ସବୁଠି ଜବାନ କ୍ରେଜ: ସିନେମା ହଲ ହାଉସ ଫୁଲ
ପଠାନର ସଫଳତା ପରେ ପରଦାକୁ ଶାହାରୁକ ନେଇ ଆସିଛନ୍ତି ଜବାନ । ତେବେ ଶାହାରୁଖ ଖାନ ତଥା ବଲିଉଡର କିଙ୍ଗ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜବାନ’ ଆଜି ରିଲିଜ ହୋଇଛି । ଏଥିପାଇଁ ସବୁ ସିନେମା ହଲ ହାଉସ ଫୁଲ ରହିଛି । ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ଟିକେଟ ବିକ୍ରିରେ ରେକର୍ଡ କରିଛି ।…
Read More...
Read More...