ପୁଣି ବିବାଦରେ ଫସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଜାତୀୟ ପତାକାକୁ ଅପମାନ ! ଭାରତୀୟ ପତାକାକୁ ଅପମାନ କରିଥିବା ଅଭିଯୋଗରେ, କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ମାମଲା ରୁଜୁ । ଆଉ ଏହି ମାମଲା ବେଙ୍ଗାଲୁରୁରେ ଦାଖଲ କରାଯାଇଛି। ପୁଣେର ଓକିଲ ୱାଜିଦ ଖାନ ବିଡକର, ଏହି ଅଭିଯୋଗ ଦାଖଲ କରିଛନ୍ତି।ଟି-୨୦ ବିଶ୍ୱକପରେ ଭାରତର ବିଜୟ ପରେ,…
Read More...

ଆମେରିକା ଯିବ ଇରାନ୍ ଟିମ୍ !

ଇରାନର ଫୁଟବଲ୍ ଦଳ, ବିଶ୍ୱକପ୍ ରେ ଅଂଶଗ୍ରହଣ କରିବା ପାଇଁ ଆମେରିକା ଯାତ୍ରା କରିପାରିବ । ଏ ନେଇ ଫିଫା ସଭାପତି ଜିଆନି ଇନଫାଣ୍ଟିନୋ ନିଶ୍ଚିତ କରିଛନ୍ତି। ଇନଫାଣ୍ଟିନୋ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ଆଶ୍ୱାସନା ଦେଇଛନ୍ତି । ଇରାନ ଜାତୀୟ ଦଳକୁ ୨୦୨୬…
Read More...

ବିଧାନସଭାରୁ ଆସିଲା ସାଙ୍ଘାତିକ ତଥ୍ୟ

ବିଧାନସଭାରୁ ଆସିଲା ସାଙ୍ଘାତିକ ତଥ୍ୟ । ବିଧାନସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଲିଖିତ ଉତ୍ତର ।ରାସନ କାର୍ଡ ଧାରୀଙ୍କୁ ଓଜନ ମାପରେ ଠକୁଛନ୍ତି ଡିଲର ।  ୭୫ଟି ରାସନ ଡିଲରଙ୍କ ବିରୁଦ୍ଧରେ ଆକ୍ସନ ନେବା ସହ ସେମାନଙ୍କ ଲାଇସେନ୍ସ ବାତିଲ କରିଛନ୍ତି ସରକାର । ଚଳିତ ଆର୍ଥିକ…
Read More...

ଇଣ୍ଡୋନେସିଆର ବଡ଼ ଘୋଷଣା

ଇଣ୍ଡୋନେସିଆର ବଡ଼ ଘୋଷଣା। ଭାରତ ଠାରୁ ବ୍ରହ୍ମୋସ କିଣିବ ଜକାର୍ତ୍ତା। ଏନେଇ ଇଣ୍ଡୋନେସିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି। ୨୦୨୩ରେ ମଧ୍ୟ ବ୍ରହ୍ମୋସ ପକ୍ଷରୁ ସୂଚନା ଦିଆଯାଇଥିଲା । ମିସାଇଲ କିଣିବା ନେଇ କମ୍ପାନୀ ଇଣ୍ଡୋନେସିଆ ସହ ଆଲୋଚନା କରୁଛି ବୋଲି କହିଥିଲା। ଆଉ ସୋମବାର…
Read More...

ପୁଣି ଥରେ ବିଶ୍ୱର ନମ୍ବର ୱାନ ବ୍ୟାଟସମ୍ୟାନ୍ ସ୍ମୃତି ମନ୍ଧାନା

ଭାରତୀୟ ମହିଳା କ୍ରିକେଟ ଦଳର ଓପନର ସ୍ମୃତି ମନ୍ଧାନା, ପୁଣି ଥରେ ବିଶ୍ୱର ନମ୍ବର ୱାନଡେ ବ୍ୟାଟସମ୍ୟାନ୍ ହୋଇଛନ୍ତି। ମଙ୍ଗଳବାର ଦିନ ICC ଦ୍ୱାରା ପ୍ରକାଶିତ ସଦ୍ୟତମ ମହିଳା ଓନଡେ ରାଙ୍କିଙ୍ଗରେ ମନ୍ଧାନା ଦକ୍ଷିଣ ଆଫ୍ରିକାର ଲୌରା ୱଲଭାର୍ଡଙ୍କୁ ପଛରେ ପକାଇ ଦେଇଛନ୍ତି। ଏହି ସମୟରେ, ଆଲାନା…
Read More...

ପାକିସ୍ତାନ ଖେଳାଳୀଙ୍କୁ ୫୦ ଲକ୍ଷ ଜୋରିମାନା

ଟି-୨୦ ବିଶ୍ୱକପରେ ପାକିସ୍ତାନର ଖରାପ ପ୍ରଦର୍ଶନ ପରେ, ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏକ ବଡ଼ ପଦକ୍ଷେପ ନେଇଛି। ବୋର୍ଡ ତାର ଖେଳାଳିମାନଙ୍କ ଉପରେ ଜରିମାନା ଲଗାଇବାକୁ ଯୋଜନା କରୁଛି।ଶୁଣିବାକୁ ମିଳୁଛି, ପ୍ରତ୍ୟେକ ପାକିସ୍ତାନୀ ଖେଳାଳିଙ୍କୁ ୫୦ ଲକ୍ଷ ପାକିସ୍ତାନୀ ଟଙ୍କା ଅର୍ଥାତ୍…
Read More...

ଚାଲିଛି ଘମାଘୋଟ୍ ଯୁଦ୍ଧ

ଇରାନ-ଇସ୍ରାଏଲ୍ ଓ ଆମେରିକା ମଧ୍ୟରେ ଚାଲିଛି ଘମାଘୋଟ୍ ଯୁଦ୍ଧ। ଆଉ ଏହାରି ଭତରେ ଇରାନ୍‌ର ଧାର୍ମିକ ଆପ୍‌ ଗୁଡିକରେ ଧମକ ଆସୁଛି । ଯାହାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା । କରାଚୀରେ ଥିବା ଆମେରିକୀୟ ଦୂତାବାସ ଉପରେ ହମଲା କରାଯାଇଛି। ଇରାନ ଆକ୍ରମଣରେ ୟୁଏଇରେ ଥିବା ଆମାଜନ କ୍ଲାଉଡର ଡାଟା…
Read More...

ଦୁଇ ଦିନ ବିଳମ୍ବରେ ଆରମ୍ଭ ହେବ IPL

ଦୁଇ ଦିନ ବିଳମ୍ବରେ ଆରମ୍ଭ ହେବ IPL । ୨୦୨୬ର କାର୍ଯ୍ୟସୂଚୀକୁ ନେଇ ଆସିଛି ବଡ଼ ଅପଡେଟ୍ । ରିପୋର୍ଟ ଅନୁସାରେ, IPL ୨୦୨୬ ଏବେ ମାର୍ଚ୍ଚ ୨୬ ତାରିଖ ପରିବର୍ତ୍ତେ ୨୮ ମାର୍ଚ୍ଚରେ ଆରମ୍ଭ ହେବ । ଡିସେମ୍ବର ୧୫, ୨୦୨୫ରେ ସମସ୍ତ ୧୦ ଫ୍ରାଞ୍ଚାଇଜଙ୍କୁ କୁହାଯାଇଥିଲା ଯେ ମାର୍ଚ୍ଚ ୨୬ରେ ଆଇପିଏଲ…
Read More...

ପାରଳାଖେମୁଣ୍ଡିରେ ଦୋଳ ଉତ୍ସବ ଶୁଭାରମ୍ଭ

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଦୋଳଉତ୍ସବ 2026 ଶୁଭାରମ୍ଭ ।  ଦୋଳବନ୍ଧ ନିକଟରେ ଦୋଳ ଉନ୍ନୟନ କମିଟି, ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଉଦ୍ୟମରେ ତଥା ପାରଳାଖେମୁଣ୍ଡି ପୌର ପରିଷଦ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଦୋଳ ଉତ୍ସବର ଶୁଭାରମ୍ଭ ହୋଇଛି । ପ୍ରଥମ…
Read More...

ବିନତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଚାନ୍ଦବାଲି : ଚାନ୍ଦବାଲି ବ୍ଲକ୍ ଗୋପାଳପୁର କ୍ଲଷ୍ଟର୍ ଅନ୍ତର୍ଗତ ବିନତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ନିଶାକର ନାଥଙ୍କ ସଭାପତିତ୍ୱରେ, ମୁଖ୍ୟ ଅତିଥି ରୂପେ ଗୋପାଳପୁର ଆଞ୍ଚଳିକ ସାଧନକେନ୍ଦ୍ରର…
Read More...