ଇଣ୍ଡୋନେସିଆର ବଡ଼ ଘୋଷଣା

ଇଣ୍ଡୋନେସିଆର ବଡ଼ ଘୋଷଣା। ଭାରତ ଠାରୁ ବ୍ରହ୍ମୋସ କିଣିବ ଜକାର୍ତ୍ତା। ଏନେଇ ଇଣ୍ଡୋନେସିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି। ୨୦୨୩ରେ ମଧ୍ୟ ବ୍ରହ୍ମୋସ ପକ୍ଷରୁ ସୂଚନା ଦିଆଯାଇଥିଲା । ମିସାଇଲ କିଣିବା ନେଇ କମ୍ପାନୀ ଇଣ୍ଡୋନେସିଆ ସହ ଆଲୋଚନା କରୁଛି ବୋଲି କହିଥିଲା। ଆଉ ସୋମବାର…
Read More...

ପୁଣି ଥରେ ବିଶ୍ୱର ନମ୍ବର ୱାନ ବ୍ୟାଟସମ୍ୟାନ୍ ସ୍ମୃତି ମନ୍ଧାନା

ଭାରତୀୟ ମହିଳା କ୍ରିକେଟ ଦଳର ଓପନର ସ୍ମୃତି ମନ୍ଧାନା, ପୁଣି ଥରେ ବିଶ୍ୱର ନମ୍ବର ୱାନଡେ ବ୍ୟାଟସମ୍ୟାନ୍ ହୋଇଛନ୍ତି। ମଙ୍ଗଳବାର ଦିନ ICC ଦ୍ୱାରା ପ୍ରକାଶିତ ସଦ୍ୟତମ ମହିଳା ଓନଡେ ରାଙ୍କିଙ୍ଗରେ ମନ୍ଧାନା ଦକ୍ଷିଣ ଆଫ୍ରିକାର ଲୌରା ୱଲଭାର୍ଡଙ୍କୁ ପଛରେ ପକାଇ ଦେଇଛନ୍ତି। ଏହି ସମୟରେ, ଆଲାନା…
Read More...

ପାକିସ୍ତାନ ଖେଳାଳୀଙ୍କୁ ୫୦ ଲକ୍ଷ ଜୋରିମାନା

ଟି-୨୦ ବିଶ୍ୱକପରେ ପାକିସ୍ତାନର ଖରାପ ପ୍ରଦର୍ଶନ ପରେ, ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏକ ବଡ଼ ପଦକ୍ଷେପ ନେଇଛି। ବୋର୍ଡ ତାର ଖେଳାଳିମାନଙ୍କ ଉପରେ ଜରିମାନା ଲଗାଇବାକୁ ଯୋଜନା କରୁଛି।ଶୁଣିବାକୁ ମିଳୁଛି, ପ୍ରତ୍ୟେକ ପାକିସ୍ତାନୀ ଖେଳାଳିଙ୍କୁ ୫୦ ଲକ୍ଷ ପାକିସ୍ତାନୀ ଟଙ୍କା ଅର୍ଥାତ୍…
Read More...

ଚାଲିଛି ଘମାଘୋଟ୍ ଯୁଦ୍ଧ

ଇରାନ-ଇସ୍ରାଏଲ୍ ଓ ଆମେରିକା ମଧ୍ୟରେ ଚାଲିଛି ଘମାଘୋଟ୍ ଯୁଦ୍ଧ। ଆଉ ଏହାରି ଭତରେ ଇରାନ୍‌ର ଧାର୍ମିକ ଆପ୍‌ ଗୁଡିକରେ ଧମକ ଆସୁଛି । ଯାହାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା । କରାଚୀରେ ଥିବା ଆମେରିକୀୟ ଦୂତାବାସ ଉପରେ ହମଲା କରାଯାଇଛି। ଇରାନ ଆକ୍ରମଣରେ ୟୁଏଇରେ ଥିବା ଆମାଜନ କ୍ଲାଉଡର ଡାଟା…
Read More...

ଦୁଇ ଦିନ ବିଳମ୍ବରେ ଆରମ୍ଭ ହେବ IPL

ଦୁଇ ଦିନ ବିଳମ୍ବରେ ଆରମ୍ଭ ହେବ IPL । ୨୦୨୬ର କାର୍ଯ୍ୟସୂଚୀକୁ ନେଇ ଆସିଛି ବଡ଼ ଅପଡେଟ୍ । ରିପୋର୍ଟ ଅନୁସାରେ, IPL ୨୦୨୬ ଏବେ ମାର୍ଚ୍ଚ ୨୬ ତାରିଖ ପରିବର୍ତ୍ତେ ୨୮ ମାର୍ଚ୍ଚରେ ଆରମ୍ଭ ହେବ । ଡିସେମ୍ବର ୧୫, ୨୦୨୫ରେ ସମସ୍ତ ୧୦ ଫ୍ରାଞ୍ଚାଇଜଙ୍କୁ କୁହାଯାଇଥିଲା ଯେ ମାର୍ଚ୍ଚ ୨୬ରେ ଆଇପିଏଲ…
Read More...

ପାରଳାଖେମୁଣ୍ଡିରେ ଦୋଳ ଉତ୍ସବ ଶୁଭାରମ୍ଭ

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଦୋଳଉତ୍ସବ 2026 ଶୁଭାରମ୍ଭ ।  ଦୋଳବନ୍ଧ ନିକଟରେ ଦୋଳ ଉନ୍ନୟନ କମିଟି, ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଉଦ୍ୟମରେ ତଥା ପାରଳାଖେମୁଣ୍ଡି ପୌର ପରିଷଦ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଦୋଳ ଉତ୍ସବର ଶୁଭାରମ୍ଭ ହୋଇଛି । ପ୍ରଥମ…
Read More...

ବିନତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଚାନ୍ଦବାଲି : ଚାନ୍ଦବାଲି ବ୍ଲକ୍ ଗୋପାଳପୁର କ୍ଲଷ୍ଟର୍ ଅନ୍ତର୍ଗତ ବିନତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ନିଶାକର ନାଥଙ୍କ ସଭାପତିତ୍ୱରେ, ମୁଖ୍ୟ ଅତିଥି ରୂପେ ଗୋପାଳପୁର ଆଞ୍ଚଳିକ ସାଧନକେନ୍ଦ୍ରର…
Read More...

ମା’ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଡମ୍ବରରେ ପାଳିତ

ମହା ଆଡମ୍ବରରେ ପାଳନ ହେଲା ମା’ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ତୋର ପଞ୍ଚାୟତ ଅନ୍ତର୍ଗତ, ଚାନ୍ଦପୁର ଗାଁରେ ମା’ ପାର୍ବତୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି। ଗ୍ରାମ୍ୟ ସଭାପତି ଯଦୁମଣି ସାହୁଙ୍କ ନେତୃତ୍ୱରେ ରେଙ୍ଗାଳି ବାମ ପାର୍ଶ୍ଵ…
Read More...

ବିଜେଡିର ପି.ଏ.ସି ବୈଠକ ଆରମ୍ଭ

ନବୀନ ନିବାସରେ ପହଞ୍ଚିଲେ ଦଳର ଛାମୁଆ ନେତା । ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ ଆରମ୍ଭ ହୋଇଛି । ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ବରିଷ୍ଠ ନେତା ସଂତୃପ୍ତ ମିଶ୍ର, ବିକ୍ରମ ଆରୁଖ, ନିରଞ୍ଜନ ପୂଜାରୀ, ପ୍ରଣବ ପ୍ରକାଶ ଦାସ,…
Read More...

ପୁଣି ସରକାରଙ୍କ ଦ୍ୱାରା ୫ଟି OTT ପ୍ଲାଟଫର୍ମ ବ୍ୟାନ

ପୁଣି କେନ୍ଦ୍ର ସରକାରଙ୍କ ଦ୍ୱାରା ୫ଟି OTT ପ୍ଲାଟଫର୍ମକୁ ବ୍ୟାନ କରାଯାଇଛି । ‘ଅଶ୍ଳୀଳ’ ବିଷୟବସ୍ତୁ ପ୍ରସାରଣ କରୁଥିବା ପ୍ଲାଟଫର୍ମ ଗୁଡିକୁ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ବିଭାଗ ପକ୍ଷରୁ ବନ୍ଦ କରାଯାଇଛି । ଯେଉଁ ତାଲିକାରେ  MoodXVIP, Koyal Playpro, Digi Movieplex, Feel…
Read More...