Browsing Category

ଆମୋଦ ପ୍ରମୋଦ

ପୂଜା ହେଗଡେଙ୍କୁ ଲଗଜରୀ କାର ଗିଫ୍ଟ କଲେ ପ୍ରଡ୍ୟୁସର

ମୁମ୍ବାଇ : ଖୁବ ଶୀଘ୍ର ସଲମାନ ଖାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନରେ ନଜର ଆସିବେ ପୂଜା ହେଗଡେ | ତାଙ୍କର ଶେଷ ଚଳଚ୍ଚିତ୍ର ସର୍କସ ଫ୍ଲପ୍ ହୋଇଥିଲା | ୨୦୨୨ରେ ଚାରୋଟି ଫ୍ଲପ୍ ପରେ, ବର୍ତ୍ତମାନ ପୂଜା ଏହି ଫିଲ୍ମ ଠାରୁ ବହୁତ ଆଶା ରଖିଛନ୍ତି | ସଲମାନ ଖାନଙ୍କ ଏହି ଚଳଚ୍ଚିତ ଇଦ୍ ସହିତ…
Read More...

କୀଟ ୟୁନିଭର୍ସିଟିର ଛାତ୍ରୀ ହେଲେ ମିସ୍‌ ଟିନ୍‌ ଡିଭା

ଭୁବନେଶ୍ୱର : କୀଟ ୟୁନିଭର୍ସିଟିର ଛାତ୍ରୀ ହେଲେ ମିସ୍‌ ଟିନ୍‌ ଡିଭା | ମିସ୍‌ ଟିନ୍‌ ଡିଭା ୨୦୨୨ ମୁକୁଟ ହାତେଇଛନ୍ତି ତ୍ରିଶ୍ନା ରାୟ । ତେବେ ତ୍ରିଶ୍ନା ହେଉଛନ୍ତି ଫ୍ୟାଶନ୍‌ ଟେକ୍ନୋଲୋଜି କିଟ୍‌ ବିଶ୍ୱବିଦ୍ୟାଳୟର ଛାତ୍ରୀ | ତେବେ ଜସ୍ଥାନର ଜୟପୁରରେ ଆୟୋଜିତ ହୋଇଥିବା ମିସ୍‌ ଟିନ୍‌ ଡିଭା…
Read More...

ମାଲକାନଗିରିରେ ହେବ ପୁଷ୍ପା -୨ ଚଳଚିତ୍ରର ସୁଟିଙ୍ଗ

ମାଲକାନଗିରିରେ ସୁଟିଂ ହେବ ପୁଷ୍ପାର ପାର୍ଟ୍ -୨  । ସ୍ଵାଭିମାନ ଅଞ୍ଚଳରେ ହେବ ସୁପର ହିଟ ଫିଲ୍ମ  । ନିଖୋଜ ପୁଷ୍ପାକୁ ମାଲକାନଗିରିରେ ଖୋଜିବ ପୋଲିସ  ।ସାରା ବିଶ୍ୱରେ ଫିଲ୍ମ ପୁଷ୍ପା ସୁପରହିଟ ହୋଇଛି  । ଏବେ ଓଡ଼ିଶାରେ ସୁଟିଂ ହେବ ପୁଷ୍ପା -୨  ।  ପାର୍ଟ ୨ର ଟ୍ରେଲର ରିଲିଜ ପରେ କୋଟି…
Read More...

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶନୋୟୀର ଧମକ ପରେ ବିଦେଶରୁ ଦାମୀ ବୁଲେଟ୍ ପ୍ରୁଫ୍ କାର ଆଣିଲେ, ଦାମ ୪ କୋଟି

ମୁମ୍ବାଇ : ପଂଜାବର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶନୋୟୀର ଧମକ ପରେ, ଏବେ ଭାଇଜାନଙ୍କ ସୁରକ୍ଷା ବଢାଇ ଦେଇଛି ମୁମ୍ବାଇ ପୋଲିସ । ତାଙ୍କୁ ଏବେ ୨୪ ଘଣ୍ଟା ସଶସ୍ତ୍ର ପୋଲିସ ଜଗି ରହୁଛନ୍ତି । ଏହା ସହ ସଲମାନଙ୍କ ନିଜ ବ୍ୟକ୍ତିଗତ ବଡିଗାର୍ଡ ସାଙ୍ଗରେ ରହିବା ସହିତ କିଛି ପ୍ରାଇଭେଟ୍ ଆର୍ମଡ…
Read More...

ବିପାଶା ବସୁ ସେୟାର କଲେ ଝିଅର ଫାଷ୍ଟ ଲୁକ୍

ମୁମ୍ବାଇ : ୨୦୨୨ ଥିଲା ବଲିଉଡ ସେଲିବ୍ରିଟିଙ୍କ ପାଇଁ ବହୁତ ସ୍ପେଶାଲ । କାରଣ ଏହି ବର୍ଷ ଅନେକ କପଲ୍ ପିତା ମାତା ହେବାର ସୌଭାଗ୍ୟ ହାସଲ କରିଛନ୍ତି । ଆଲିଆ ଭଟ୍ଟ- ରଣବୀର କପୁର ଏବଂ ବିପାଶା ବସୁ-କରଣ ସିଂ ଗ୍ରୋଭରଙ୍କ ନାମ ସମେତ ଅନେକ ବଲିଉଡ ସେଲିବ୍ରିଟି ଏହି ଲିଷ୍ଟରେ ରହିଛି । ଯଦିଓ…
Read More...

ଆରପାରିରେ ଟେଲି ଜଗତର ଜଣାଶୁଣା ଅଭିନେତା ସୋମଦତ୍ତ ଦାସ

ଭୁବନେଶ୍ୱର: ଓଲିଉଡ଼ ପାଇଁ ଆଉ ଏକ ଦୁଃଖଦ ଖବର । ଚିରନିଦ୍ରାରେ ଧାରାବାହିକ ଅଭିନେତା ସୋମଦତ୍ତ ଦାସ । ହାର୍ଟଆଟାକରେ ସେ ଆଖିବୁଜିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିବା ସୂଚନା ମିଳିଛି। ଏନେଇ ଅଭିନେତା ଶ୍ରୀତମ ଦାସ ଟ୍ୱିଟରରେ ସୂଚନା ଦେଇଛନ୍ତି । ଅନେକ…
Read More...

ସଲମାନଙ୍କୁ ପୁଣି ଥରେ ମିଳିଲା ହତ୍ୟା ଧମକ, ବଢିଲା ସୁରକ୍ଷା ବ୍ୟବସ୍ଥା

ମୁମ୍ବାଇ : ଭାଇଜାନ ସଲମାନଙ୍କୁ ପୁଣି ଥରେ ମିଳିଲା ହତ୍ୟା ଧମକ । ସଲମାନ ଖାନ୍ ଙ୍କୁ ମାରିଦେବା ପାଇଁ ଆସିଛି ଧମକପୂର୍ଣ୍ଣ ମେଲ୍ । ଏନେଇ ବାନ୍ଦ୍ରା ଥାନାରେ ଏତଲା ଦାୟର ହୋଇଛି । ଏହାପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପୂର୍ବରୁ ମଧ୍ୟ ସଲମାନଙ୍କୁ ହତ୍ୟା ଧମକ…
Read More...

ବରିଷ୍ଠ ଅଭିନେତା ଭାଲଚନ୍ଦ୍ର କୁଲକର୍ଣ୍ଣିଙ୍କ ଦେହାନ୍ତ, ୨୫୦ ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ

ମୁମ୍ବାଇ : ବରିଷ୍ଠ ଅଭିନେତା ଭାଲଚନ୍ଦ୍ର କୁଲକର୍ଣ୍ଣିଙ୍କ ପରଲୋକ । ୮୮ ବର୍ଷ ବୟସରେ ଜଣାଶୁଣଆ ଏହି ମରାଠୀ ଅଭିନେତାଙ୍କର ପରଲୋକ ହୋଇଯାଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅସୁସ୍ଥତା କାରଣରୁ ୨ ଦିନ ପୂବରୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ…
Read More...

ଗୀତ ଚୋରି କରି ପବିତ୍ର ଏଣ୍ଟରଟେନମେଣ୍ଟର ମାଲିକ ପବିତ୍ର ନାୟକ ଗିରଫ

ଭୁବନେଶ୍ୱର : ଗୀତ ଚୋରି କରି ଗିରଫ | ସିଙ୍ଗର ଏବଂ ରାଇଟର ରଞ୍ଜନ ଗାହାଣ ଙ୍କ ସାଉଣ୍ଡ ରେକୋଡ଼ିଂ ଗୀତ ଚୋରି କରି ପବିତ୍ର ଏଣ୍ଟରଟେନମେଣ୍ଟର ମାଲିକ ପବିତ୍ର ନାୟକ ଗିରଫ | ପବିତ୍ରଙ୍କୁ ଗିରଫ କଲା ବଡ଼ଗଡ଼ ଥାନା ପୋଲିସ | ଗୀତ ଚୋରି କରି ବିଭିନ୍ନ ସଂସ୍ଥା କୁ ବିକି କୋଟି କୋଟି ଟଙ୍କା ରୋଜଗାର…
Read More...

କପିଲଙ୍କ ଫିଲ୍ମରେ ଓଡିଆ ପୁଅ, ମାତ୍ର ୧୩ ବର୍ଷରେ ବଲିଉଡରେ କଲେ ଡେବ୍ୟୁ

ମୁମ୍ବାଇ : ପୁଣି ଥରେ ବଲିଉଡରେ ନିଜ କମାଲ ଦେଖାଇଲେ ଜଣେ ଓଡିଆ ପୁଅ । ମାତ୍ର ୧୩ ବର୍ଷ ବୟସରେ ବଲିଉଡ୍ ରେ ଏଣ୍ଟ୍ରି କରି ଓଡିଶା ପାଇଁ ଆଣି ଦେଇଛନ୍ତି ଗୌରବ । କପିଲଙ୍କ ଫିଲ୍ମରେ ନଜର ଆସିବେ ଏହି ୧୩ ବର୍ଷର ଓଡିଆ ପୁଅ ପ୍ରଜ୍ୱଳ ସାହୁ । ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଥିବା କପିଲଙ୍କ…
Read More...