Browsing Category

ଦେଶ ବିଦେଶ

ଫେବୃଆରୀ ୧୫ରେ ଭାରତ-ପାକିସ୍ତାନ ମୁକାବିଲା, ତା ପୂର୍ବରୁ ଟିମ୍ ଇଣ୍ଡିଆକୁ ଚେତାବନୀ

IND vs PAK: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କରିବା ନିଷ୍ପତ୍ତିରୁ ପାକିସ୍ତାନ ୟୁ-ଟର୍ଣ୍ଣ ନେଇଛି। ଏବେ ନିର୍ଦ୍ଧାରିତ ସମୟାନୁଯାୟୀ ଫେବୃଆରୀ ୧୫ ତାରିଖରେ କଲମ୍ବୋରେ ଏହି ହାଇଭୋଲ୍ଟେଜ୍ ମ୍ୟାଚ୍ ଖେଳାଯିବ। କ୍ରିକେଟ୍ ପ୍ରେମୀମାନଙ୍କ ମଧ୍ୟରେ ଏହି ମ୍ୟାଚ୍‌କୁ ନେଇ…
Read More...

ଆସନ୍ତାକାଲି ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରା

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଓ ସ୍ୱାଧୀନ ଫେଡ଼ରେସନମାନ ପକ୍ଷରୁ ଆସନ୍ତାକାଲି ଅର୍ଥାତ୍ ୧୨ ଫେବୃଆରୀ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରା ଦିଆଯାଇଛି । ଓଡ଼ିଶାର ପ୍ରମୁଖ ବାମପନ୍ଥୀ ଦଳମାନେ ଯଥା ସିପିଆଇ, ସିପିଆଇ(ଏମ୍‌), ସିପିଆଇ (ଏମ୍‌ଏଲ) ଲିବରେସନ ଓ ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକ ଏହି…
Read More...

ଫେବୃଆରୀ ୧୭ ତାରିଖରେ ଭାରତ ଆସୁଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି

ଫେବୃଆରୀ ୧୭ ତାରିଖରେ ଏକ ସରକାରୀ ଗସ୍ତରେ ଭାରତ ଆସୁଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ସେ ଫେବୃଆରୀ ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ଭାରତରେ ରହିବେ। ତାଙ୍କ ଭାରତ ଗସ୍ତ ସାମୟରେ ହରିଜନ ୨୪୭ ରୋଡମ୍ୟାପ୍ ଆଲୋଚନାର ଏକ ପ୍ରମୁଖ କେନ୍ଦ୍ରବିନ୍ଦୁ ହେବ । ପ୍ରଧାନମନ୍ତ୍ରୀ ମୋଦୀ ଏବଂ…
Read More...

ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତ ସହ ଖେଳିବାକୁ ରାଜି ହେଲା ପାକିସ୍ତାନ, ୧୫ ଫେବୃଆରୀ ମ୍ୟାଚ୍ କନଫର୍ମ

ନୂଆଦିଲ୍ଲୀ: ଶେଷରେ ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତ ସହ ମୁହାଁମୁହିଁ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ରାଜି ହୋଇଛି। ଲାହୋରରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକ ପରେ ପାକିସ୍ତାନ ପକ୍ଷରୁ ଏହି ସିଦ୍ଧାନ୍ତ ନିଆଯାଇଛି। ଏହା ସହ ୧୫ ଫେବୃଆରୀରେ ଭାରତ-ପାକିସ୍ତାନ ହାଇଭଲଟେଜ୍ ମ୍ୟାଚ୍ କନଫର୍ମ…
Read More...

ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ କଂଗ୍ରେସର ଅନାସ୍ଥା ନୋଟିସ୍, ୧୧୮ ସାଂସଦଙ୍କ ସମର୍ଥନ

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ଅନାସ୍ଥା ନୋଟିସ୍ ଦାଖଲ କରାଯାଇଛି। କଂଗ୍ରେସ ଲୋକସଭା ସେକ୍ରେଟାରୀ ଜେନେରାଲଙ୍କ ନିକଟରେ ଏହି ନୋଟିସ୍ ଦେଇଥିବା ସୂଚନା ମିଳିଛି। ଲୋକସଭାର କାର୍ଯ୍ୟଚାଳନା ସମୟରେ ପକ୍ଷପାତିତା ଅଭିଯୋଗ ଆଣି କଂଗ୍ରେସ ଏହି ଅନାସ୍ଥା…
Read More...

ବିମାନର ଜରୁରୀକାଳୀନ ଅବତରଣ ବେଳେ ଅନେକ ଗାଡ଼ି ସହିତ ଧକ୍କା

ଆମେରିକାର ଜର୍ଜିଆ ରାଜ୍ୟରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ଜରୁରୀକାଳୀନ ଅବତରଣ ସମୟରେ ଏକ ଛୋଟ ବିମାନର ଜରୁରୀକାଳୀନ ଅବତରଣବେଳେ ଅନେକ ଗାଡ଼ି ସହିତ ଧକ୍କା ହୋଇଥିବା ଜଣାପଡିଛି । ଏକ ଛୋଟ ବିମାନକୁ ରାସ୍ତାରେ ଅବତରଣ କରିବାକୁ ପଡିଛି ।  ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି…
Read More...

ୟୁରୋପ, ଆମେରିକାରେ ବଢିଛି, ଭାରତରେ କମିଛି ଦୁର୍ନୀତି

ଗ୍ଲୋବାଲ୍ ଟ୍ରାନ୍ସପରେନ୍ସିର ରିପୋର୍ଟ ଅନୁଯାୟୀ, ୨୦୨୪ ତୁଳନାରେ ୨୦୨୫ରେ ଭାରତରେ ଦୁର୍ନୀତି ମାମଲାରେ ହ୍ରାସ ଘଟିଛି । ୨୦୨୫ରେ ଭାରତର ସ୍କୋର୍‌ରେ ଉନ୍ନତି ଘଟିଛି । ଦୁର୍ନୀତି ଦୃଷ୍ଟିରୁ ଏବେ ବିଶ୍ୱ ସ୍ତରରେ ୯୧ତମ ସ୍ଥାନରେ ରହିଛି  ଭାରତ। ଡେନମାର୍କ ହେଉଛି ବିଶ୍ୱର ଏକମାତ୍ର ଦେଶ…
Read More...

ମଣିପୁରରେ ଉତ୍ତେଜନା, ୫ ଦିନ ପାଇଁ ଇଣ୍ଟରନେଟ୍ ବନ୍ଦ

ମଣିପୁର ସରକାର ଉକ୍ରଳ ଜିଲ୍ଲାରେ ନୂତନ ହିଂସା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ଦର୍ଶାଇ ସମଗ୍ର ଜିଲ୍ଲାରେ ଇଣ୍ଟରନେଟ୍ ଏବଂ ଡାଟା ସେବାକୁ ପାଞ୍ଚ ଦିନ ପାଇଁ ବନ୍ଦ କରିଦେଇଛନ୍ତି। ଏହି ବନ୍ଦରେ ମୋବାଇଲ୍ ଡାଟା, ବ୍ରଡବ୍ୟାଣ୍ଡ, VPN ଏବଂ VSAT ସେବା ଅନ୍ତର୍ଭୁକ୍ତ ଏବଂ ଏହା…
Read More...

ଅସ୍ତ୍ରୋପଚାର ପରେ ହର୍ଷିତ ରାଣା ହସ୍ପିଟାଲ ବେଡ୍ ରୁ ଅପଡେଟ୍ ପ୍ରଦାନ କଲେ

ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ହର୍ଷିତ ରାଣା ଫେବୃଆରୀ ୯ ତାରିଖରେ ତାଙ୍କର ଆଣ୍ଠୁ ସର୍ଜରୀ ସଫଳ ହୋଇଥିବା ନେଇ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଥିଲେ । ନିଜ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସେୟାର କରିଛନ୍ତି । ହର୍ଷିତ ହସ୍ପିଟାଲ ବେଡରୁ ହସି ହସି ଥମ୍ବସ୍ ଅପ୍ ଦେଉଥିବାର ଏକ ଫଟୋ ସେୟାର…
Read More...

କିଛି ଦିନ ଦର ଖସିବା ପରେ ପୁଣି ବଢିଛି ସୁନା ଓ ରୁପା ଦର

କିଛି ଦିନ ଦର ଖସିବା ପରେ ପୁଣି ବଢିଛି ସୁନା ଓ ରୁପା ଦର । ୨୪କ୍ୟାରେଟ ସୁନାର ଦାମ୍‌ ୧୦ ଗ୍ରାମ ପ୍ରତି ୧୩୧୦ଟଙ୍କା ବୃଦ୍ଧି ପାଇଛି । ଫଳରେ ଆଜି ୨୪କ୍ୟାରେଟ ସୁନା ୧୦ଗ୍ରାମ୍‌ ପ୍ରତି ୧ଲକ୍ଷ ୫୮ହଜାର ୬୦ଟଙ୍କା ହୋଇଛି । ଗତକାଲି ଏହା ୧,୫୬,୭୫୦ ରହିଥିଲା ।  ଆଜି ୨୨କ୍ୟାରେଟ ସୁନାର ଦାମ୍‌…
Read More...