Browsing Category
ପାକପଦ୍ଧତି
ମଞ୍ଜା ପଲଉ
(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ, କଦଳୀ ମଞ୍ଜା, ତେଜପତ୍ର, ଗୁଜୁରାତି, ଲୁଣ, ହଳଦୀ, ଚିନି, କାଜୁ, କିସ୍ମିସ୍, ନଡ଼ିଆ କୋରା ଓ ଘିଅ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଦଳୀ ମଞ୍ଜାରେ ଲୁଣ, ହଳଦୀ ଗୋଳାଇ ଏବଂ ଅରୁଆ ଚାଉଳକୁ ପାଣିରେ ଭିଜାଇ ରଖନ୍ତୁ।…
Read More...
Read More...
ପନିର ଲେଟମିକାଏ
(ରିପୋର୍ଟସଟୁଡ଼େ / ଶୁଭସ୍ମିତା ଦାଶ ): ଆବଶ୍ୟକସାମଗ୍ରୀ: ପନିର, କର୍ନଫ୍ଲେକ୍ସ(ଗୁଣ୍ଡ), ଚାଇନା ସଲ୍ଟ, ବ୍ଲାକ୍ ପିପର(ଗୋଲମରିଚ), ଶୁଖିଲା ଲଙ୍କା ପେଷ୍ଟ୍, ରସୁଣ(ଚପ୍ ସାଇଜ), ଅଦା(ଚପ୍ ସାଇଜ), ପିଆଜ(ଚପ୍ ସାଇଜ), କ୍ୟାପ୍ସିକମ୍, ମଇଦା(୫୦ଗ୍ରାମ), ମେଓନାଇଜଡ୍ ସସ୍, ତେଲ।…
Read More...
Read More...
ଦହି କବାବ
(ରିପୋର୍ଟସ ଟୁଡେ /ମଧୁସ୍ମିତା ତ୍ରିପାଠୀ): ଏହି କବାବ ତିଆରି କରିବା ପାଇଁ ଆପଣ ବସା ଦହିକୁ ଏକ ମୁଲାୟମ କପଡାରେ ଛାଣି ଦେଇ ଟାଙ୍ଗି ଦିଅନ୍ତୁ ।
ଆବଶ୍ୟକୀୟ ସାମଗ୍ରୀ :
ଦହି , ଭଜା ହୋଇଥିବା ବେସନ ଦୁଇ ଚାମଚ , କର୍ନଫ୍ଲୋର ୩ ବଡ ଚାମଚ , ତେଲ ୨ ବଡ ଚାମଚ , ଧନିଆ ପତ୍ର , କଞ୍ଚା ଲଙ୍କା ,…
Read More...
Read More...
ରାଜମା ମସଲା
(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଆବଶ୍ୟକୀୟ ସାମଗ୍ରୀ : ଭିଜା ହୋଇ ରହିଥିବା ରାଜମା , ପିଆଜ , ଟମୋଟୋ . ଅଦା , ରସୁଣ , କଂଚାଲଙ୍କା , ଧନିଆ ଗୁଣ୍ଡ , ଲଙ୍କା ଗୁଣ୍ଡ ,ହଳଦୀ ହେଙ୍ଗୁ , ଗରମ ମସଲା ଗୁଣ୍ଡ ଏବଂ ଜିରା ।
ପ୍ରସ୍ତୁତି ପ୍ରଣାଳୀ: ରାଜମାକୁ ୮ ରୁ ୯ ଘଂଟା ଜଳରେ ଭିଜାଇ…
Read More...
Read More...
ମିଠା ପଲାଉ
(ରିପୋର୍ଟସ ଟୁଡ଼େ ଶୁଭସ୍ମିତା ଦାଶ ): ଆବଶ୍ୟକ ସାମଗ୍ରୀ
ଘିଅ ୩ଚାମଚ(ବଡ଼),ଦୁଇଟି ବଡ଼ ତେଜପତ୍ର,କଞ୍ଚାଲଙ୍କା୫-୬ଟି,କଳା ଅଳେଇଚ୨-୩ଟି,ଡାଳଚିନି ଦୁଇଖଣ୍ଡ, ଲବଙ୍ଗ ୭-୮ଟି, ଜାଇତ୍ରୀ-୧ଟି,କେସର ୩-୪ଖଣ୍ଡ,ଅଦା ଏକ ଚାମଚ, ବାସ୍ମତି ଚାଉଳ ଏକ କପ୍, କାଜୁ ୧୨-୧୬ଟି, କିସ୍ମିସ୍ ଏକଚତୁର୍ଥାଂଶ,…
Read More...
Read More...
ଧନିଆ ଚିକେନ
(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ପ୍ରଥମେ ଚିକେନକୁ ଭଲଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ । ତା ପରେ ଚୁଲିରେ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ ।
ତେଲ ଗରମ ହେଲାପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ବାଦାମୀ ରଙ୍ଗ ହୋଇ ଆସିଲେ ସେଥିରେ ଅଦା ରସୁଣ ପେଷ୍ଟ୍ , ଗରମ ମସଲା…
Read More...
Read More...
ସୁଫିଆନା ପନିର ଟିକ୍କା
(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ):
ଆବଶ୍ୟକ ସାମଗ୍ରୀ:
ପନିର୍ : ୨୦୦ ଗ୍ରାମ୍ , ପାନମଧୁରି: ୧ ଚାମଚ ,ଗୁଜୁରାତି: ୨ ପିସ୍ ,ରସୁଣ: ୪ ପାଖୁଡା ଅଦା: ୫ ଗ୍ରାମ୍ ,ଲଙ୍କା: ୨ଟା ,ଅମୁଲ କ୍ରିମ୍: ୨ ଚାମଚ ,ବେସନ: ୧ ଚାମଚ ,ବଟର: ୧ ଚାମଚ ତେଲ: ୨୦ ଗ୍ରାମ୍ ,କେଶର: ୬ ପିସ୍…
Read More...
Read More...
କାଜୁ ମଖାନା ଶାହୀ ଖିରୀ
(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ୧ରୁ ଦେଢ କପ ମଖାନ , ୩ ଟେବୁଲସ୍ପୁନ ଦେଶୀ ଘିଅ , ଅଧଚାମଚ ଡ଼ାଳଚିନି ଗୁଣ୍ଡ , ୮ ଟି କୁଟା ଯାଇଥିବା ପିସ୍ତା, ୫୦୦ ମିଲି କ୍ଷୀର, ୪ ଟେବୁଲସ୍ପୁନ ଖୁଆ , ୧ ରୁ ଦେଢ କପ କାଜୁ , ଏକ ଚତୁର୍ଥାଠ କପ ଚିନି , ୧ ଟେବୁଲସ୍ପୁନ କିଶମିଶ ।
ପ୍ରସ୍ତୁତି:…
Read More...
Read More...
କଲମୀ କବାବ
(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଏକ ପାତ୍ରରେ ଦହି , ଅଦା ଓ ରସୁଣ ବଟା , ଲେମ୍ବୁ ରସ , ହଳଦୀ ଏବଂ କାଜୁ ଗୁଣ୍ଡ ପକାନ୍ତୁ । ଏହାପରେ ଗୁଜୁରାତି ଗୁଣ୍ଡ , ଖଣ୍ଡ ଖଣ୍ଡ ହୋଇଥିବା ଗାଲମରିଚ , ଜୁଆଣି , ଲୁଣ ଏବଂ କିଛି କ୍ରିମ ପକାଇ ଭଲ ଭାବରେ ମିଶାନ୍ତୁ । ଏହାପରେ ଚିକେନ ମିଶାଇ ଫ୍ରିଜରେ…
Read More...
Read More...
ଲାଉ ପଲାଉ
(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଲାଉରେ ଆପଣ ବିଭିନ୍ନ ପ୍ରକାର ଆଇଟମ ପ୍ରସ୍ତୁତ କରିଥିବେ । ଆପଣ ଚାଉଳରେ ପ୍ରସ୍ତୁତ ପଲାଉ ଖାଇଥିବେ । କେବେ ଲାଉରେ ଏହାକୁ ଟ୍ରାଏ କରିଛନ୍ତି କି । ତେବେ ଆସନ୍ତୁ ଅରଜି ପ୍ରସ୍ତୁତ କରିବା ଲାଉ ପଲାଉ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଲାଉକୁ କୋରି…
Read More...
Read More...