ଶ୍ରୀମନ୍ଦର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପୂଜା: ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ

ପୁରୀ : ଆସନ୍ତା ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଥମେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ନିମନ୍ତ୍ରଣ ପତ୍ର‌ ଅର୍ପଣ କରାଯାଇଥିଲା। ଏହାପରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ…
Read More...

ଉତ୍କଳ ମଣି ଗୋପବନ୍ଧୁ ସ୍ବେଚ୍ଛାସେବୀ ସଂଗଠନ ଦ୍ୱାରା ଶାଶିପଦର ପ୍ରାଥମିକ ବିଦ୍ୟାଳୟ ପରିସରକୁ ସଫେଇ କାର୍ଯ୍ୟକ୍ରମ

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) : ଶାଶିପଦର ପ୍ରାଥମିକ ବିଦ୍ୟାଳୟ ପରିସରକୁ ବିଦ୍ୟାଳୟ ପରିସରକୁ ସଫେଇ କରାଯାଇଛି । ଏହି ସଫାଇ କାର୍ଯ୍ୟ ଉତ୍କଳ ମଣି ଗୋପବନ୍ଧୁ  ସ୍ବେଚ୍ଛାସେବୀ ସଂଗଠନର ସଭାପତି  ସୁନାଶିର ଦିଗାଲଙ୍କ ନେତୃତ୍ବରେ ପରିଚାଳନା କରାଯାଇଥିଲା । କମିଟିର ସଭାପତି ଅନନ୍ତ ମାଝିଙ୍କ…
Read More...

ଫେରିଲା ମାସ୍କ : ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ

ଭୁବନେଶ୍ୱର : ରାଜ୍ୟକୁ ପେରିଲା କରୋନା । ଓଡ଼ିଶାରୁ ଚିହ୍ନଟ ହେଲା ଜଣେ ପଜିଟିଭ ଚିହ୍ନଟ । ଗତ ୨୪ ଘଣ୍ଟାରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ମାସ୍କ ପିନ୍ଧିବାକୁ ପ୍ରସ୍ତାବ ଦେଇଛି ସ୍ବାସ୍ଥ୍ୟ ଓ…
Read More...

ମୋମୋ ଖାଉଥିବା ବେଳେ ହତ୍ୟାକାଣ୍ଡ, କାନ୍ଧରେ କାନ୍ଧ ବାଜିଲା ବୋଲି ଛୁରି ଭୁସି ହତ୍ୟା

ନୂଆଦିଲ୍ଲୀ : ମୋମୋ ଦୋକାନ ସାମ୍ନାରେ ହତ୍ୟାକାଣ୍ଡ । ଦୁଇ ଗ୍ରାହକଙ୍କର କାନ୍ଧରେ କାନ୍ଧ ବାଜିଯିବାରୁ ଛୁରି ଭୁସି କଲେ ହତ୍ୟା । ୧୭ ବର୍ଷର ନାବାଳକ ଅନ୍ୟ ଜଣେ ନାବାଳକଙ୍କୁ କରିଛି ହତ୍ୟା । ଏଭଳି ଅଭାବନୀୟ ଘଟଣା ଦିଲ୍ଲୀ ଦ୍ୱାରକା ଅନ୍ତର୍ଗତ ଦାବ୍ରି ଅଞ୍ଚଳରେ ଘଟିଛି । ଡିମେସ୍ୱର ୧୭ ତାରିଖ…
Read More...

ନାୟକ ପ୍ଲାଜାରେ ସପିଙ୍ଗ ମଲରେ ଲାଗିଲା ନିଆଁ ଆୟତ

ପୁରୀ : ପୁରୀ ବଡ଼ଦାଣ୍ଡରେ ନାୟକ ପ୍ଲାଜାରେ ସପିଙ୍ଗ ମଲରେ ଲାଗିଲା ନିଆଁ । ଏହି ନିଆଁ ତୃତୀୟ ମହଲାର ଏକ ହୋଟେଲର ବାଥରୁମର ଗିଜରରୁ ସର୍ଟସର୍କିଟରେଲାଗିଥିଲା ସୂଚନା । ତେବେ ନିଆଁ ଲାଗିବା ଘଟଣାକୁ ନେଇ ଦୁଇଟି ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଂଚିବା ବେଳେ ନିଆଁ ଆୟତ୍ତ ହୋଇଯାଇଛି ।
Read More...

ସାହିଦଙ୍କ ନାୟିକା ସାଜିବେ ପୂଜା , ରୋମାଣ୍ଟିକ ଥ୍ରୀଲରରେ ନଜର ଆସିବେ

ମୁମ୍ଵାଇ : ‘ରାଧେ ଶ୍ୟାମ’, ‘ସର୍କସ’, ‘କିସି କା ଭାଇ କିସି କି ଜାନ୍‌’ ଭଳି ହିନ୍ଦୀ ଫିଲ୍ମରେ ନିଜର ଅଭିନୟ ଯାଦୁ ଦେଖାଇ ସାରିଥିବା ଅଭିନେତ୍ରୀ ପୂଜା ହେଗ୍‌ଡେଙ୍କୁ ଆଗକୁ ରୋମାଣ୍ଟିକ ଥ୍ରିଲର ‘ଦେବା’ରେ ଦେଖିବାକୁ ମିଳିବ । ସେଥିରେ ଅଭିନେତା ସାହିଦ କପୁରଙ୍କ ବିପକ୍ଷରେ ନାୟିକା ସାଜିବେ ସେ…
Read More...

ନନ୍ଦନକାନନକୁ ଆସିଲେ ୪ନୂଆ ଅତିଥି : ପ୍ରଥମ ଥର ୨ଟି ୱାଲବି ଓ ୨ଟି ଲିଭିଂଷ୍ଟୋନ ଟୁରାକୋ

ଭୁବନେଶ୍ୱର : ନନ୍ଦନ କାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୪ନୂଆ ଅତିଥି । ପଥମଥର ପାଇଁ ୨ଟି ଲିଭିଂଷ୍ଟୋନ ଟୁରାକୋ ଓ ୨ଟି ୱାଲାବି ଆସିଛି ।ହାଇଦ୍ରାବାଦରୁ ଜୀବଜନ୍ତୁ ବଦଳ ପ୍ରକ୍ରିୟାରେ ଆସିଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏକ ଘରୋଇ ଫାର୍ମରୁ ୪ ନୂଆ ଜୀବଜନ୍ତୁଙ୍କୁ ଅଣାଯାଇଛି ।…
Read More...

ଘର ଛାଡିବାକୁ କହିବାରୁ ଘର ମାଲିକଙ୍କୁ ପିଟିପିଟି ହତ୍ୟା

କାମାକ୍ଷାନଗର : ଘର ମାଲିକଙ୍କୁ ପିଟିପିଟି ହତ୍ୟା । ଘର ଛାଡିବାକୁ କହିବାରୁ ଘର ମାଲିକଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏପରି ଏକ ଘଟଣା ଘଟିଛି କାମାକ୍ଷାନଗର ଥାନା ବାଉଁଶ ପାଳ ଗାଁ ନୂଆ ଶଅରସାହିରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ବାଉଁଶପାଳ ସରସାହିର ରୋହିତ ପ୍ରଧାନ ।…
Read More...

ଉପର ମୁହାଁ କରୋନା : ଶତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟା ସଂଗଠନ, ୫୨ ପ୍ରତିଶତ କୋଭିଡ କେସ୍

ନୂଆଦିଲ୍ଲୀ : କୋରଳରେ ବଢୁଥିବା କରୋନା ସଂକ୍ରମଣ ଭାରତରେ ଚିନ୍ତା ବଢାଉଛି । ହେଲେ ଏବେ ଭାରତରେ କରୋନା କେଶ ବଢୁନାହିଁ , ସାରା ବିଶ୍ୱରେ ଦ୍ରୁତ ଗତିରେ କରୋନା ବଢୁଛି । ବିଶ୍ୱରେ ଗୋଟିଏ ମାସରେ କୋଭିଡ କେଶ ୫୨ ପ୍ରତିଶତ ବୃଦ୍ଧିପାଇଛି  । ଏହି ସମୟ ଭିତରେ ବିଶ୍ୱରେ ସାଢ଼େ ୮ ଲକ୍ଷ ନୂଆ ମାମଲା…
Read More...

ଜାନୁଆରୀ ୧୫ରୁ ଜମିବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା , ପୂଜାର୍ଚନା ପରେ ସ୍ଥାପନ ହେଲା ଖୁଣ୍ଟ

ବରଗଡ଼ : ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁଭସ୍ତମ୍ଭ, ଇନ୍ଦ୍ରଧ୍ୱଜ ସ୍ଥାପନ କରାଯାଇଛି । ଧାର୍ଯ୍ୟ ଲଗ୍ନ ଅନୁସାରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା ।ସେଠାରୁ ଦେବୀଙ୍କ ଇଦ୍ରଧ୍ୱଜକୁ ଶୋଭାଯାତ୍ରାରେ ନିଆଯାଇ ସ୍ଥାନୀୟ ହାଟପଦାସ୍ଥିତ…
Read More...