ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ପାଳିତ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବଜ୍ରକୋଟ ଠାରେ, ମା ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।  ଏହି ସପ୍ତଦଶ ବାର୍ଷିକ ଉତ୍ସବର. ରାମଚନ୍ଦ୍ର ବୈରୀଗଞ୍ଜନ ସଭାପତିତ୍ୱ କରିଥିଲେ । ମାନସିଂହ ସାହିତ୍ୟ ସଂସଦର ସଭାପତି ତଥା ଶିକ୍ଷାବିତ ବିଷ୍ଣୁ ପ୍ରସାଦ ଦଳେଇ ଅତିଥିଙ୍କ…
Read More...

ପଥର ଖଣିରୁ ଛାତ୍ରଙ୍କ ମୃତ ଦେହ ଉଦ୍ଧାର

ଚନ୍ଦକା ପଥର ଖଣିରୁ ଛାତ୍ରଙ୍କ ମୃତ ଦେହ ଉଦ୍ଧାର। ପଥର ଖଣି ପାଣି ଭିତରେ ବୁଡ଼ି ଯାଇଥିଲେ ଇଞ୍ଜିନିୟରିଂ ଛାତ୍ର। ଖବର ପାଇ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ କଲେ ଉଦ୍ଧାର। ତେବେ ମୃତ ଛାତ୍ର ଜଣକ ହେଲେ ଏନ୍.ଆଦିତ୍ୟ ଅଭିଜିତ। ଅଭିଜିତଙ୍କ ଘର ୟୁନିଟ୍ ୬ ଅଞ୍ଚଳରେ ହୋଇଥିବା ଜଣାପଡିଛି । ସେ…
Read More...

ମ୍ୟାଚରେ ବାଧକ ସାଜିପାରେ ବର୍ଷା

କଲମ୍ବୋରେ ବର୍ଷା ହେବା ନେଇ, ପାଣିପାଗ ବିଭାଗ ସତର୍କତା ଜାରି କରିଛି । ଯାହାପରେ ଏବେ  ୧୫ ଫେବ୍ରୁଆରୀରେ ହେବାକୁ ଥିବା ଟି-୨୦ ବିଶ୍ୱ କପରେ ଭାରତ-ପାକିସ୍ତାନ ମ୍ୟାଚରେ ବାଧକ ସାଜିପାରେ ବର୍ଷା ବୋଲି ଅନୁମାନ କରାଯାଉଛି। ଫେବ୍ରୁଆରୀ ୧୪ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ନିମ୍ନ ଚାପ…
Read More...

ଦୁଃଖ ପ୍ରକାଶ କଲେ ଆଇନ ମନ୍ତ୍ରୀ  

ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଅଙ୍କିତା ହାଂସଦାଙ୍କ ଅକାଳ ବିୟୋଗରେ, ଦୁଃଖ ପ୍ରକାଶ କଲେ ଆଇନ ମନ୍ତ୍ରୀ ପୃଥ୍ବିରାଜ୍ ହରିଚନ୍ଦନ  । ସୋସିଆଲ୍ ମିଡିଆର ପୋଷ୍ଟ ମାଧ୍ୟମରେ ମନ୍ତ୍ରୀ ଲେଖିଛନ୍ତି, “ ଅଙ୍କିତା ହାଂସଦାଙ୍କ ଅକାଳ ବିୟୋଗରେ ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ ” । ଏହି ଦୁଃଖଦ…
Read More...

ପାକିସ୍ତାନକୁ ଖେଳିବା ପାଇଁ ଅନୁରୋଧ କଲା ବାଂଲାଦେଶ

ପାକିସ୍ତାନକୁ ଖେଳିବା ପାଇଁ ଅନୁରୋଧ କଲା ବାଂଲାଦେଶ । ଚଳିତ ବର୍ଷ ଟି-୨୦ ବିଶ୍ୱକପ୍ ୧୫ ଫେବୃଆରୀରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ମ୍ୟାଚ୍ ପାଇଁ ପାକିସ୍ତାନ ପଡ଼ିଆକୁ ଓହ୍ଲାଇବ କି ନାହିଁ, ତାହା ଏବେ ମଧ୍ୟ ଅସ୍ପଷ୍ଟ । ଗୋଟେପଟେ ପାକିସ୍ତାନ…
Read More...

ଫ୍ରାନ୍ସ ପାଖରୁ ଭାରତ କିଣିବ ୧୧୪ ରାଫେଲ

ଫ୍ରାନ୍ସ ପାଖରୁ ୧୧୪ ରାଫେଲ କିଣିବ ଭାରତ । ଚଳିତ ମାସର ଶେଷ ଆଡକୁ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ଭାରତ ଗସ୍ତ ପୂର୍ବରୁ, ଏହି ପ୍ରସ୍ତାବକୁ ଚୂଡ଼ାନ୍ତ କରିବ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଡିଏସି ବୈଠକ ବସିବ । ରାଫେଲ…
Read More...

ଆରମ୍ଭ ହୋଇଛି “ମେଘାସନୀ ମୋହତ୍ସବ”

ମୟୂରଭଞ୍ଜ :- ବାରିପଦା ଛଉ ପଡ଼ିଆରେ ଆରମ୍ଭ ହୋଇଛି “ମେଘାସନୀ ମହୋତ୍ସବ” । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ସହଯୋଗରେ ଏହି ମହୋତ୍ସବ ଉଦ୍ଘାଟନ ହୋଇଯାଇଛି । ମହୋତ୍ସବକୁ ରାଜ୍ୟସଭା ସାଂସଦ ମମତା ମହାନ୍ତ ଉଦ୍ଘାଟନ କରିଥିବା ବେଳ, ଉତ୍ସବରେ ବାରିପଦା ବିଧାୟକ ପ୍ରକାଶ ସରେନ, ବଡ଼ସାହି ବିଧାୟକ…
Read More...

କ୍ୟାପ୍ଟେନ୍ କହିଲେ ଭାରତ ଖେଳିବ

ପାକିସ୍ତାନ ବିପକ୍ଷରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ନେଇ ଚାଲିଥିବା ବିତର୍କ ମଧ୍ୟରେ, ଭାରତୀୟ ଅଧିନାୟକ ସୂର୍ୟ୍ୟକୁମାର ଯାଦବ ଟିମ୍ ଇଣ୍ଡିଆର ମତ ସ୍ପଷ୍ଟ କରିଛନ୍ତି। ଆଜି ମୁମ୍ବାଇରେ, ସୂର୍ୟ୍ୟ କହିଥିଲେ ଯେ ଭାରତ ମ୍ୟାଚ୍ ଖେଳିବ। ଯଦି ବିପକ୍ଷ ଦଳ ଖେଳିବାକୁ ଚାହୁଁନାହିଁ, ତେବେ ଏହା…
Read More...

ଧମକ ଦେଲେ ପାକିସ୍ତାନୀ ୟୁଟ୍ୟୁବର

ଜୟ ଶାହଙ୍କୁ ଧମକ ଦେଲେ ପାକିସ୍ତାନୀ ୟୁଟ୍ୟୁବର । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି୨୦ ବିଶ୍ୱକପକୁ ନେଇ ଚାଲିଥିବା ବିବାଦ ମଧ୍ୟରେ, ପାକ୍ର ଜଣେ ୟୁଟ୍ୟୁବର ଆଇ.ସି.ସିକୁ ଚେତାବନୀ ଦେଇଛନ୍ତି । ଯେଉଁ ୟୁଟ୍ୟୁବର ଜଣଙ୍କ ହେଲେ ଅର୍ଶଲାନ ନସିର୍ । ୧୫ ଭିଡିରେ ଅର୍ଶଲାନ କହିଛନ୍ତି, ଆଇସିସିର ଅଫିସ…
Read More...

କମାଲ କରି ଦେଖାଇଲେ ପାୟଲ

ପଞ୍ଜାବରେ କମାଲ କରି ଦେଖାଇଲେ ପାୟଲ ନାଗ । ପଞ୍ଜାବର  ପତିଆଲାରେ ଚାଲିଥିବା ସପ୍ତମ ଜାତୀୟ ପାରା ତୀରନ୍ଦାଜି ପ୍ରତିଯୋଗିତାରେ, ପାୟଲ ନାଗା ଦୁଇଟି ପଦକ ଜିତି ପୁଣି ଚମକିଛନ୍ତି । ରାର୍ଙ୍କିଂ ରାଉଣ୍ଡରେ ରୌପ୍ୟ ଏବଂ ଇଣ୍ଡିଭିଜୁଆଲ ଇଭେଣ୍ଟରେ କାଂସ୍ୟ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।…
Read More...