ମନ୍ତ୍ରୀଙ୍କୁ କଳାପତାକା ଦେଖାଇବା ଯୋଜନା କରୁଥିବା ବେଳେ ବିଜେପି କର୍ମୀ ଅଟକ

ରାୟଗଡା(ମନୋଜ ସାହୁ) : ରାୟଗଡା ଗସ୍ତ ରେ ଆସିଥିବା ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିଜେପି କର୍ମୀ କଳାପତାକା ଦେଖାଇବା ଯୋଜନା କରୁଥିବା ଅଭିଯୋଗରେ ରାୟଗଡା ପୋଲିସ ଦ୍ୱାରା ଅଟକ । ୮ ଜଣ ବିଜେପି କର୍ମୀଙ୍କୁ ଗିରଫ କରିଛି ରାୟଗଡା ପୋଲିସ । ବିଜେପି କର୍ମୀଙ୍କ ମଧ୍ୟରେ ବିଜେପି ସଭାପତି ବିଦ୍ୟା ଭୂଷଣ ପଣ୍ଡା ଥାନାରେ ଅଟକ ଅଛନ୍ତି । ମନ୍ତି ଟୁକୁନି ସାହୁ ବିଜୁ ସ୍ୱାସ୍ତ୍ୟ କଲ୍ୟାଣ ଯୋଜନା ର ଉଦଘାଟନ କାର୍ୟ୍ୟକ୍ରମରେ ରାୟଗଡା ଗସ୍ତରେ ଅଛନ୍ତି ।