Browsing Category

ଵାଣିଜ୍ୟ

ଫେସବୁକ ଲାଇଭ ଷ୍ଟ୍ରିମିଂରେ ପରିବର୍ତ୍ତନ, ନିୟମ ଭାଙ୍ଗିଲେ ବ୍ୟାନ ହେବ ଆକାଉଣ୍ଟ

(ମମତା ସାମଲ)ରିପୋର୍ଟସଟୁଡେ: ନ୍ୟୁଜିଲ୍ୟାଣ୍ଡର କ୍ରାଇଷ୍ଟଚର୍ଚ୍ଚର ଦୁଇଟି ମସଜିଦରେ ଆତଙ୍କୀ ଆକ୍ରମଣର ଲାଇଭ ଷ୍ଟ୍ରିମିଂ ପରେ ଏବେ ଫେସବୁକକୁ ଚେତା ପଶିଛି। ଏନେଇ ସୋସିଆଲ ମିଡିଆ ଆପ୍ ଫେସବୁକ୍ ନିଜର ଲାଇଭ ଷ୍ଟ୍ରିମିଂ ଏବଂ ଶେୟାରିଂକୁ ରୋକିବା ପାଇଁ ୱାନ ଷ୍ଟ୍ରାଇକ୍ ନୀତି ପ୍ରସ୍ତୁତ କରିଛି।…
Read More...

ଆମାଜନ ପେ’ରୁ କରିପାରିବେ ପେମେଣ୍ଟ

(ମମତା ସାମଲ)ରିପୋର୍ଟସଟୁଡେ:ଆମାଜନ ଇଣ୍ଡିଆ ପକ୍ଷରୁ ନିଜ ଗ୍ରାହାକମାନଙ୍କୁ ବଡ ଖୁସିଖବର ଦିଆଯାଇଛି । ଆପଣ ଫୋନ୍ ପେ, ଗୁଗୁଲ ପେ ଓ ପେଟିଏମ ଭଳି ଆମାଜନ ପେ’ରୁ ମଧ୍ୟ ପେମେଣ୍ଟ କରିପାରିବେ । ଆମାଜନ ଆପ୍‌ରେ ୟୁପିଆଇ ପେମେଣ୍ଟ ଏକ ବିକଳ୍ପ ଅଛି, ଯାହା ମାଧ୍ୟମରେ ଗ୍ରାହାକ ସ୍କାନ କରି ପେମେଣ୍ଟ…
Read More...

ଜିଓ ସିମ ବିନା ଉଠାଇପାରିବେ ଏହି ଜରୁରୀ ସେବା

(ରିପୋର୍ଟସଟୁଡେ)ଭୁବନେଶ୍ୱର:ଜିଓ ସିମ ବ୍ୟବହାର କରୁଥିବା ଗ୍ରାହକ ଜିଓର ଅନେକ ଆପ୍ ବ୍ୟବହାର କରୁଥିବେ। ଗୀତ ପାଇଁ JioSaavn , ଫିଲ୍ମ ପାଇଁ ଔସକ୍ଟଉସଦ୍ଭରଜ୍ଞବ , ଡାଟା ଟ୍ରାନ୍ସଫର ପାଇଁ JioCinemaଭଳି ଅନେକ ଆପ୍ ସର୍ଭିସ ଆମକୁ ମାଗଣାରେ ମିଳିଥାଏ। କିନ୍ତୁ ବହୁତ କମ୍ ଲୋକଙ୍କୁ ଜଣାଅଛି ଯେ…
Read More...

କିଣନ୍ତୁ ‘ଭିଭୋ ୱାଇ-୯୫’ , ମିଳିବ ହଜାର ଟଙ୍କାର ରିହାତି

(ରିପୋର୍ଟସଟୁଡେ)ଭୁବନେଶ୍ୱର:ଭିଭୋର ନୂଆ ସ୍ମାର୍ଟଫୋନ ଭିଭୋ ୱାଇ-୯୫ରେ ହଜାରେ ଟଙ୍କାର ରିହାତି ମିଳିବ। ରିହାତି ପରେ ଭିଭୋ ୱାଇ-୯୫ର ୧୪ହଜାର ୯୯୦ଟଙ୍କା ଫୋନକୁ ମାତ୍ର ୧୩ହଜାର ୯୯୦ଟଙ୍କାରେ ପାଇପାରିବେ। ଭାରତରେ ପ୍ରଥମେ ଏହି ଫୋନକୁ ୧୬୯୯୦ଟଙ୍କା ମୂଲ୍ୟରେ ଲଞ୍ଚ କରାଯାଇଥିଲା। ଭିଭୋ ୱାଇ-୯୫ର…
Read More...

ବାତ୍ୟା ‘ଫୋନି’ ପାଇଁ ଘୁଞ୍ଚିଲା ଜିଏସଟି ସେଲ୍ସ ରିଟର୍ଣ୍ଣ ଦାଖଲ ଅବଧି

(ରିିପୋର୍ଟେସ ଟୁଡ଼େ/ ଭୁବନେଶ୍ୱର ) : ବାତ୍ୟା ‘ଫୋନି’ ପ୍ରଭାବିତ ଓଡ଼ିଶାର ୧୪ ଜିଲ୍ଲାରେ ଏପ୍ରିଲ ମାସର ଜିଏସଟି ସେଲ୍ସ ରିଟର୍ଣ୍ଣ ଦାଖଲ ଅବଧିକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଜୁନ୍ ୨୦ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି। ସେହିପରି ଦେଢ଼ କୋଟିରୁ ଅଧିକ କାରବାର କରୁଥିବା ଟିକସଦାତାଙ୍କ…
Read More...

ବଜାରରେ ‘ମାଇଷ୍ଟ୍ରୋ ଏଜ୍ ୧୨୫’ ସ୍କୁଟର

(ରିପୋର୍ଟସଟୁଡେ)ଭୁବନେଶ୍ୱର:ହିରୋ ମୋଟର୍ସ କପର ‘ମାଏଷ୍ଟ୍ରୋ ଏଜ୍ ୧୨୫’ ସ୍କୁଟର ଭାରତରେ ଲଞ୍ଚ କରିଛି। ଏହାର ୩ଟି ମୁଖ୍ୟ ୱାରିଏଣ୍ଟ ରହିଛି। ଗୋଟିଏରେ ଡିସ ବ୍ରେକ ଓ ଅନ୍ୟଟିରେ ଡ୍ରମ ବ୍ରେକ ରହିଛି। ଡ୍ରମ ବ୍ରେକ ୱାରିଏଣ୍ଟର ମୂଲ୍ୟ ୫୮,୫୦୦ ଟଙ୍କା ରହିଥିବା ବେଳେ ଡିସ ବ୍ରେକ ୱାରିଏଣ୍ଟର…
Read More...

ଆଣ୍ଡ୍ରଏଡ ମୋବାଇଲ ସିଷ୍ଟମର ଦୁରୁପଯୋଗ କରୁଛି ଗୁଗୁଲ,ତଦନ୍ତ କରିବ ସିସିଆଇ

(ରିପୋର୍ଟସଟୁଡେ)ଭୁବନେଶ୍ୱର:ଗୁଗୁଲ୍ ଏହାର ଆଣ୍ଡ୍ରଏଡ୍ ମୋବାଇଲ ଅପରେଟିଂ ସିଷ୍ଟମ୍ର ଦୁରୁପଯୋଗ କରିଥିବା ନେଇ ଆସିଥିବା ଅଭିଯୋଗର ତଦନ୍ତ କରିବ ସିସିଆଇ । ଗତବର୍ଷ ସିସିଆଇ ଏହି ଅଭିଯୋଗ ଗ୍ରହଣ କରିଥିଲା। ୟୁରୋପରେ କମ୍ପାନି ଏ ପ୍ରକାର ଅଭିଯୋଗର ଶିକାର ପୂର୍ବରୁ ହୋଇସାରିଛି। ଏ ବାବଦରେ…
Read More...

ମେ ୧ରୁ କଣ ସବୁ ପରିବର୍ତ୍ତନ ହେବ ଜାଣନ୍ତୁ

(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ୧ ମଇ ୨୦୧୯ ମସିହାରୁ ଦେଶରେ କିଛି ନିୟମର ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ଦୈନନ୍ଦିନ ଜୀବନରେ ପଡିବ ବୋଲି କୁହାଯାଉଛି। ସେଥି ମଧ୍ୟରୁ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଝଈଓ) ନିଜ ସେଭିଂ ଆକାଉଣ୍ଟ…
Read More...

ଭାରତୀୟ ବଜାରରେ ନୂଆ କରି ଷ୍ଟାଇଲିସ ସ୍ମାର୍ଟଫୋନ

(ନୂଆଦିଲ୍ଲୀ ରିପୋଟରର୍ସ ଟୁଡ଼େ ) : ଚାଇନାର ମୋବାଇଲ ନିର୍ମାଣକାରୀ କମ୍ପାନୀ ଲିଗୋ ଭାରତୀୟ ବଜାରରେ ନୂଆ କରି ଷ୍ଟାଇଲିସ ସ୍ମାର୍ଟଫୋନ ସିରିଜ ଲଞ୍ଚ କରିଛି। ଏହା ମଧ୍ୟରେ ଏସ୍‌ ଏବଂ ଏମ୍‌ ସିରିଜ ରହିଛି। ଏସ୍‌ ୧୧, ଏସ୍‌ ୧୨ ଏବଂ ଏମ୍‌ ୧୩ ମଡେଲ ଦ୍ୱାରା ଭାରତୀୟ ବଜାରରେ ସଫଳତା ହାସଲ କରିବା…
Read More...

ଆକାଉଣ୍ଟକୁ ହଟାଯାଇଛି ହେଲୋ

(ଭୁବନେଶ୍ୱର /ରିପୋଟରର୍ସ ଟୁଡ଼େ ) କମ୍ୟୁନିଟି ଗାଇଡ ଲାଇନ ଉଲ୍ଲଘଂନ କରୁଥିବା ଅଭିଯୋଗରେ ହେଲୋ ପକ୍ଷରୁ ୧.୬୦ ଲକ୍ଷ ଆକାଉଣ୍ଟକୁ ହଟାଯାଇଛି। ଅପରପକ୍ଷରେ କମ୍ପାନୀ ୫ ନିୟୁତରୁ ଅଧିକ ପୋଷ୍ଟକୁ ମଧ୍ୟ ଏହାର ପ୍ଲାଟଫର୍ମରୁ ହଟାଇ ଦେଇଥିବା ପ୍ରକାଶ କରିଛି। ନିରାପତ୍ତା ପ୍ରତିବଦ୍ଧତାକୁ ମଜବୁତ…
Read More...