ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ଶବ
ଜଗତସିଂହପୁର ଜିଲ୍ଲା ତୀର୍ତ୍ତୋଲ ବ୍ଲକ କୃଷ୍ନାନନ୍ଦ ଥାନା ଅନ୍ତର୍ଗତ, ନୂଆଗାଁ ଗ୍ରାମର ପାଇକା ନଦୀରୁ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର । ଏକ ନିଛାଟିଆ ସ୍ଥାନରେ ପାଇକାନଦୀରେ ଶବ ଭାସୁଥିବାର ଦେଖି, ସ୍ଥାନୀୟ ଲୋକମାନେ କୃଷ୍ନାନନ୍ଦପୁର ଥାନାକୁ ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ…
Read More...
Read More...