Browsing Category

ପାକପଦ୍ଧତି

ସ୍ପେଶାଲ ଡ଼ିସ : ଚିକେନ ଗୁପଚୁପ

ଆବଶ୍ୟକ ସାମଗ୍ରୀ : ଚିକେନ୍, ଲୁଣ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, କଟା ପିଆଜ, ଅଦା, ରସୁଣ ପେଷ୍ଟ, କଲର ପାଉଡର, ସୋରିଷ ତେଲ, ଚିକେନ ପାଉଡର, ଗରମ ମସଲା ଓ ବଜାରରେ ମିଳୁଥିବା ଶୁଖା ଗୁପଚୁପ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଜାରରେ ମିଳୁଥିବା ଶୁଖା ଗୁପଚୁପକୁ ଆ।ଣି ତାକୁ ଛାଣି…
Read More...

ଘରେ ପ୍ରସ୍ତୁତ କରନ୍ତୁ ଆଚାରୀ ଆଳୁ

ସନ୍ଧ୍ୟା ସମୟରେ ସବୁଦିନ ଗୋଟେ ପ୍ରକାର ଖାଇବା ଖାଇ ବୋର ହୋଇଯାନ୍ତି । ତେଣୁ କିଛି ନୂଆ ଆଉ ଡିଫରେଣ୍ଟ ଖାଇବାକୁ ମନ ଇଛା କରିଥାଏ । ତେଣୁ ଘରେ ଏକ ସହଜ ଉପାୟରେ ପ୍ରସ୍ତୁତ କରନ୍ତୁ ବହୁତ ସ୍ୱାଦିଷ୍ଟ ଆଚାରୀ ଆଳୁ ଆବଶ୍ୟକ ସାମଗ୍ରୀ ସିଝା ଆଳୁ ,ଘିଅ ,ମେଥି ଦାନ, କଳା ଲୁଣ,ଲୁଣ,ପାନମଧୁରୀ ,ଅଦା…
Read More...

ସହଜ ଉପାୟରେ ପ୍ରସ୍ତତ କରନ୍ତୁ ଭେଜ୍ କବାବ ରୋଲ

ସାଧାରଣତ ସନ୍ଧ୍ୟା ହେଲେ ଚଟପଟା ଖାଇବାକୁ ପସନ୍ଦ କରିଥାଉ ସେଥିପାଇଁ କିଛି ନୂଆ ଆଉ ଡିଫରେଣ୍ଟ ଖାଇବା ପସନ୍ଦ କରିଥାଉ । ସେଥିପାଇଁ ସନ୍ଧ୍ୟାରେ ପ୍ରସ୍ତୁତ କରନ୍ତୁ ଭେଜ କବାବ ରୋଲ । ଆବଶ୍ୟକ ସାମଗ୍ରୀ ଦୁଇ କପ୍‌ ସୋୟାବିନ୍‌ ନଟେଟ୍ସ ,ଚାରି ପିସ୍‌ ବ୍ରେଡ ସ୍ଲାଇସର ଚୂର , ଦୁଇ ଛୋଟ ଚାମଚ…
Read More...

ତରକାରୀରେ ଅଧିକ ତେଲ ପଡି ଯାଇଥିଲେ ,କରନ୍ତୁ ଏହି ଉପାୟ

ବେଳେବେଳେ ରାନ୍ଧିବା ସମୟରେ ଖାଦ୍ୟରେ ଅଧିକ ତେଲ ପଢିଯାଇଥାଏ । କିଛି ଲୋକଙ୍କୁ ଲାଗିଥାଏ ଅଧିକ ତେଲ ପକାଇଲେ ମସଲା ରେଷ୍ଟ ବଢିଥାଏ । କିନ୍ତୁ ତାହା ସତ ନୁହେଁ । ଅତ୍ୟଧିକ ତେଲ ଖାଇବା ଦ୍ୱାରା ମୋଟାପଣ ଏବଂ ହାଇକୋଲେଷ୍ଟ୍ରୋଲ ପରି ଗୁରୁତର ରୋଗ ହେବାର ଆଶଙ୍କା ବଢିଯାଇଥାଏ । ତେଣୁ ଖାଦ୍ୟରେ…
Read More...

ପାକ ପଦ୍ଧତି : ବେସନ ଦୋସା

ଆବଶ୍ୟକ ସାମଗ୍ରୀ: ବେସନ, ଲୁଣ, ତେଲ, ଚାଟ ମସଲା,ଲଙ୍କା ପାଉଡର ପ୍ରସ୍ତୁତି ପ୍ରଣାଳୀ: ବେସନ ଦୋସା ତିଆରି କରିବା ପାଇଁ ପ୍ରଥମେ ଏକ ପାତ୍ରରେ ବେସନ ନିଅନ୍ତୁ । ପରେ ଅନ୍ୟ ଏକ ପାତ୍ରରେ ଅଳ୍ପ ପାଣି ଆଣି ସେଥିରେ ବେସନ ପକାଇ ତାକୁ ଗୋଳାଇ ଦିଅନ୍ତୁ । ସେଥିରେ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ ।…
Read More...

ପ୍ରସ୍ତୁତ କରନ୍ତୁ ଛୋଲେ କୁଲଚା

ଆବଶ୍ୟକ ସାମଗ୍ରୀ : ଚଣା, ମଇଦା, ଦହି, ଲୁଣ, ଲୁହଣୀ, କଟା ସିଝା ଆଳୁ, କଟା ପିଆଜ, କଟା ଟମାଟୋ, ଲଙ୍କା ଗୁଣ୍ଡ, ଗରମ ମସଲା, ଆମଚୁର ପାଉଡର, ଚାଟ୍ ମସଲା, ଲେମ୍ବୁ ରସ ଓ ତେନ୍ତୁଳି ପାଣି । ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଚଣାକୁ ୩ରୁ୪ ଘଣ୍ଟା ପାଇଁ ପାଣିରେ ବତୁରାଇ ଦିଅନ୍ତୁ । ଏହାପରେ…
Read More...

ପରିବାରୁ ବି ହୋଇପାରେ ଖିରି: “ଫୁଲକୋବି ଖିରି’

ବ୍ୟୁରୋ : ପରିବାରୁ ବି ହୋଇପାରେ ଖିରି । ଫୁଲକୋବି ସହାଯ୍ୟରେ ଆପଣ ଏହି ସୁସ୍ଵାଦିଷ୍ଟ ମିଠା ଖାଦ୍ୟଟି ପ୍ରସ୍ତୁତ କରିପାରିବେ । ତେବେ ଏହି ଖାଦ୍ୟଟି କେମିତି ପ୍ରସ୍ତୁତ କରାଯିବ ଜାଣନ୍ତୁ । ଆବଶ୍ୟକ ସାମଗ୍ରୀ: କ୍ଷୀର, କାଜୁ, ପିସ୍ତା, କିସ୍ମିସ୍, ଫୁଲକୋବି, ଚିନି, ମିଲ୍କମେଡ୍ ଲୁଣ ଓ ଘିଅ ।…
Read More...

ଦହି ପୋଦିନା ମାଛ

ଆବଶ୍ୟକ ସାମଗ୍ରୀ: ରୋହି ମାଛ-୧ କିଲୋ, ଦହି-୧ କପ୍, ସୋରିଷ ବଟା-୧ କପ୍,୧/୨ ଚାମଚ ହଳଦି ଗୁଣ୍ଡ, ପୋଦିନା ବଟା- ୧କପ୍, ୨ ଚାମଚ କଟା ପିଆଜ, କଞ୍ଚା ଲଙ୍କା ୩ରୁ ୪ଟି, ଖୁଖିଲା ଲଙ୍କା-୩ରୁ ୪ଟି, ସ୍ୱାଦ ଅନୁଯାୟୀ ଲୁଣ ଓ କିଛି ଫୁଟଣ । ପୋଦିନା ପତ୍ର, କଞ୍ଚା ଲଙ୍କା, ଦହି ଓ ରଷୁଣ ମିଶାଇ ପୋଦିନା…
Read More...

ଘରେ ବନାନ୍ତୁ ହୋଟେଲ ଭଳି ଟେଷ୍ଟି ଚିଲ୍ଲି ସୋୟାବଡ଼ି

ବ୍ୟୁରୋ : ଅଧିକାଂଶ ଲୋକଙ୍କୁ ସୋୟାବଡ଼ି ବହୁତ ପସନ୍ଦ । କେବେ କେବେ ସୋୟା ତରକାରୀ ତ କେବେ ଚିଲ୍ଲି ସୋୟାବଡ଼ି ଖାଇବାକୁ ପସନ୍ଦ କରିଥାନ୍ତି । ବିଶେଷ କରି ହୋଟେଲରେ ଚିଲ୍ଲି ସୋୟାବଡ଼ି ଖାଇବାକୁ ପସନ୍ଦ କରିଥାନ୍ତି । ହେଲେ ଘରେ ନିଜେ ତିଆରି କେମିତି କରିବେ ଜାଣି ନ ଥାନ୍ତି । ଏଣୁ ଆଜି ଆମେ…
Read More...

ଟମାଟୋ ବଦଳରେ ବ୍ୟବହାର କରନ୍ତ ଏହି ସବୁ ସାମଗ୍ରୀ

ଭୁବନେଶ୍ୱେର: ପୁରା ଭାରତରେ ବିଭିନ୍ନ ସ୍ଥାନରେ ଟମାଟୋ ଦର ଏବେ ଆକାଶ ଛୁଅାଁ ରହିଛି । କିଛି କିଛି ସ୍ଥାନରେ ଟମାଟେ ମୁଲ୍ୟ ୩୦୦ ପାଖା ପାଖି ରହିଥିବାର ଜଣାପଡିଛି । ଏଥି ପାଇଁ ଲୋକ ଟମାଟେ କିଣିବା ବନ୍ଦ କରି ଦେଇଛନ୍ତିି । ବହୁ ବଡ ବଡ ରେସ୍ତୋରାଁ ହୋଟେଲ ମାନଙ୍କରେ ମଧ୍ୟ ଟମାଟୋ ବ୍ୟବହାର…
Read More...