ଆଜିଠୁ ସାମୂହିକ ଛୁଟିରେ ଯିବେ ୧ଲକ୍ଷ ୩୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ

ଆଜିଠୁ ସାମୂହିକ ଛୁଟିରେ ଯିବେ ୧ଲକ୍ଷ ୩୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ । ରାଜ୍ୟର ୩୧୪ ବ୍ଲକ ଶିକ୍ଷା ଅଧିକାରୀ କର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ଶିକ୍ଷକ ଶିକ୍ଷୟିତ୍ରୀ ।କେନ୍ଦ୍ରୀୟ ହାରରେ ଦରମା, ଜୁନିଅର ଶିକ୍ଷକଙ୍କୁ ନିୟମିତ ମାନ୍ୟତା, ଗଣଶିକ୍ଷକଙ୍କୁ ଏକ୍ସ କ୍ୟାଡରର ହଟାଇବା ପରି ଦାବି…
Read More...

ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନଗର ଉନ୍ନୟନ ବିଭାଗର ପତ୍ର

ରାଜ୍ୟର ୧୧୫ ପୌରସଂସ୍ଥାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧିନରେ ପ୍ରତିଷ୍ଠା ହୋଇଥିବା ୫ହଜାରରୁ ଅଧିକ ପ୍ରକଳ୍ପର ରକ୍ଷଣା ବେକ୍ଷଣ ପାଇଁ ନିର୍ଦେଶ ଦିଆଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଶାରଦା ପ୍ରସାଦ ପଣ୍ଡା ଏହି ମର୍ମରେ ସମସ୍ତ…
Read More...

ସୁପର-୪ରେ ବର୍ଷା ସାଜିବ କି ବାଧକ?

ପାକିସ୍ତାନରେ ଆଜି ଏସିଆ କପ୍‌ର ସୁପର-୪ର ପ୍ରଥମ ମୁକାବିଲା ଶେଷ ହୋଇଛି। ଏବେ ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମୁକାବିଲା ଶ୍ରୀଲଙ୍କାର କଲୋମ୍ବୋରେ ଖେଳାଯିବ। ତେବେ ସବୁଠୁ ଚଡ଼ ଚିନ୍ତାର କାରଣ ଥିଲା ସେଠାକାର ପାଣିପାଗ। କାରଣ ଗତ କିଛି ଦିନ ହେବ ସେଠାରେ ଲଗାତାର ବର୍ଷା ହେଉଛି। ତେବେ ଏହା ମଧ୍ୟରେ…
Read More...

ବିଜୟଙ୍କ ସହ ଲିଭ-ଇନରେ ରଶ୍ମିକା ? ଫ୍ୟାନ କରିଲେ ପ୍ରଶ୍ନ

ସାଉଥ ସୁପରଷ୍ଟାର ତଣା ନ୍ୟାସନାଲ କ୍ରସ ରଶ୍ମିକା ମନ୍ଦନା ଏବଂ ବିଜୟ ଦେବରକୋଣ୍ଡା । ଏହି ଦୁଇ ସାଉଥ ଷ୍ଟାରକୁ ନେଇ ସବୁବେଳେ ଚର୍ଚ୍ଚ ଲାଗିରହିଛି । ଏହି ଯୋଡିକୁ ନେଇ ସବୁ ବଳେ ଗୁଜର ଉଠେ ଏମାନେ ପରସ୍ପରକୁ ଡେଟ କରୁଛନ୍ତି । ନିକଟରେ ରଶ୍ମିକା ଏବଂ ବିଜୟଙ୍କ ବିଷୟରେ ନୂଆ କଥା ସାମ୍ନାକୁ ଆସିଛି…
Read More...

ପ୍ୟାକେଟରେ ଗୋଟିଏ କମ ବିସ୍କୁଟ , କମ୍ପାନୀ ଦେବେ ୧ଲକ୍ଷ ଜରିମାନା

ଗୋଟିଏ ବିସ୍କୁଟ କମ୍ ଥିବାରୁ କମ୍ପାନୀକୁ ଦେବାକୁ ପଢିବ ୧ଲକ୍ଷ ଟଙ୍କା ଜରିମାନା । ଏ କଥାଟି ଆପରଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏପରି ଘଟଣା ଘଟିଛି ତାମିଲନାଡୁର ତିରୁବଲ୍ଲୁବର ଠାରେ । ସେଠାରେ ଥିବା ଏକ ବିସ୍କୁଟ କମ୍ପାନୀ ଏବେ ଜଣେ ଗ୍ରାହକଙ୍କୁ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ…
Read More...

ଆଇସିସି ରାଙ୍କରେ ଶ୍ରେଷ୍ଠରେ ଇଶାନ କିଷନ, ତୃତୀୟରେ ଶୁଭମନ ଗିଲ୍

ନୂଆଦିଲ୍ଲୀ : ଆଇସିସି ତରପରୁ ସଦ୍ୟତମ ଦିନିକିଆ ମାନ୍ୟତା ଜାରି କରିଛି । ଏଥିରେ ଭାରତୀୟ ଦଳର ତାରକା ଓପନର ଶୁଭମନ ଗିଲ ଏବଂ ୱିକେଟ କିପର ବ୍ୟାଟର ଇଶାନ କିଷନ କ୍ୟାରିୟର ଶ୍ରେଷ୍ଠ ମାନ୍ୟତା ହାସଲ କରିଛନ୍ତି । ଗିଲ ଗୋଟିଏ ସ୍ଥାନରୁ ଉନ୍ନିତ ଘଟାଇ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି । ଶୁଭମନ…
Read More...

ବର୍ଷାରେ ବେହାଲ ରାଜଧାନୀ : ଅନେକ ସ୍ଥାନ ଜଳମଗ୍ନ

ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ୱର । ମାତ୍ର କିଛି ଘଣ୍ଟାର ବର୍ଷାରେ ରାଜଧାନୀରେ ରାସ୍ତାରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା । ରାସ୍ତା ଉପରେ ବର୍ଷା ପାଣି ସମୁଦ୍ର ପାଣି ପରି ଳହଡି ଭାଙ୍ଗୁଛି । କେଉଁଠି ଡ୍ରେନ କେଉଁଠି ନାଳ ଜାଣିବା ମୁସକିଲ ହେଉଛି । ସେହିପରି…
Read More...

୨୨ ପ୍ରତିଶତ ଶସ୍ତାରେ ମିଳିବ ମସୁର ଡାଲି

ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଉଥିବାରୁ ସାଧାରଣ ଜନତା ବେଶ ଚିନ୍ତାରେ । ଗତ ୪୫ ବର୍ଷ ମଧ୍ୟରେ ଦେଶରେ ସର୍ବାଧିକ ବେରୋଜଗାରୀ ହାର ଦେଖିବାକୁ ମିଳିଛି । ଏସବୁ ଭିତରେ କିଛିଦିନ ତଳେ କେନ୍ଦ୍ର ସରକାର ରୋଷେଇ ଗ୍ୟାସ ଉପରେ ୨୦୦ ଟଙ୍କା ଦାମ କମ୍ କରିଥିବା ବେଳେ ଏବେ ମସୁର ଡାଲି ଉପରେ ୨୨…
Read More...

ବିଷମ କଟକଠାରେ ଅନ୍ତଃରାଜ୍ୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ବିଷମ କଟକ (ରବିନ୍ଦ୍ର କୁମାର ସାହୁ) : ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ସଦରମହକୁମାର ମିନି ଷ୍ଟାଡିଅମଠାରେ ପ୍ରଥମ ଡ. ଭି.ଆର୍ ଆମ୍ବେଦକର ଅନ୍ତଃରାଜ୍ୟ  ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ …
Read More...

ଜି ୨୦ ଅତିଥିଙ୍କୁ ଚାନ୍ଦିରୂପା ଓ ସୁନାର ବାସନରେ ଖାଇବାକୁ ଦିଆଯିବ

ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରେ ଆୟେଜିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ । ଏଥିପାଇଁ ସାରା ବିଶ୍ୱରୁ ଅତିଥିମାନେ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହୋଇଛି । ଏବେ ସାରା ବିଶ୍ୱର ନଜର ରହିଛି ଭାରତ ଉପରେ । ଜି-୨୦ରେ ଅତିଥି ମାନଙ୍କ ରହଣିଠାରୁ ଆରମ୍ଭ କରି ବ୍ୟଞ୍ଜନ ପରିସାଯିବା ପର୍ଯ୍ୟନ୍ତ ,…
Read More...