବର୍ଷ ଡିସେମ୍ବର ୧୬ ତାରିଖରେ ଘଟିଥିଲା,…
Read More...

ସ୍ୱର୍ଗଦ୍ୱାରକୁ ଶବ ନେଇ ଆସିଥିଲେ, ନିଜେ ଶବ ପାଲଟିଗଲେ

ସ୍ୱର୍ଗଦ୍ୱାରକୁ ଶବ ନେଇ ଆସିଥିଲେ ଆଉ ନିଜେ ଶବ ପାଲଟିଗଲେ। ଅର୍ଥାତ ଶବ ନେଇ ଆସିଥିବା ଜଣେ ଯୁବକକୁ ପୁରୀରେ ଆକ୍ରମଣ କରିବାରୁ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ଘଟିଛି। ସମୁଦ୍ରକୂଳ ଥାନା ଚୈତନ୍ୟ ଛକ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ…
Read More...