ନିଜକୁ ଜନ୍ମ ଦିନର ଭେଟି : ୪୯ତମ ଦିନିକିଆ ଶତକ ହାସଲ କରି ସଚିନଙ୍କ ସମକକ୍ଷ ହେଲେ ବିରାଟ କୋହଲି

କୋଲକାତା: କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ପ୍ରଥମ କରି ମୁହାଁମୁହିଁ ହୋଇଥିଲେ  ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ଗତକାଲି ଇଡେନ ଗାର୍ଡେନରେ  ବିରାଟଙ୍କ ‘ବିରାଟ’ ଇନିଂସ ଦେଖିବାକୁ ମିଳିଛି। ଦିନିକିଆରେ ଶତକ ହାସଲ କରିବାରେ…
Read More...

ଆଜି ବି RBI ଆଗରେ ଲମ୍ବା ଲାଇନ

ଭୁବନେଶ୍ୱର : ଦୁଇ ଦିନ ଛୁଟି ପରେ ପୁଣି ଆରବିଆଇ ସାମ୍ନାରେ ଭିଡ ଦେଖିବାକୁ ମିଳିଛି ।୨ହଜାର ଟଙ୍କା ନୋଟ ପାଇଁ ଆରବିଆଇ ବାହାରେ ଜମିଛି ଲମ୍ବା ଲାଇନ । କଳାଟଙ୍କା ବଦଳାଇବାକୁ ଗରିବ ଦିନ ମଜୁରିଆଙ୍କୁ କରାଯାଇଛି ମାଧ୍ୟମ । ଗରିବ ଦିନ ମଜୁରିଆଙ୍କୁ ଲାଇନରେ ଛିଡାକରି ୨୦ ହଜାର ଟଙ୍କିଆ ନୋଟ…
Read More...

ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥର କଟିପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ବାଲେଶ୍ଵର (ଅଜିତ କୁମାର ସାହୁଙ୍କ ରିପୋର୍ଟ) : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥର କଟିପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଘଟଣା ସ୍ଥଳରେ ଡମ୍ପର ଡ୍ରାଇଭର ମୃତ । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ଭୋର ସମୟରେ କଟିପୋଲ ନିକଟରେ ଜଳେଶ୍ବର ଅଭିମୁଖେ…
Read More...

କୋହଲିଙ୍କ ଜନ୍ମ ଦିନରେ ବାଲୁକାକୃତି ଜରିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ

ଭାରତୀୟ କ୍ରୀକେଟର ତଥା  ଦଳର ପୂର୍ବତନ କ୍ଯାପଟେନ ବିରାଟ କୋହଲିଙ୍କ ଜନ୍ମ ଦିନ। କୋହଲି ୩୫ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତେବେ ଏହି ଆନ୍ତର୍ଜାତୀୟ କ୍ରୀକେଟର କୋହଲିଙ୍କ ଜନ୍ମ ଦିନରେ ବାଲୁକାକୃତି ଜରିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।…
Read More...

ସୋମବାରଠୁ ଜୟପୁରକୁ ଉଡିବ ଦ୍ୱିତୀୟ ବିମାନ : ୨ ଦିନ ସେବା ଯୋଗାଇବ ‘ଇଣ୍ଡିଆ ୱାନ୍ ଏ’ ସଂସ୍ଥା

ଭୁବନେଶ୍ୱର : ଓଡ଼ିଶାରେ ବିମାନ ସେବାର ସଂପ୍ରସାରଣ ହେବ । ବିମାନ ଯୋଗେ ଯୋଗାଯୋଗ ବ୍ୟବସ୍ଥା ଆହୁରି ଉନ୍ନତ ହେବ । ଚଳିତ ମାସ ୬ ତାରିଖରୁ ଭୁବନେଶ୍ୱରରୁ ଜୟପୁର ଦ୍ୱିତୀୟ ସିଧାସଳଖ ବିମାନସେବା ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ଆର୍ଥିକ ସହଯୋଗରେ ଇଣ୍ଡିଆ ୱାନ ବିମାନ କମ୍ପାନୀ ପ୍ରତି ସପ୍ତାହରେ…
Read More...

ଭାରତ ନେପାଳ ଲୋକଙ୍କ ସହ ସବୁବେଳେ ଅଛି , ସବୁ ପ୍ରକାର ସାହାଯ୍ୟ କରିବ…

“ନେପାଳର ଲୋକଙ୍କ ସହ ଭାରତ ଏକତାର ସହ  ଛିଡା ହେଇଛି ଏବଂ ଯଥା ସମ୍ଭବ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି । ଶୋକସନ୍ତପ୍ତ ପରିବାର ପ୍ରତି ଆମର ଗଭୀର ସମବେଦନା ଅଛି ଏବଂ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛୁ ।” ଏହା ହେଉଛି ନେପାଳ ଭୂକମ୍ପ ସମ୍ପର୍କରେ ପିଏମ ମୋଦୀ X ରେ ପୋଷ୍ଟ କରିଥିବା…
Read More...

ଭୂମିକମ୍ପରେ ଦୋହଲିଲା ନେପାଳ : ୧୨୮ରୁ ଅଧିକ ଲୋକ ମୃତ୍ୟୁ

କାଠମାଣ୍ଡୁ : ନେପାଳରେ ଭୟଙ୍କର ଭୂମିକମ୍ପ । ଗତକାଲି ବିଳମ୍ବିତ ରାତ୍ରୀରେ ଆସିଥିବା ବଡ଼ ଧରଣର ଭୂକମ୍ପ ଝଟକାରେ ୧୨୮ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୧୦୦ରୁ ଅଧିକ ଗୁରୁତର ରହିଛନ୍ତି। ୬.୪ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଯୋଗୁଁ ବହୁ ଅଟ୍ଟାଳିକା ଓ ଘର ଭାଙ୍ଗି ଯାଇଥିବା ବେଳେ ବହୁ ଲୋକ…
Read More...

ବିଶ୍ୱକପରେ ଟିମ ଭାରତକୁ ବଡ ଝଟକା : ଦଳରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ : ବିଶ୍ବକପ୍‌ରେ ଟିମ୍‌ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା। ଚଳିତ ବିଶ୍ବକପ୍‌ରେ ଦମ୍‌ଦାର ଫର୍ମରେ ଥିବା ଭାରତୀୟ ଦଳର ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଥିବା ବିଶ୍ବକପ୍‌ରୁ ବାଦ୍‌ ପଡିଛନ୍ତି। ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ବୋଲିଂ କରୁଥିବା ବେଳେ ପାଣ୍ଡ୍ୟାଙ୍କ ଗୋଇଠିରେ ଆଘାତ…
Read More...

ଭାରତ ଜିତିବା ପରେ ଏଭଳି କିଛି ଫଟୋ ସେୟାର କଲେ ଅନୁଷ୍କା

ମୁମ୍ବାଇ: ଚଳିତ ବିଶ୍ବକପରେ ଗୁରୁବାର ଶ୍ରୀଲଙ୍କାକୁ ୩୦୨ ରନରେ ପରାସ୍ତ କରି ବିଶ୍ବକପ୍ ଇତିହାସରେ ଭାରତ ନିଜର ସର୍ବବୃହତ୍ ବିଜୟ (ରନ୍ ବ୍ୟବଧାନ) ସହ ସେମିଫାଇନାଲରେ ପ୍ରବେଶ କରିଛି। ଭାରତୀୟ ବ୍ୟାଟର୍ ମାନଙ୍କ ଏକାଗ୍ରତା ଓ ଅସାଧାରଣ ଖେଳର ପରିଚୟ ଦେଇ ପ୍ରତିପକ୍ଷ ତଥା ପଡ଼ୋଶୀ ଶ୍ରୀଲଙ୍କାକୁ…
Read More...

ଓଡିଆ ଚଳଚ୍ଚିତ୍ର “ମାଇ ସୁଇଟ୍ ହାଉସ୍  ଓ୍ବାଇଫ୍”  ପ୍ରିମିୟର ଅନୁଷ୍ଠିତ  ହୋଇଯାଇଛି

ଭୁବନେଶ୍ବର : ଆଜି ଭୁବନେଶ୍ବର ମହାରାଜା ହଲ ଠାରେ ଏକ ବର୍ଣାଢ୍ୟ ପରିବେଶରେ ଓଡିଆ ଚଳଚ୍ଚିତ୍ର "ମାଇ ସୁଇଟ୍ ହାଉସ୍  ଓ୍ବାଇଫ୍"  ପ୍ରିମିୟର ଅନୁଷ୍ଠିତ  ହୋଇଯାଇଛି। ସାରା ଓଡିଶାରେ ୨୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ବିବାହ ହେଉଛି ଏକ ପବିତ୍ର ବନ୍ଧନ l ବିଶେଷଭାବେ ଆମ ଭାରତୀୟ ସମାଜ ଓ…
Read More...