Browsing Category

ଧର୍ମ

ନବଦୁର୍ଗା: ମା’ ଦୁର୍ଗାଙ୍କର ଅଷ୍ଟମ ଶକ୍ତି ମା’ ମହାଗୌରୀ

ଭୁବନେଶ୍ଵର: ନବରାତ୍ରର ଅଷ୍ଟମ ଦିବସରେ ମା’ ଦୁର୍ଗାଙ୍କୁ ମହାଗୌରୀ ସ୍ୱରୂପରେ ଉପାସନା କରାଯାଏ।ଏହା ଦେବୀଙ୍କ ସୌମ୍ୟ ରୂପ। ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ବର୍ଣ୍ଣ ଗୌର, ଶ୍ୱେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି ଓ ଅନ୍ୟ ଦୁଇ…
Read More...

ନବରାତ୍ରି: ସପ୍ତମୀରେ କରନ୍ତୁ ମା’କାଳରାତ୍ରୀଙ୍କ ପୂଜା

ଭୁବନେଶ୍ଵର: ଶାରଦୀୟ ନବରାତ୍ରୀଙ୍କ ପବିତ୍ର ପର୍ବ ଚାଲିଛି। ଆଜି ହେଉଛି ନବରାତ୍ରୀର ସପ୍ତମ ଦିନ। ନବରାତ୍ରିର ସପ୍ତମ ଦିନକୁ ମହାସପ୍ତମୀ କୁହାଯାଏ। ଏହି ଦିନ ଦେବୀ ଦୁର୍ଗାଙ୍କ ସପ୍ତମ ଶକ୍ତି ମା’ କାଳରାତ୍ରୀଙ୍କୁ ପୂଜା କରିବାର ପରମ୍ପରା ରହିଛି। ମା’ ଦୁଷ୍ଟମାନଙ୍କ ପାଇଁ କାଳ ହୋଇଥିବାରୁ…
Read More...

ଆଜି ନବରାତ୍ରୀର ଷଷ୍ଠ ଦିବସରେ ପୂଜା ପାଉଛନ୍ତି ମା’ କାତ୍ୟାୟନି

ଭୁବନେଶ୍ଵର: ପୀଠେ ବିରାଜିତ ମହାମାୟା । ଆଜି ମଣ୍ଡପରେ ମାଆଙ୍କ ଷଷ୍ଠୀ ପୂଜା ହେଉଥିବା ବେଳେ ପୀଠରେ ସପ୍ତମୀ ପୂଜା ପାଳନ ହେଉଛି । ଜଗତଜନନୀଙ୍କ ଆଗମନ ପାଇଁ ସବୁଠି ଉତ୍ସବର ପରିବେଶ । ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ମଣ୍ଡପକୁ ଆବାହନ କରାଯିବ । ନଦୀରୁ ପବିତ୍ର ଜଳ ଅଣାଯାଇ…
Read More...

ନବରାତ୍ରି ୫ମ ଦିନ : ମା’ଙ୍କ ପଞ୍ଚମ ସ୍ୱରୂପ ସ୍କନ୍ଦମାତା ।।

ଭୂବନେଶ୍ଵର: ଶାରଦୀୟ ନବରାତ୍ରର ପଞ୍ଚମ ସ୍ୱରୂପରେ ମା’ ସ୍କନ୍ଦମାତାଙ୍କର ଆରାଧନା କରାଯାଏ । ମା’ ସ୍କନ୍ଦଙ୍କୁ ନିଜ କୋଳରେ ଧରି ବସିଥିବାରୁ ମା’ଙ୍କର ଏହି ସ୍ୱରୂପକୁ ସ୍କନ୍ଦମାତା ଭାବରେ ଅବିହିତ କରାଯାଏ । ମାନ୍ୟତା ରହିଛି ଯେ ବିଧିବିଧାନର ମା’ଙ୍କର ଉପାସନା କଲେ ଜୀବନରେ ଆସୁଥିବା କଠିନରୁ…
Read More...

ନବରାତ୍ରୀର ଚତୁର୍ଥ ଦିନ: କୁଷ୍ମାଣ୍ଡା ରୂପରେ ପୂଜା ପାଇବେ ମା’ ଦୁର୍ଗା

ଭୁବନେଶ୍ଵର: ଆଜି ହେଉଛି ନବରାତ୍ରିର ଚତୁର୍ଥ ଦିନ। ଜଗତଜନନୀ ମା’ ଦୁର୍ଗା ଭକ୍ତମାନଙ୍କୁ କୁଷ୍ମାଣ୍ଡା ବେଶରେ ଆଜି ଦର୍ଶନ ଦେଉଛନ୍ତି। ଏହି ବେଶରେ ମା’ ଅଷ୍ଟଭୂଜା ହୋଇଥିବା ବେଳେ ସିଂହ ପିଠିରେ ବସିଥାନ୍ତି। ଏଥିସହିତ ହାତରେ କମଣ୍ଡଳୁ, ଧନୁ, କମଳ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ…
Read More...

ନବରାତ୍ରୀର ତୃତୀୟ ଦିନ, ଦର୍ଶନ ଦେଉଛନ୍ତି ମା’ ଚନ୍ଦ୍ରଘଣ୍ଟା

ଭୁବନେଶ୍ୱର: ନବରାତ୍ରର ତୃତୀୟ ଦିବସରେ ପରମ କଲ୍ୟାଣକାରୀ ଓ ଶାନ୍ତି ପ୍ରଦାୟିନୀ ମା’ ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଇଥାନ୍ତି । କକଥିତ ଅଛି ଯେ ମା’ ଚନ୍ଦ୍ରଘଣ୍ଟାଙ୍କ ଘଣ୍ଟ ଧ୍ଵନିରେ ଅତ୍ୟାଚାରୀ, ଦାନବ, ଦୈତ୍ୟ ସବୁ ଭୟଭୀତ ହୁଅନ୍ତି। ମସ୍ତକରେ ମା’ ଅର୍ଦ୍ଧଚନ୍ଦ୍ର ଧାରଣ କରନ୍ତି।ଏବଂ ସିଂହ…
Read More...

ନବରାତ୍ରୀ: ଦ୍ଵିତୀୟ ଦିନରେ ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଉଛନ୍ତି ମା’

ଭୁବନେଶ୍ଵର: ନବରାତ୍ରର ଦ୍ୱିତୀୟ ଦିବସରେ ତପ, ତ୍ୟାଗ ଓ ଶକ୍ତିର ଦେବୀ ମା’ ବ୍ରହ୍ମଚାରିଣୀ ସ୍ୱରୂପରେ ପୂଜା ପାଇଥାନ୍ତି । ଏହି ସ୍ୱରୂପ ସହ ମା’ଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା। ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ। ଏକାଗ୍ର ମନରେ ମା’ଙ୍କ ପୂଜା କଲେ ମା’ଙ୍କ…
Read More...

ଆଜିଠୁ ମା’ଙ୍କ ନବରାତ୍ରୀ ପୂଜା ଆରମ୍ଭ, ପ୍ରଥମ ଦିନରେ ଶୈଳପୁତ୍ରୀ ବେଶରେ ଦର୍ଷନ ଦେଉଛନ୍ତି ମା’

ଭୁବନେଶ୍ଵର: ଆଶ୍ୱିନ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଥାଏ । ଆଜି ନବରାତ୍ରୀରେ ପ୍ରଥମ ଦିନ । ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରୀତିନୀତିରେ ପାଳନ ହୋଇଥାଏ ନବରାତ୍ରୀ ପୂଜା । ପ୍ରତିବର୍ଷ ଶରତ ଋତୁରେ ଏହି ନବରାତ୍ରୀ ପାଳନ କରାଯାଇଥାଏ । ତେବେ ବର୍ଷକର ୪ଟି…
Read More...

ପବିତ୍ର ମହାଳୟା: ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ଵରୀ

ସମ୍ବଲପୁର: ପବିତ୍ର ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମା’ଙ୍କର ଏହି ବେଶ ଗଙ୍ଗା ବେଶ ବା ସରସ୍ବତୀ ବେଶ ବୋଲି ମଧ୍ୟ କୁହାଯାଏ। ଶନିବାର ମଧ୍ୟରାତ୍ରୀରୁ ହିଁ ମା’ଙ୍କୁ ବେଶ କରିବା କାର୍ଯ୍ୟ ଆରମ୍ଭ ହୋଇଥିଲା।…
Read More...

ପୁଅ ଜିଉନ୍ତିଆ ବା ଦୂତୀବାହନ ଓଷା, ପିଲାମାନଙ୍କ ଶୁଭ ମନାସୀ ମା କରିବେ ପୂଜା

ଭୁବନେଶ୍ଵର: ହିନ୍ଦୁ ଧର୍ମର ଏକ ପ୍ରମୁଖ ଉପବାସ ଓ ପର୍ବ ମଧ୍ୟରେ ପୁଅଜିଉନ୍ତିଆ ବ୍ରତ ଅନ୍ୟତମ ଅଟେ | ସାଧାରଣତଃ ମହିଳାମାନେ ନିଜ ପିଲାମାନଙ୍କ ପାଇଁ ଏହି ଉପବାସ ରଖନ୍ତି | ଅଶ୍ୱିନ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଉଥିବା ଏହି ଉପବାସରେ ମହିଳାମାନେ ଦିନସାରା ନିର୍ଜଠା ଉପବାସ…
Read More...