ଜମ୍ମୁ କଶ୍ମୀରର ଡିଜିପି ଦାୟିତ୍ୱ ତୁଲାଇବେ ଓଡ଼ିଆ ଆଇପିଏସ

ପୁଣି ଜଣେ ଓଡିଆ ଆଇପିଏସ ଅଫିସରଙ୍କୁ ଗୁରୁ ଦାଇତ୍ୱ । ଜମ୍ମୁ କଶ୍ମୀରର ଭାରାପ୍ରାପ୍ତ ଡିଜିପି ଦାୟିତ୍ୱ ତୁଲାଇବେ ଓଡ଼ିଆ ଆଇପିଏସ । ବର୍ତ୍ତମାନ ଜମ୍ମୁ କଶ୍ମୀର ପୋଲିସର ଗୁଇନ୍ଦା ମୁଖ୍ୟ ଭାବେ ସେ କାର୍ଯ୍ୟ କରୁଛନ୍ତି। ନଭେମ୍ବର ୧ରୁ ସେ ଜମ୍ମୁ କଶ୍ମୀରର ଇନଚାର୍ଜ ଡିଜିପି ଭାବେ ଦାୟିତ୍ବ ଗ୍ରହଣ…
Read More...

ରଣ କ୍ଷେତ୍ର ପାଲଟିଲା ଲାଇଭ୍ ଟିଭି ଶୋ ; ବିଆରଏସ୍ , ବିଜେପି ମରାମରି

ଲାଇଭ୍ ଟିଭି ଶୋରେ ଆକ୍ରମଣ ବିତର୍କ ପାଲଟିଲା ରଣକ୍ଷେତ୍ର ନିଜ ପଦ ମର୍ଯ୍ୟାଦା ଭୁଲିଗଲେ ବିଧାୟକ ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କ ସହିତ ଲାଗିଲା ମାରପିଟ୍ ଅପ୍ରୀତିକର ପରିସ୍ଥିତିକୁ ଦେଖୁଥିଲେ ଲୋକ ଖୋଲା ମଂଚରେ ଚାଲିଲା ରାଜନୀତିର ଘୃଣା ଖେଳ ଖବର ଭିତରେ ନଜର୍ । ଟିକେ ଭଲ ଭାବେ…
Read More...

ଅକ୍ଟୋବର ୩୧ରେ ପ୍ରସାରିତ ହେବ ଜୀ-ସାର୍ଥକରେ ପ୍ରସାରିତ ରିଅଲିଟି ଶୋ ‘ଦିଦି ନମ୍ବର -୧’ର ୫୦୦ତମ ଏପିସୋଡ

ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ପ୍ରସାରିତ ଦର୍ଶକାଦୃତ ରିଅଲିଟି ଶୋ ‘ଦିଦି ନମ୍ବର -୧’ ପହଞ୍ଚିଛି ନିଜର ୫୦୦ତମ ଏପିସୋଡରେ ଏହା ପ୍ରସାରିତ ହେବ ଆସନ୍ତା ଅକ୍ଟୋବର ୩୧ରେ ସନ୍ଧ୍ୟା ୫ରେ । ଜୀ ସାର୍ଥକର ଏହି ଲୋକପ୍ରିୟ ରିଅଲିଟି ଶୋ’ ମନୋରଞ୍ଜନ ସହ ମହିଳାମାନଙ୍କ ପାଇଁ ଏକ ନୂଆ ପରିଚୟ…
Read More...

ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିବାରେ ବହୁମୂଲ୍ୟ ଯୋଗଦାନ ପାଇଁ ସ୍ୱରୂପ ଚିରସ୍ମରଣୀୟ ରହିବେ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କର ଆଜି ପରଲୋକ ହୋଇଛି। ଦୀର୍ଘଦିନ ଧରି  କ୍ୟାନ୍ସର ସହ ଲଢୁଥିବା ସ୍ୱରୂପଙ୍କର ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ଗତ ୫ ଦିନ ତଳେ ଗୁରୁତର ଅସୁସ୍ଥ ହୋଇ କଟକର ଏକ ଘରୋଇ…
Read More...

କୁଇସମାଜ ଯୁବ ପରିଷଦ କନ୍ଧମାଳ ତରଫରୁ ସଚେତନତା କାର୍ଯ୍ୟକ୍ରମ

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) :  କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ଅଞ୍ଚଳର ବିଲାମାଳ ପଞ୍ଚାୟତ ଧୁମାମାସ୍କା ଗ୍ରାମର ସ୍କୁଲ ପଡିଆଠାରେ ଏକ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା I ପ୍ରଥମଥର କୁଇ ସମାଜ ଯୁବ ପରିଷଦ,କନ୍ଧମାଳ ଏବଂ କୁଟିଆ କନ୍ଧ ଯୁବ ପରିଷଦ,ବିଲାମାଳ…
Read More...

ସମ୍ବଲପୁର ମହିଳା ମହାବିଦ୍ୟାଳୟ’ର ବିକାଶ ନେଇ ୧୦ ଲକ୍ଷ ପ୍ରଦାନ କରିଛନ୍ତି ଡ. ରାମକୃଷ୍ଣ ପଣ୍ଡା

ଭୁବନେଶ୍ୱର: ସମ୍ବଲପୁରର ପ୍ରାକ୍ତନ ଉଦ୍ଭିଦ ବିଜ୍ଞାନ ପ୍ରାଧ୍ୟାପକ ଡ. ରାମକୃଷ୍ଣ ପଣ୍ଡା । ନିକଟରେ ସମ୍ବଲପୁର ମହିଳା ମହାବିଦ୍ୟାଳୟର ‘ମୋ କଲେଜ’ ପାଣ୍ଠିକୁ ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରି ପ୍ରଶଂସାର ପାତ୍ର ହୋଇଛନ୍ତି । ଏହି ଅର୍ଥର ଦୁଇଗୁଣା ‘ମୋ କଲେଜ’ ପକ୍ଷରୁ ଅନୁଦାନ ମିଳିବ ।…
Read More...

ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରାଜ୍ୟସ୍ତରୀୟ ଆବିର୍ଭାବ ଦିବସ ସମାରୋହ

ବାଣପୁର( ସୁଧିର କୁମାର ପାତ୍ର ) : ସତ୍ୟବାଦୀ ପଞ୍ଚସଖା ଯୁଗର ଅନ୍ୟତମସାଧକ, ଆଦର୍ଶ ଶିକ୍ଷକ,ଶିକ୍ଷାବିତ୍, ନିସ୍ୱାର୍ଥ ପରଜନ ସେବକ, ପ୍ରବୀଣ ରାଜନିତୀଜ୍ଞ, ଓଡ଼ିଆ ଭାଷା ସାହିତ୍ୟର ଏକ ନିଷ୍ଠପୂଜାରୀ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପୁଣ୍ୟଆବିର୍ଭାବ ଦିବସ ସମାରୋହ ଜନ୍ମମାଟି ବାଣପୁର ଠାରେ…
Read More...

ଦନ୍ତାହାତୀ ୬୦ ବର୍ଷିୟ ବୃଦ୍ଧକୁ ଦଲି ଚକଟି ଦେଲା

ପାଟଣାଗଡ : ପାଟଣାଗଡରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଆଜି ଭୋର୍ ପାଟଣାଗଡ଼ ସହରେ ବୁଲୁଥିବା ଦେଖିବାକୁ ମିଳିଛି  ଦନ୍ତାହାତୀ। ଦାନ୍ତହାତୀଟି ଜଣେ ବୃଦ୍ଧକୁ ଦଳି ଛକଡ଼ି ଦେଇଛି । ଲରମ୍ଭା ଥାନା ପୁଡାପଦର ଗ୍ରାମର ଜଣେ ୬୦ ବର୍ଷିୟ ବୃଦ୍ଧକୁ ଦଲି ଚକଟି ଦେଇଥିବା ସୁଚନା ମିଲିଛି । ବୃଦ୍ଧ…
Read More...

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା କିରିଆମ୍ବା ଗ୍ରାମରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ନିର୍ମମ ହତ୍ୟା

ଗଞ୍ଜାମ (ରଜନୀକାନ୍ତ ପାତ୍ର) :  ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା କିରିଆମ୍ବା ଗ୍ରାମରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଯୁବକ ଙ୍କୁ ନିର୍ମମ ହତ୍ୟା l ମୃତକ ହେଲେ କରଚୁଲି ଗ୍ରାମର ସୁଶାନ୍ତ ପାତ୍ର l ଗତ ରାତିରେ ସୁଶାନ୍ତ ନିଜ ଗ୍ରାମକୁ ଫେରୁଥିବା ସମୟରେ କିଛି ବ୍ୟକ୍ତି ତାଙ୍କୁ ମାରଣାସ୍ତ୍ର…
Read More...

ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ, ଦୀର୍ଘଦିନ ଧରି ଗଳା କର୍କଟରେ ପୀଡିତ ଥିଲେ

ଭୁବନେଶ୍ବର : ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ ହୋଇଛି । ଦୀର୍ଘଦିନ ଧରି କ୍ୟାନ୍ସରରେ ପୀଡିତ ଥିବା ସ୍ୱରୂପ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।
Read More...