ନାଗରିକ କୁ ଧାର୍ଯ୍ୟ ସମୟ ରେ ସେବା ଦେବ ବିଏମସି

 ଭୁବନେଶ୍ୱର: ବିଏମସି କୁ ହାଇକୋର୍ଟ ଙ୍କ ନିର୍ଦ୍ଦେଶ।ଡକ୍ଚର ଜଷ୍ଚିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଦେଲେ ନିର୍ଦ୍ଦେଶ ।   ନାଗରିକ କୁ ଧାର୍ଯ୍ୟ ସମୟ ରେ ସେବା ଦେବ ବିଏମସି | ଜନତାଙ୍କ ଅବଗତି ନିମନ୍ତେ ଆବଶ୍ୟକିୟ ଥିବା ସମସ୍ତ ସୂଚନା ଏଥର ଓଡ଼ିଆରେ ଉଲ୍ଲେଖ କରିବେ । କୋଭିଡ ମୃତକଙ୍କ ବିଧବା ପତ୍ନୀଙ୍କ  ଆବେଦନରେ କୋର୍ଟ ଦେଇଛନ୍ତି ଏଭଳି ନିର୍ଦ୍ଦେଶ।ଅଗଷ୍ଟ ୧୩ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ କମିଶନରଙ୍କୁ ନିର୍ଦ୍ଦେଶ।