୨୮ରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱର:  ୨୮ରେ ଓଡିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ପୁରୀରେ ସ୍ୱାସ୍ଥ୍ୟ ବିଭାଗର କାଯ୍ୟକ୍ରମରେ ସାମିଲ ହେବେ ।  ସେଠାରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଶେଷ ଥର ପାଇଁ ନଡ୍ଡା ଗତ ବର୍ଷ ସେପ୍ଟେମ୍ବର ୨୬ରେ ଓଡିଶା ଗସ୍ତ କରିଥିଲେ  ।