ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଧାରଣା

(ଜଗନ୍ନାଥ ଅଗ୍ରୱାଲ): ଅନୁଗୋଳ ଜିଳ୍ଲା ବିଜେପି କର୍ମୀଙ୍କ ନାଆଁରେ ମିଥ୍ୟା ମକଦ୍ଦମା ପ୍ରତ୍ୟାହୃତ ଦାବିରେ ଆଜି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଧାରଣା ଦେଇଛି । ନତଡ଼ା ଗାଁର କ୍ଷତିଗ୍ରସ୍ତ ପ୍ରଜା ସଂଘର ବିଜେପି କର୍ମୀଙ୍କୁ ଶାସକ ଦଳର ନେତାମାନେ ଆକ୍ରଶମୂଳକ କେସ୍ ରେ ପୋଲିସ ମିଥ୍ୟା ମକଦ୍ଦମା ରୁଜୁ କରିଥିବା ବିଜେପି ଅଭିଯୋଗ କରିଛି । ଏହି ପରିପେକ୍ଷୀରେ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି ।