ନୂଆଁଖାଇ ପାଇଁ ଅସନ୍ତା ୯ ତାରିଖରେ ବନ୍ଦ ରହିବ ବ୍ୟାଙ୍କ ଓଡିଶା By Minu Sahoo Last updated Sep 7, 2024 Share ଭୁବନେଶ୍ବର: ଅସନ୍ତା ୯ ତାରିଖ ଅର୍ଥାତ ସୋମବାର ରାଜ୍ୟରେ ବନ୍ଦ ରହିବ ସମସ୍ତ ବ୍ୟାଙ୍କ । ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ ସଂସ୍ଥା ବନ୍ଦ ରହିବ। ନୂଆଁଖାଇ ପାଇଁ ୯ ତାରିଖ ଛୁଟିଥିବାରୁ ବନ୍ଦ ରହିବ ବ୍ୟାଙ୍କ । BhubaneswarOdishareporterstoday Share FacebookTwitterGoogle+ReddItWhatsAppPinterestEmail