ଭୁବନେଶ୍ୱର: ଉପକୂଳ ଜିଲ୍ଲାଗୁଡିକ ପାଇଁ ଆସିଛି ଆଶ୍ୱାସନାର ଏକ ଖବର । ଓଡିଶା ପ୍ରତି ବାତ୍ୟା ‘ଜୱାଦ’ର ଏତେଟା ପ୍ରଭାବ ରହି ନ ପାରେ ବୋଲି ମିଳିଛି ସୂଚନା । ଏବେ ସମୁଦ୍ର ମଝିରେ ୩ କିଲୋମିଟର ବେଗରେ ଗତି କରୁଥିବା ବାତ୍ୟା ଜୱାଦ ଦ୍ଖଜ୍ଞ ବଦଳାଇପାରେ ବୋଲି ଅନୁମାନ କରାଯାଉଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗ ବା IMD ପ୍ରକାଶ କରିଛନ୍ତି । ବାତ୍ୟାର ଗତିବିଧି ଏବଂ ଅପଡେଟକୁ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।
Pictures from Latest bulletin of @Indiametdept shows something good. Hopefully the cyclone may not make landfall in Odisha if the cyclone follows the forecasted path. Pl look at the picture below. May Lord Jagannath save us. @CMO_Odisha @SecyChief @IPR_Odisha @SRC_Odisha @osdma pic.twitter.com/emA64LWzp0
— Pradeep Jena IAS (@PradeepJenaIAS) December 4, 2021