ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ):କଟକ-ଚନ୍ଦବାଲି ରାସ୍ତାର ପାଗା ଛକ ନିକଟରେ “ମୋ ବସ” ସହ ଅଟୋ ମୁହାଁମୁହିଁ ଧକ୍କା । ଫଳରେ ଅଟୋରେ ଥିବା ୪ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ ଦୁଇଟି ଗାଡ଼ି କୁ ଅଟକ ରଖି ତଦନ୍ତ ଚଳାଇଛି ।