ଭୁୁବନେଶ୍ୱର:ଭାରତ ମ୍ୟାଚ ପୂର୍ଵରୁ ଟିକେଟ କଳାବଜାରୀ । ୫ ଅଭିଯୁକ୍ତକୁ ଗିରଫ କଲା ସହିଦନଗର ଥାନା ପୋଲିସ । ଭାରତ ୱେଲସ ମ୍ୟାଚର ଟିକେଟକୁ ସୋସିଆଲ ମିଡ଼ିଆରେ ଆଡ଼ଦେଇ କଳା ବଜାରୀ କରୁଥିଲେ ।୧୦୦ ଟଙ୍କା ଟିକେଟ କୁ ହଜାରେ ଓ ୨୦୦ ଟଙ୍କା ଟିକେଟ କୁ ୨ ହଜାର ରେ ବିକୁଥିବା ନେଇ ଅଭିଯୋଗ ହୋଇଥିଲା ।ତେବେ ଅଭିଯୁକ୍ତ ଧରାପଡିବା ପରେ କହିଛି ଯେ, ୬ ମାସ ହେବ ଦୁଇ ଝିଅ ସମ୍ପର୍କ ଥିଲା । ମୋ ସାଙ୍ଗର ମୋର ସମ୍ପର୍କ ରଖିଥିଲୁ । ତେବେ ପୋଲିସର ତଦନ୍ତ ପରେ ଜଣାପଡିବ ସତ୍ୟାସତ ।