Browsing Category
ଵାଣିଜ୍ୟ
୩ ଦିନ ବନ୍ଦ ରହିବ ବ୍ୟାଙ୍କ
(ମମତା ସାମଲ)ରିପୋର୍ଟସଟୁଡେ: ଚଳିତ ସପ୍ତାହରେ ୩ ଦିନ ବନ୍ଦ ରହିବ ବ୍ୟାଙ୍କ। ଆପଣଙ୍କର ଯଦି ବ୍ୟାଙ୍କରେ କିଛି କାମ ଅଛି ତାହେଲେ ତୁରନ୍ତ ସାରି ଦିଅନ୍ତୁ। ଜାନୁଆରି ୩୧ ତାରିଖରୁ ଫେବୃୟାରୀ ୨ ତାରିଖ ପର୍ୟ୍ୟନ୍ତ ଲଗାତାର ୩ ଦିନ ଧରି ବ୍ୟାଙ୍କ ବନ୍ଦ ରହିବ।
ଅଲ ଇଣ୍ଡିଆ ବ୍ୟାଙ୍କ ୟୁନିୟନ୍…
Read More...
Read More...
ଫେବୃୟାରୀ ୧ରୁ ସ୍ମାର୍ଟଫୋନରେ ଚାଲିବନି ହ୍ୱାଟ୍ସଆପ୍
(ମମତା ସାମଲ)ରିପୋର୍ଟସଟୁଡେ: ଆସନ୍ତା ଫେବୃୟାରୀ ମାସ ୧ତାରିଖରୁ ସ୍ମାର୍ଟଫୋନରେ ଆଉ ସପୋର୍ଟ କରିବନି ହ୍ୱାଟ୍ସଆପ୍ । କାରଣ କ୍ରମାଗତ ଅପଡେଟ୍ ଜରିଆରେ ଅନେକ ନୂଆ ଫିଚର୍ସ ଆଣୁଛି କମ୍ପାନୀ,ଯାହା ଏହି ଫୋନ ଗୁଡିକରେ ସପୋର୍ଟ କରିବ ନାହିଁ । ଯଦି ଆପଣଙ୍କ ପାଖରେ ମଧ୍ୟ ଏଭଳି ସ୍ମାର୍ଟଫୋନ୍ ଅଛି,ଆଉ…
Read More...
Read More...
ବଜେଟ୍ ଦିନ ମଧ୍ୟ ଶେୟାର ବଜାରରେ ବ୍ୟବସାୟ ହେବ
(ରିପୋର୍ଟସ ଟୁଡ଼େ / ମୁମ୍ବାଇ ): ଫେବ୍ରୁୟାରୀ ୧, ଶନିବାର ଆଗତ ହେବାକୁ ଯାଉଛି ୨୦୨୦-୨୧ ବର୍ଷ ପାଇଁ ସାଧାରଣ ବଜେଟ୍ । ବଜେଟ୍ ଦିନ ମଧ୍ୟ ଶେୟାର ବଜାରରେ ବ୍ୟବସାୟ ହେବ । ବୋମ୍ୱେ ଷ୍ଟକ ଏକ୍ସଚେଞ୍ଜ ଏଥିପାଇଁ ଆଧିକାରୀକ ଅଧିସୂଚନା ଜାରି କରିଛି ।
ବିଏସଇର ସୂଚନା ଅନୁସାରେ ଫେବ୍ରୁୟାରୀ ୧ରେ…
Read More...
Read More...
‘ହ୍ୱାଟ୍ସଆପ୍’ ଆଣିଲା ନୂଆ ଫିଚର
(ମମତା ସାମଲ)ରିପୋର୍ଟସଟୁଡେ: ଇନ୍ଷ୍ଟାଣ୍ଟ ମେସେଜିଂ ଆପ୍ ‘ହ୍ୱାଟ୍ସଆପ୍’ ଆଣିଲା ନୂଆ ଫିଚର। ଅନେକ ଦିନ ହେବ ୟୁଜରମାନେ ହ୍ୱାଟ୍ସଆପ୍ରେ ଡାର୍କମୋଡ୍ର ଅପେକ୍ଷା କରିଛନ୍ତି। ତେବେ ବର୍ତ୍ତମାନ ଏହି ଅପେକ୍ଷାର ଅନ୍ତ ଘଟିଛି। କମ୍ପାନୀ ଡାର୍କମୋଡ୍ ଫିଚର୍ ଲଞ୍ଚ୍ କରିଦେଇଛି। ଏହି ଫିଚର…
Read More...
Read More...
ଏୟାରଟେଲରେ ବିଦେଶୀ ପୁଞ୍ଜିନିବେଶ
(ମମତା ସାମଲ)ରିପୋର୍ଟସଟୁଡେ: କେନ୍ଦ୍ର ସରକାର ଭାରତୀ ଏୟାରଟେଲରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ୪୯ ପ୍ରତିଶତରୁ ୧୦୦ ପ୍ରତିଶତ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି। କମ୍ପାନୀ ଏ ନେଇ ମଙ୍ଗଳବାର ଶେୟାର ବଜାରକୁ ଅବଗତ କରାଇଛି। ଏହାବାଦ୍ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ…
Read More...
Read More...
ପୁଣି ଥରେ ବଢିଲା ସୁନା ଦର
(ରିିପୋର୍ଟସ ଟୁଡ଼େ / ନୂଆଦିଲ୍ଲୀ ): ଚଳିତ ସପ୍ତାହରେ ସୁନା ପୁଣି ଥରେ ବଢିବା ଆରମ୍ଭ କରିଛି । ଦୁର୍ବଳ ଟଙ୍କା ଓ ଆଇଏମଏଫ ଦ୍ୱାରା ଭାରତର ଅଭିବୃଦ୍ଧି ଆକଳନ ହ୍ରାସ କରିବାର ପ୍ରଭାବ ସୁନା ଦର ଉପରେ ପଡ଼ିଛି ।
ନୂଆଦିଲ୍ଲୀରେ ମଙ୍ଗଳବାରଦିନ ସୁନାଦର ୧୦ ଗ୍ରାମ ପିଛା ୫୪ ଟଙ୍କା ବୃଦ୍ଧି ପାଇ…
Read More...
Read More...
ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଅତନୁ କୁମାର ଦାସ
(ମମତା ସାମଲ)ରିପୋର୍ଟସଟୁଡେ: କେନ୍ଦ୍ର ସରକାରଙ୍କ ତିନୋଟି ପ୍ରମୁଖ ବ୍ୟାଙ୍କ ରହିଛି । ସେଗୁଡିକ ହେଲା- ବ୍ୟାଙ୍କ ଅଫ ବରୋଦା,ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ କାନାର ବ୍ୟାଙ୍କର ମୁଖ୍ୟଙ୍କୁ ନିଯୁକ୍ତି ଦେଇଛନ୍ତି । ସେମାନେ ଆସନ୍ତା ୩ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ । କ୍ୟାବିନେଟ ନିଯୁକ୍ତିଦାତା…
Read More...
Read More...
ନକଲି ନୋଟ୍ କାରବାର, ଜାଣନ୍ତୁ କେମିତି ଚିହ୍ନିବେ ନୋଟ୍ ଅସଲ କି ନକଲି
(ମମତା ସାମଲ)ରିପୋର୍ଟସଟୁଡେ: ୨୦୧୬ ମସିହା ନଭେମ୍ବର ୬ ତାରିଖରେ ସାରା ଦେଶରେ ନୋଟ ବନ୍ଦୀ ହେବା ପରେ ନୂଆ ୫୦୦ ଓ ୨୦୦୦ ଟଙ୍କାର ପ୍ରଚଳନ ଆରମ୍ଭ ହୋଇଛି । ଏଥିସହ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ବନ୍ଦ କରି ଦେଇଛନ୍ତି ସରକାର । କଳାଧନର ନେଣେଦେଣ ତଥା ଆତଙ୍କବାଦୀମାନେ ଚଳାଇଥିବା ଟଙ୍କା…
Read More...
Read More...
ସରିଲା ତୋଷାଳି, ୨୨ କୋଟିର ବ୍ୟବସାୟ
(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ଉତ୍ସବରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଅତିଥିଭାବେ ଯୋଗଦେଇ ସନ୍ଧ୍ୟାର ସାଂସ୍କୃତିକ କାର୍ୟ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି…
Read More...
Read More...
ନୂଆବର୍ଷରୁ ନୂଆ ନିୟମ
(ମମତା ସାମଲ)ରିପୋର୍ଟସଟୁଡେ:୪ ଦିନ ପରେ ବଦଳିଯିବ କ୍ୟାଲେଣ୍ଡର । ଆରମ୍ଭ ହେବ ଆଉ ଏକ ଇଂରାଜୀ ବର୍ଷ । ନୂଆବର୍ଷକୁ ସ୍ୱାଗତ ପାଇଁ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପୁରୁଣା ବର୍ଷ ବିଦାୟ ନେବା ସହ ବଦଳିବାକୁ ଯାଉଛି କିଛି ନିୟମ । ଯାହା ଆପଣ ଜାଣିବା ନିହାତି ଜରୁରୀ । ଯଦି ଆପଣ…
Read More...
Read More...