ହିଞ୍ଜିଳି;( ରଜନୀକାନ୍ତ ପାତ୍ର):-ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ଗୋବିନ୍ଦପୁର ନିକଟ ଖେମୁଣ୍ଡିଖୋଲ ରାସ୍ତାରୁ ୧୫ଫୁଟ ତଳକୁ ଖସିଲା ବାଇକ । ବାଇକ ଚାଳକ ମୃତ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ଉଦ୍ଧାର କରି ଦିଗପହଣ୍ଡି ମେଡିକାଲକୁ ସ୍ଥାନାନ୍ତର କରାଇଛନ୍ତି । ବାଇକ ଚାଳକ ହେଲେ କଂସମାରୀ ଗ୍ରାମର ଡି.ସନ୍ତୋଷ ।