Browsing Category
ଦେଶ ବିଦେଶ
ପୁଣି ବିବାଦରେ ଫସିଲେ ହାର୍ଦ୍ଦିକ ପାଣ୍ଡ୍ୟା
ଜାତୀୟ ପତାକାକୁ ଅପମାନ ! ଭାରତୀୟ ପତାକାକୁ ଅପମାନ କରିଥିବା ଅଭିଯୋଗରେ, କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ମାମଲା ରୁଜୁ । ଆଉ ଏହି ମାମଲା ବେଙ୍ଗାଲୁରୁରେ ଦାଖଲ କରାଯାଇଛି। ପୁଣେର ଓକିଲ ୱାଜିଦ ଖାନ ବିଡକର, ଏହି ଅଭିଯୋଗ ଦାଖଲ କରିଛନ୍ତି।ଟି-୨୦ ବିଶ୍ୱକପରେ ଭାରତର ବିଜୟ ପରେ,…
Read More...
Read More...
ଘୋଷିତ ହେଲା IPL 2026 କାର୍ଯ୍ୟସୂଚୀ, ମାର୍ଚ୍ଚ ୨୮ରେ ଉଦଘାଟନୀ ମ୍ୟାଚ୍
New Delhi: ଟି-୨୦ ବିଶ୍ୱକପ୍ ସମାପନ ପରେ IPL 2026 ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୫ ଦିନ ପାଇଁ କାର୍ଯ୍ୟସୂଚୀ ଜାରି କରାଯାଇଛି। ୧୯ତମ ସଂସ୍କରଣର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୮ରୁ ଏପ୍ରିଲ ୧୨ ପର୍ଯ୍ୟନ୍ତ ଖେଳାଯିବ। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ…
Read More...
Read More...
ମାର୍ଚ୍ଚ ୧୩ରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ PM-Kisan ଯୋଜନାର ୨୨ତମ କିସ୍ତି
ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବହୁ ପ୍ରତୀକ୍ଷା ପରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୨ତମ କିସ୍ତି ଜାରି ହେବାର ତାରିଖ ଘୋଷଣା ହୋଇଛି। ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ଏହି କିସ୍ତିର ଟଙ୍କା ଚାଷୀଙ୍କ ବ୍ୟାଙ୍କ…
Read More...
Read More...
ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ
ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ବିରୋଧୀ ଦଳ ପକ୍ଷରୁ ଏହି ଅନାସ୍ଥା ପ୍ରସ୍ତାବ ଆଣାଯାଇଥିଲା।
ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଏହାକୁ ନେଇ ଲୋକସଭାରେ ଭାରି…
Read More...
Read More...
ଯୁଦ୍ଧ ମଧ୍ୟରେ ଆହତ ହେଲେ କି ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମିନୀ
ନୂଆଦିଲ୍ଲୀ: ଆମେରିକା ଓ ଇସ୍ରାଏଲ୍ର ଆକ୍ରମଣ ସହିତ ମଧ୍ୟପ୍ରାଚ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମିନୀଙ୍କୁ ନେଇ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ଯୁଦ୍ଧ ସମୟରେ ଆହତ ହୋଇଥିଲେ ମଧ୍ୟ ସେ ବର୍ତ୍ତମାନ ସୁରକ୍ଷିତ ଓ ସୁସ୍ଥ ଅଛନ୍ତି ବୋଲି ଇରାନ…
Read More...
Read More...
ଭାଇରାଲ୍ ଗାର୍ଲ ମୋନାଲିସା ପ୍ରେମିକ ଫରହାନଙ୍କ ସହ କେରଳ ପୁଲିସର ଦ୍ୱାରସ୍ଥ…
ମହାକୁମ୍ଭ ଭାଇରାଲ୍ ଗାର୍ଲ ମୋନାଲିସା ପୁଣି ଥରେ ଖବରରେ ଆସିଛନ୍ତି। ସେ ତାଙ୍କର ମୁସଲିମ ପ୍ରେମିକ ଫରମାନ ଖାନଙ୍କୁ ବିବାହ କରିଛନ୍ତି। ଏହି ବିବାହରେ ପ୍ରଶଂସକ, ଗଣମାଧ୍ୟମ ଏବଂ ରାଜନେତା ଏହି ବିବାହରେ ଯୋଗ ଦେଇଥିଲେ। ମୋନାଲିସା ମଧ୍ୟପ୍ରଦେଶର ଇନ୍ଦୋରର, ଫରମାନ ମହାରାଷ୍ଟ୍ରର। ମୋନାଲିସା ଏବଂ…
Read More...
Read More...
ଆମେରିକା ଯିବ ଇରାନ୍ ଟିମ୍ !
ଇରାନର ଫୁଟବଲ୍ ଦଳ, ବିଶ୍ୱକପ୍ ରେ ଅଂଶଗ୍ରହଣ କରିବା ପାଇଁ ଆମେରିକା ଯାତ୍ରା କରିପାରିବ । ଏ ନେଇ ଫିଫା ସଭାପତି ଜିଆନି ଇନଫାଣ୍ଟିନୋ ନିଶ୍ଚିତ କରିଛନ୍ତି। ଇନଫାଣ୍ଟିନୋ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ଆଶ୍ୱାସନା ଦେଇଛନ୍ତି । ଇରାନ ଜାତୀୟ ଦଳକୁ ୨୦୨୬…
Read More...
Read More...
ନୌସେନା ଯବାନ ଆଇଏସଆଇ ର ଗୁପ୍ତଚର…
ଉତ୍ତର ପ୍ରଦେଶର ଆଗ୍ରାରେ ଜଣେ ପାକିସ୍ତାନୀ ଏଜେଣ୍ଟଙ୍କୁ ଗିରଫ କରାଯାଇଛି। ସେ ଭାରତୀୟ ନୌସେନାର ଗୁପ୍ତଚର ପାକିସ୍ତାନକୁ ପଠାଉଥିଲେ। ATS ତାଙ୍କୁ ଗିରଫ କରିଛି। ATS ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ଅଭିଯୋଗରେ ନୌସେନାର ଲାନ୍ସ ନାୟକ ଆଦର୍ଶ କୁମାର ଓରଫ…
Read More...
Read More...
ପ୍ରଥମ ଥର ହରିଶ ରାଣାଙ୍କ ଇଚ୍ଛା ମୃତୁ୍ୟକୁ ଅନୁମତି ଦେଲେ ସର୍ବୋଚ୍ଚ ନ୍ୟାୟାଳୟ
ପ୍ରଥମ ଥର ଇଚ୍ଛା ମୃତୁ୍ୟକୁ ଅନୁମତି । ଦେଶରେ ପ୍ରଥମ ଥର ୩୧ ବର୍ଷୀୟ ହରିଶ ରାଣାଙ୍କ ଇଚ୍ଛା ମୃତୁ୍ୟକୁ ଅନୁମତି ଦେଲେ ସର୍ବୋଚ୍ଚ ନ୍ୟାୟାଳୟ । ହରିଶଙ୍କ ପରିବାର ଲୋକଙ୍କ ଅନୁରୋଧ କ୍ରମେ ଲାଇଫ ସର୍ପୋଟ ହଟାଇବାକୁ ଅନୁମତି । ଏଥିସହ ନିଷ୍କ୍ରିୟ ଇଚ୍ଛାମୃତୁ୍ୟ ଆଇନ ଆଣିବାକୁ କେନ୍ଦ୍ରକୁ ଦେଲେ…
Read More...
Read More...
ମୋବାଇଲ୍ ରିଚାର୍ଜ ସରିବା ପରେ ଇନକମିଂ କଲ୍ ବନ୍ଦ କରିବା ସମ୍ପୂର୍ଣ୍ଣ ସ୍ୱେଚ୍ଛାଚାରୀ… ସଂସଦରେ ଦାବି କରିଥିଲେ…
ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢା ସଂସଦର ଉଚ୍ଚ ସଦନରେ ମୋବାଇଲ ଫୋନ୍ ବ୍ୟବହାରକାରୀଙ୍କ ପ୍ରସଙ୍ଗ ଉଠାଇଥିଲେ। ସେ କହିଛନ୍ତି ଯେ ଟ୍ରାଇ ତଥ୍ୟ ଦର୍ଶାଉଛି ଯେ ଦେଶରେ ୧.୨୫ ବିଲିୟନ ମୋବାଇଲ୍ ବ୍ୟବହାରକାରୀ ଅଛନ୍ତି। ଏଥିମଧ୍ୟରୁ ୯୦% ପ୍ରିପେଡ୍ ମୋବାଇଲ୍ ବ୍ୟବହାରକାରୀ। ସେ…
Read More...
Read More...