ଶୋକ ପ୍ରକାଶ କରିଲେ ମୁଖ୍ୟମନ୍ତ୍ରୀ

ଛତିଶଗଡ ବିଳାସପୁର ଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାକୁ ନେଇ, ଟ୍ୱିଟ୍ କରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଦୁଃଖଦ ଟ୍ରେନ ଦୁର୍ଘଟଣା, ତାଙ୍କୁ ଗଭୀର ଭାବରେ ମର୍ମାହତ କରିଥିବା ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି । ଦୁର୍ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ,…
Read More...

ବିଜେପିରେ କାମ କରିବାକୁ, ଅମର ଆଗ୍ରହ କରିଛନ୍ତି

ବିଜୁ ଜନତା ଦଳକୁ ଲାଗିଛି ଶକ୍ତ ଝଟକା । ଗୋଟେପଟେ ବିଜେଡି ସୁପ୍ରିମୋ ଆଜି ନୂଆପଡା ଉପନିର୍ବାଚନର ପ୍ରଚାରକୁ ଓହ୍ଲାଇଥିବା ବେଳେ, ଏପଟେ ଦଳରେ ଜଣେ ଫ୍ରଣ୍ଟଲାଇନର ନେତା ଦଳକୁ ବାଏ ବାଏ କରି ଦେଇଛନ୍ତି । ଅର୍ଥାତ୍, ଆଜି ବିଜେଡିକୁ ଅଲବିଦା କହିବା ସହ, ବିଜେପି ଶିବିରରେ ବିଧିବଧ ଭାବରେ ସାମିଲ…
Read More...

ଇସ୍କନ ମନ୍ଦିରରୁ ଅଜଗର ଉଦ୍ଧାର

ନବନିର୍ମିତ ଇସ୍କନ ମନ୍ଦିରରୁ, ଏକ ବିରାଟ ଅଜଗର ଉଦ୍ଧାର । ଯାହାର ଲମ୍ବ ୬ ଫୁଟ ହୋଇଥିବା ବେଳେ, ଓଜନ ୧୦ କିଲୋଗ୍ରାମର ରହିଛି। ସୂଚନା ଅନୁଶାରେ, ଉତ୍ତରପ୍ରଦେଶର ଇଟାୱା ସହରରରେ ନୂଆ କରି ହୋଇଥିବା ଇସ୍କନ ମନ୍ଦିର ଷ୍ଟୋର ରୁମରୁ, ଏହି ସାପକୁ ଉଦ୍ଧାର କରାଯାଇଛି। ମନ୍ଦିରର ପରିଚାଳକ ବରାହ ଦାସ…
Read More...

ବାତ୍ୟା ମୋନ୍ଥା ପାଇଁ ୪୩ ଟ୍ରେନ ବାତିଲ

ପୂର୍ବତଟ ରେଳପଥ ପକ୍ଷରୁ ୪୩ ଟ୍ରେନକୁ ବାତିଲ କରାଯାଇଛି । ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି, ଏଭଳି ନିଷ୍ପତ୍ତି ନିଆ ଯାଇଛି ।  ୩ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଥିବା ବେଳେ, ଗୋଟେ ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି ।୧୬ଟି ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି । ଯାହାକି…
Read More...

ମହାମାୟୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ 

ଯାଜପୁର : ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଓଡିଶାର ସବୁ ଜିଲ୍ଲାରେ ପାଳନ କରାଯାଉଛି, ଶିଶୁ ମହୋତ୍ସବ ସୁରଭି-2025 କାର୍ଯ୍ୟକ୍ରମ ।  ସୁକିନ୍ଦା ବ୍ଲକ ଦୁଧୁଜୋରୀ ପଂଚାୟତ ମଠଛକ ସ୍ଥିତ, ମହାମାୟୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଙ୍ଗଳପୁର ଠାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...

ଛଟମାୟୀଙ୍କ ପୂଜା ଅନୁଷ୍ଠିତ

ଅନୁଗୋଳ : ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ନିକଟରେ ଥିବା ନାରଣ ସାଗର କୂଳରେ ଛଟମାୟୀ ପୂଜା ଆରମ୍ଭ ହୋଇଛି। ଏହି ଉପଲକ୍ଷେ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ବିହାର, ଝାଡ଼ଖଣ୍ଡ,ୟୁପି ଅଞ୍ଚଳର ଶ୍ରଦ୍ଧାଳୁ ମାନେ ବହୁ ସଂଖ୍ୟାରେ ଚଉରା ଗଛ ମୂଳେ ଷଠି ଦେବୀଙ୍କ ପୂଜା କରିବା ସହ ଅସୁଗାମୀ…
Read More...

“ପ୍ରତିଭା-୨୦୨୫” ଉଦଯାପିତ

ଅନୁଗୁଳ : ଅନୁଗୁଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ପ୍ରତିଭା’ ପକ୍ଷରୁ ବାର୍ଷିକ ରାଜ୍ୟ ସ୍ତରୀୟ ଉତ୍ସବ ୨୦୨୫ ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାକୁ ମୁଖ୍ୟ ଅତିଥି ରୂପେ ଉଦଘାଟନ କରିଥିଲେ ନଗରପାଳ ଅକ୍ଷୟ କୁମାର ସାମନ୍ତ। ଶ୍ରୀ ସାମନ୍ତ ଅନୁଷ୍ଠାନର ଉଚ୍ଚ ପ୍ରଶଂସା କରିବା ସହ ଅନୁଗୁଳରେ…
Read More...

ଭାରତ ରୁ ଚୀନ ବିମାନ ସେବା ଶୁଭାରମ୍ଭ

ଭାରତ ରୁ ଚୀନ୍ । ଏବେ ସିଧା ସଳଖ ଭାରତ-ଚୀନ ମଧ୍ୟରେ ବିମାନ ସେବାର ଶୁଭାରମ୍ଭ। ୨୦୨୦ ଗଲୱାନ ସଂଘର୍ଷ ପରଠାରୁ, ଦୁଇ ଦେଶ ମଧ୍ୟରେ ବିମାନ ସେବା ବାତିଲ ହୋଇଥିଲା। ଆଉ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଉଡିବା ସମ୍ପର୍କରେ, ସହମତି ପ୍ରକାଶ ହୋଇଛି ବୋଲି ବୈଦେଶିକ ବ୍ୟାପାର…
Read More...

ବାତ୍ୟାର ନାମ ମୋନ୍ଥା

ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଲେ,  ନାଁ ରଖାଯିବ 'ମୋନ୍ଥା' । ଆସନ୍ତା ୨୭ ତାରିଖରେ ବାତ୍ୟାରେ ପରିଣତ ହେବା ପରେ, ଏହାର ନାଁ ମୋନ୍ଥା ରଖାଯିବ ବୋଲି ସ୍ଥିର ହୋଇଛି । ମୋନ୍ଥା ହେଉଛି ଥାଇଲ୍ୟାଣ୍ଡର ଥାଇ ଭାଷା । ଯାହାର ଅର୍ଥ ହେଉଛି, ସୁଗନ୍ଧିତ ଫୁଲ ବା ସୁନ୍ଦର ଫୁଲ ।
Read More...

ପରିବାର ସହ ଦୀପାବଳୀ ପାଳିଲେ ବରୁଣ

ଦିୱାଲିର ଶୁଭେଚ୍ଛା ଜଣାଇବାକୁ, ସୋସିଆଲ୍ ମିଡିଆରେ ଝିଅ ସାଙ୍ଗରେ ଏକ ଫଟୋ ଉଠାଇ ସେୟାର କରିଲେ । କିନ୍ତୁ ଅଳ୍ପ ସମୟ ପରେ ପୁଣି, ସେହି ଫଟୋକୁ ଆକାଉଣ୍ଟରୁ ଡିଲିଟ୍ କରିଦେଲେ ବରୁଣ ଧାୱନ । ସୂଚନା ଅନୁଶାରେ, ଅଭିନେତା ବରୁଣ ଧାୱନ ଏହି ବର୍ଷ ତାଙ୍କ ପରିବାର ସହ ଦୀପାବଳି ପାଳନ କରିଥିଲେ । ତେଣୁ…
Read More...