Browsing Category

ପାକପଦ୍ଧତି

ବ୍ରେଡ୍ ମସାଲା ଟୋଷ୍ଟ

ବ୍ୟୁରୋ : ଭାରତୀୟ ଲୋକଙ୍କର ଖାଇବାରେ ରହିଥାଏ ଅନେକ ରୁଚି | ପ୍ରତ୍ୟେକ ଦିନ କିଛି ନୂଆ ନୂଆ ଖାଇବା ପ୍ରସ୍ତୁତ କରିଥାନ୍ତି ସମସ୍ତେ | ତେବେ ଆଜି ଆମେ କିଛି ଏମିତି କଡଵା ପ୍ରଣାଳୀ କହିବୁ ଯାହାକି ଆପଣଙ୍କୁ ବହୁତ ସ୍ୱାଦିଷ୍ଟ ଏବଂ ସହଜ ଲାଗିବ ତିଆରି କରିବା ପାଇଁ | ଆଜି ଆମେ ଜାଣିବା କେମିତି…
Read More...

ମସୁର ଡାଲି କଟଲେଟ୍

ଆବଶ୍ୟକ ସାମଗ୍ରୀ: ପାଣିରେ ଭିଜା ହୋଇରହିଥିବା ମସୁର ଡାଲି, ସିଝା ଆଳୁ, ବ୍ରେଡ୍ କ୍ରମ୍ସ, କଟା ଧନିଆପତ୍ର, କଟା ଅଦା, କଟା କଞ୍ଚାଲଙ୍କା, ଧନିଆ ପାଉଡର, ଗରମ ମସଲା, ହେଙ୍ଗୁ, ଲଙ୍କା ଗୁଣ୍ଡ, ଲୁଣ ଓ ତେଲ । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ସିଝା ଆଳୁ, ଭିଜା ମସୁର ଡାଲି, ଲଙ୍କା…
Read More...

କଞ୍ଚା ଇଲିସି ମାଛ ବେସର

ଆବଶ୍ୟକ ସାମଗ୍ରୀ: ଇଲିସି ମାଛ, କଟା ପିଆଜ, କଟା ଟମାଟୋ, କଞ୍ଚା ଲଙ୍କା, କଟା ରସୁଣ, ଅଦା ଓ ରସୁଣ ପେଷ୍ଟ, ବଟା ସୋରିଷ, ସୋରିଷ ତେଲ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ ଓ କରି ପାଉଡର । ପ୍ରଣାଳୀ: ପ୍ରଥମେ ଇଲିସି ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ । ତା'ପରେ ସେଥିରେ ଲୁଣ ଓ ହଳଦୀ ପକାଇ ଭଲ ଭାବେ…
Read More...

ଘରେ କିପରି ତିଆରି କରିବା ବେସନ ଲଡ଼ୁ

ବ୍ୟୁରୋ : ଯେ କୌଣସି ପର୍ବ ପର୍ବାଣି ହେଉ କି ଘରେ କିଛି ଖୁସି ଖବର ସଭିଙ୍କ ମୁହଁରେ ଟିକେ ମିଠା ଲାଗିବ ନିଶ୍ଚିତ | କିନ୍ତୁ ମିଠା ଖାଇବାକୁ ହେଲେ ବଜାର ଯାଇ କିଣି କରି ଆଣିବାକୁ ପଡେ | କାରଣ ଘରେ ମିଠା ବା ଲଡୁ ତିଆରିକରିବାକୁ ହେଲେ ସମୟର ଅଭାବ ଆଉ ତିଆରି କରିବାର ପ୍ରଣାଳୀ ଜଣ ନଥାଏ | ତେବେ…
Read More...

ଚଟପଟା ‘ପନିର କର୍ଣ୍ଣ କଟଲେଟ’

ସଂନ୍ଧ୍ୟା ହେଲେ ମନରେ ଆସେ ଆଜି କିଛି କ’ଣ ନୂଆ ଖାଇବି । କାରଣ ସବୁଦିନ ଗୋଟେ ପ୍ରକାର ଖାଇବା ଖାଇ ଆମେ ହୋଇଯାଉ ବୋର । କିଛି ନୂଆ ଆଉ ଡିଫେରେଣ୍ଟ ଖାଇବାକୁ ଇଚ୍ଛା କରୁଥିଲେ ବନାନ୍ତୁ ଚଟପଟା ‘ପନିର  କର୍ଣ୍ଣ କଟଲେଟ’ । ଏହି ରେସିପିକୁ ଅତି ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।ଆସନ୍ତୁ…
Read More...

ଛତୁ ପରଟା ବନାଇବାର ଉପାୟ

ଆବଶ୍ୟକ ସାମଗ୍ରୀ: ଅଟା, ଛତୁ, ଲୁଣ, ମଇଦା, ଜୁଆଣି, ଘିଅ, ଗୋଲମରିଚ ଗୁଣ୍ଡ, କଟାପିଆଜ, କଟା କଞ୍ଚା ଲଙ୍କା, କଟା ଅଦା, ଲଙ୍କା ଗୁଣ୍ଡ, ଚାଟ ମସଲା, ଆମଚୁର ପାଉଡ଼ର, କଟା ଧନିଆ ପତ୍ର ଓ ତେଲା । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଅଟା, ଲୁଣ, ମଇଦା, ଜୁଆଣି ଓ ଘିଅ ନେଇ ଭଲ ଭାବେ…
Read More...

ଅଣ୍ଡା ଚିକେନ ଫ୍ରାଏ

ସାମଗ୍ରୀ: ଚିକେନ ,ଅଣ୍ଡା , ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଅଦା ରସୁଣ ବଟା , ଲୁଣ , ଜିରା ଗୁଣ୍ଡ, ଧନିଆ ଗୁଣ୍ଡ , ଗୋଟା ଗରମ ମସଲା , ଜିରା , କଟା ଟମାଟୋ ଓ ତେଲ । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକନେକୁ ଭଲ ଭାବେ ଧୋଇ ସେଥିରେ ଲଙ୍କା ଗୁଣ୍ଡ , ହଳଦୀ ଗୁଣ୍ଡ , ଅଦା – ରସୁଣ ବଟା ଓ ଲୁଣ…
Read More...

ଆଜି ଜାଣିବା କେମିତି ପ୍ରସ୍ତୁତ ହୁଏ ମାଣ୍ଡିଆ ରସାବଳୀ

ବ୍ୟୁରୋ : ଆଦିବାସୀ ମୁଲାଖାଦ୍ୟ ମାଣ୍ଡିଆ ଏବେ ବିଶ୍ୱବାସୀଙ୍କ ପାଇଁ ପାଲଟିଛି ବରଦାନ | ମାଣ୍ଡିଆର ଚାହିଦା ଆଜିକା ଦିନରେ ବଢ଼ିବାରେ ଲାଗିଛି | କାରଣ ଏହା ସ୍ୱାସ୍ଥ୍ୟ ପ୍ରତି ବହୁତ ହିତ ସାଧ୍ୟ | ଏହାକୁ ସୁଆଦିଆ ବନାଇବା ପାଇଁ ଲୋକେ ଅନେକ ପକ୍ୱପଦ୍ଧତି ଆପଣାଉଛନ୍ତି | କେତେବେଳେ ଏହାକୁ ରୁଟି…
Read More...

ଗାଜର ଖିରି ପ୍ରସ୍ତୁତି ପ୍ରଣାଳୀ

ଗାଜର ଖିରି ଗାଜରେ ପୋଟାସିୟମ୍, ଭିଟାମିନ୍ ଏ, ଭିଟାମିନ ଇ ଭଳି ପୋଷକ ତତ୍ତ୍ୱ ଭରି ରହିଥାଏ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ବିଭିନ୍ନ ସମସ୍ୟାରୁ ମୁକ୍ତି ଦେଇଥାଏ । ଆସନ୍ତୁ ଜାଣିବା ଗାଜରରେ ପ୍ରସ୍ତୁତ ଖିରି , ଯାହା ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟକର । ଆବଶ୍ୟକୀୟ…
Read More...

ଆଜି ଜାଣିବା ପନୀର ଭୁଜିଆର ସ୍ପେଶାଲ ଡିସ ପ୍ରଣାଳୀ

ପନୀରକୁ ଶାକାହାରୀ ଭୋଜନରେ ବହୁତ ପସନ୍ଦ କରାଯାଏ । କାରଣ ଯେତେବେଳେ ବି କୌଣସି ସ୍ପେଶାଲ ଡ଼ିସ ପ୍ରସ୍ତୁତ କରାଯାଏ ସେତେବେଳେ ଆଗ ପନୀରକୁ ରଖାଯାଏ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଝଟପଟ ପସ୍ତୁତ ହେଉଥିବା ମସାଲାଦାର ପନୀର ଭୁଜିଆ ନେଇ ଆସିଛୁ । ତେବେ ଆସନ୍ତୁ ଜାଣିବା ଏହା ବନାଇବାର…
Read More...