ହଲିଉଡରେ ପାଦଥାପିଲେ ବଲିଉଡ ହିରୋଇନ ଆଲିଆ ଭଟ୍ଟ ଆମୋଦ ପ୍ରମୋଦଓଡିଶାମନୋରଞ୍ଜନ By Reporters Today Bureau Last updated Jul 20, 2023 Share ଓଡିଶା : ଆଲିଆ ହେଉଛନ୍ତି ବଲିଉଡ ଜଗତର ଆଗଧାଡି ର ନାୟିକା । ଆଲିଆ ଭିନ୍ନ ପ୍ରକାର ବିବାଦ ପାଇଁ ଚର୍ଚ୍ଚା ରେ ଥାନ୍ତି । ଏହି ଭିତରେ ହଲିଉଡ ଚଳଚ୍ଚିତ୍ର ‘ହାର୍ଟ ଅଫ୍ ଷ୍ଟୋନ୍’ ଡେବ୍ୟୁ କରିଛନ୍ତି । ଏହାଭିତ ରେ ଚଳଚ୍ଚିତ୍ର ର ପଷ୍ଟୋ ର ରଲିଜ ହୋଇଛି । ଏହି ପଷ୍ଟୋ ଟି ଦର୍ଶକ ମାନଙ୍କୁ ଆକର୍ଷିତ କରିଛି । ଆଲିଆଙ୍କୁ ଏକ ଫର ଜ୍ୟାକେଟରେ ଦେଖିବାକୁ ମିଳିଛି । ରେ ଆଲିଆଙ୍କ ନ୍ୟୟୁ ଲୁକ ର ଫୋଟ ଟି ବେଶ ଦର୍ଶକ ମାନଙ୍କୁ ପସନ୍ଦ ଆସୁଛି ।ଆଲିଆ ବର୍ତ୍ତମାନ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ ହାର୍ଟ ଅଫ୍ ଷ୍ଟୋନ’ ର ପ୍ରୋମସନ ପାଇଁ ନିକଟରେ ବ୍ରାଜିଲର TUDUM ଇଭେଣ୍ଟରେ ଦେଖିବାକୁ ମିଳିଥିଲା। ଏହା ଅଗଷ୍ଟ ୧୧ ତାରିକ ରେ ଫିଲ୍ମ ଟି ମୁକ୍ତିଲାଭ କରିବା କୁ ଯାଉଅଛି । BhubaneswarIndiaManeswari MohantyReporters Today Share FacebookTwitterGoogle+ReddItWhatsAppPinterestEmail