ମହିଳା ସାମ୍ବାଦିକାଙ୍କୁ ଚାପୁଡା ମାରିଲେ ଟୁଟୁ ନାୟକ , ଖାରବେଳ ନଗର ଥାନାରେ ମାମଲା ରୁଜୁ

ଭୁବନେଶ୍ୱର : ପୁଣି ବିବାଦରେ ଓଡିଆ ଚଳଚିତ୍ର ପ୍ରଯୋଜକ ଟୁଟୁ ନାୟକ । ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ଟୁଟୁ ନାୟକ ମାଡ ମାରିଥିବା ଅଭିଯୋଗ ହୋଇଛି । ଟୁଟୁ ନାୟକ ମାଡ ମାରିଥିବା ଅଭିଯୋଗ ହୋଇଛି । ଟୁଟୁ ନାୟକ ମାଡ ମାରିଥିବା ନେଇ ଖାରବେଳ ନଗର ଥାନାରେ ଅଭିଯୋଗ ଆଣିଛନ୍ତି ସମ୍ବାଦିକା…
Read More...

ଛତ୍ରପୁର ତାମ୍ପରାରେ ଓଲଟିଲା ଡଙ୍ଗା : ଭାଉଜ ମୃତ , ନଣନ୍ଦ ଉଦ୍ଧାର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ ତାମ୍ପରା ହ୍ରଦରେ ଘଟିଛି ଅଘଟଣ । ଡଙ୍ଗାରେ ଯାଉଥିବା ବେଳେ  ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ । ମୃତ ମହିଳା ଜଣକ ହୁମର ଗ୍ରାମର ପୁଷ୍ପା ବେହେରା (୩୪) । ତାଙ୍କ ନଣନ୍ଦ ବନି ବେହେରାଙ୍କୁ ସୁରକ୍ଷତି ଭାବେ ଉଦ୍ଧାର କରାଯାଇଛି…
Read More...

ଚାନ୍ଦବାଲି ମୁଖ୍ୟରାସ୍ତାରେ  ଦୁର୍ଘଟଣା ଦମ୍ପତି ଅବସ୍ଥା ଶଙ୍କଟାପୂର୍ଣ୍ଣ : କ୍ଷତି ପୂରଣ ଦାବୀରେ ରାସ୍ତାରୋକ

ଚାନ୍ଦବାଲି (ବିଜୟ ମହାଳିକ)  : ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ଉଗ୍ରତରା ମୁନି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଦମ୍ପତି ଗୁରୁତର ଭାବରେ ଆହତ ହୋଇଥିବା ଜଣାପଡିଛି। ତେବେ ଯାହା ସୂଚନା ମିଳିଛି ଦମ୍ପତି ଜଣଙ୍କ  ଚାନ୍ଦବାଲିରୁ ଭଦ୍ରକ ଯାଉଥିବା ବେଳେ ଏକ ପିକପ୍ ଭ୍ୟାନ…
Read More...

ଅଶାଳୀନ ପୋଷାକ ପିନ୍ଧିବା ପଡ଼ିଲା ମହଙ୍ଗା : ଉର୍ଫିଙ୍କୁ ବାନ୍ଧିଲା ପୋଲିସ

ମୁମ୍ବାଇ : ଉର୍ଫି ଜାଭେଦ ତାଙ୍କର ଅଜବ ଗଜବ ଡ୍ରେସ ଏବଂ ବୋଲ୍ଡ ଅନଦାଜ ପାଇଁ ଶବୁବେଳେ ଲାଇମ ଲାଇଟରେ ରୁହନ୍ତି । ଉର୍ଫି ତାଙ୍କର ପୋଷାକ ପାଇଁ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚରେ ରୁହନ୍ତି । ପୋଶାକ ପାଇଁ ଆଳେଚନା ହେବା କିଛି ନୂଆ କଥା ନୁହେଁ । ପ୍ରତିଥର ଉର୍ଫି କିଛି ନୂଆ ଶୈଲୀର ପୋଶାକ…
Read More...

ଅକ୍ଟୋବରରେ ୟୁପିଆଇ ମଧ୍ୟମରେ ହୋଇଛି ୧୦୦୦ କୋଟିର କାରବାର

ନୂଆଦିଲ୍ଲୀ : ଭାରତରେ ଡିଜିଟାଲ ପେମେଣ୍ଟ ଧାରା ଦୃତ ଗତିରେ ବଡୁଛି । ଏଥିପାଇଁ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସର ଏକ ବଡ ଭୂମିକା ରହିଛି । ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଅକ୍ଟୋବରରେ ସାରା ଦେଶରେ ୧୦୦୦ କୋଟିରୁ ଅଧିକ ଟଙ୍କାର…
Read More...

ରେଭ୍ ପାର୍ଟିରେ ସାପ ବିଷ, ଅଡୁଆରେ ବିଗ୍ ବସ୍ ବିଜେତା ଏଲଭିସ ଯାଦବ

ନୂଆଦିଲ୍ଲୀ : ବିଗବସ ବିଜେତା ୟୁଟ୍ୟୁବର ଏଲଭିସ ଯାଦବ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଅଭିଯୋଗ ହୋଇଛି । ଏଲଭିସ ଏବଂ ତାଙ୍କ ସହଯୋଗୀ ମାନେ ରେଭ୍ ପାର୍ଟିର ଆୟୋଜନଜ କରାିବା ନେଇ ଆୟୋଜନ କରାଇଥିଲେ ।ବେଆଇନ ଢଙ୍ଗରେ ପାର୍ଟି ଆୟୋଜନ ସହ ପଶୁପକ୍ଷୀ ଚୋରାଚାଲାଣ କରୁଥିବା ବ୍ୟକ୍ତିଙ୍କ ସହ ଏଲଭିସ…
Read More...

ଚିଲିକାକୁ ଆସିଲେଣୀ ବିଦେଶୀ ପକ୍ଷୀ : ୭୭ ପ୍ରଜାତିର ୭୪ ହଜାରରୁ ଉର୍ଦ୍ଧ୍ବ

ଟାଙ୍ଗୀ : ଶୀତ ଆସିଲେ ଚିଲାକୁ ବିଦେଶୀ ପକ୍ଷୀ ମାନେ ଆସନ୍ତି । ଚିଲିକାରେ ବିଦେଶୀ ପକ୍ଷୀଙ୍କ ଭିଡ ଦେଖିବାକୁ ମିଳୁଛି ।ଶିତ ଆରମ୍ଭରେ ଚିଲିକାକୁ ଆସିଲେଣି ୭୭ ପ୍ରଜାତିର ୭୪ ହଜାର ୩୨୨ଚ ବିଦେଶୀ ପକ୍ଷୀ । ନଳବଣରେ ଅଛନ୍ତି ୭୭ ପ୍ରଜାତିର ୩୦ ହଜାର ୨୧୨ ପକ୍ଷୀ । ସେଥି ମଧ୍ୟରୁ ୟୁରୋସିଆନ…
Read More...

ଏକ ଘରୋଇ ସ୍କୁଲ ପରିସରରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖୋର୍ଦ୍ଧା : ଏକ ଘରୋଇ ସ୍କୁଲ ପରିସରରେ ଥିବା ହଷ୍ଟେଲ ନିକଟସ୍ଥ ଆମ୍ବ ଘଛରୁ ଝୁଲନ୍ତା ଅବସ୍ଥାରେ ଦଶମ ଶ୍ରେଣୀ ଛାତ୍ରର ମୃତ ଦେହ ଉଦ୍ଧାର କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ନୟାଗଡ ରାସ୍ତାରେ ଘରୋଇ ପବ୍ଲିକ ସ୍କୁଲରେ ।ସେଇ ସ୍କୁଲରେ ପଢୁଥିବା ଦଶମ ଶ୍ରେଣୀର ଛାତ୍ରର…
Read More...

କର୍ଣ୍ଣାଟକରରେ ଏକ ଟ୍ରକ ଏବଂ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା , ୫ ମୃତ

ନୂଅଦିଲ୍ଲୀ : କର୍ଣ୍ଣାଟକର କାଲାବୁରାଗିରେ ଏକ ଟ୍ରକ ଏବଂ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା କାଲାବୁରାଗିର ବଲୁରାଗିରେ ଗ୍ରାମ ନିକଟରେ ହୋଇଛି । କଲାବୁରାଗିର ଏସପି ଓ ଶ୍ରୀନିବାସୁଲୁଙ୍କ ଅନୁଯାୟୀ, କାଲାବୁରାଗି ଜିଲ୍ଲାରେ…
Read More...

କଟକ ଚଣ୍ଡୀମନ୍ଦିର ସମ୍ମୁଖରେ ଦୁଇ ଅଟୋ ଚାଳକଙ୍କ ମାରପିଟ , ଜଣେ ମୃତ

କଟକ : କଟକରେ ନୃଶଂସ ହତ୍ୟାକାଣ୍ଡ । ଚଣ୍ଡୀମନ୍ଦିର ସମ୍ମୁଖରେ ୨ ଅଟୋ ଚାଳକ ମଧ୍ୟରେ ମାରପିଟରେ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଅଟୋ ଚାଳକ ଆଉ ଜଣେ ଅଟୋ ଚାଳକକୁ ପିଟି ମାରିଥିବା ଅଭିଯୋଗ ହୋଇଛି । ଅଟୋ ଚାଳକ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ନେଇଥିଲେ ସେଠାରେ ତାଙ୍କ ମୃତ୍ୟୁ ହୋଇଛି…
Read More...