ବିରାଟ କୋହଲିଙ୍କ ନାଁରେ ନୂଆ କୀର୍ତ୍ତିମାନ ,୧୪୬ ବର୍ଷ କ୍ରିକେଟରେ ଇତିହାସରେ ପ୍ରଥମ

ମୁମ୍ବାଇ  : ବିରାଟ କୋହଲିଙ୍କ ବିରାଟ ରେକର୍ଡ । ଜଣେ କ୍ରିକେଟ୍ର ଭାବେ ଏପରି ଉପଲବ୍ଧି ହାସଲ କରିବାରେ ବିରାଟ ସାଜିଛନ୍ତି ପ୍ରଥମ ଖେଳାଳି । ଟି-୨୦-ଟେଷ୍ଟ-ଦିନିକିଆ କ୍ରିକେଟ୍କୁ ମିଶାଇ ୭ଟି କ୍ୟାଲେଣ୍ଡର ବର୍ଷରେ ୨୦୦୦ରୁ ଅଧିକ ରନ୍ ହାସଲ କରିବାରେ ନୂଆ କୀର୍ତ୍ତିମାନ କରିଛନ୍ତି ବିରାଟ । ଆଉ…
Read More...

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ୬୦ ନୁହେଁ ବରଂ ୫୦ବର୍ଷ ପରେ ମିଳିବ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା

ଝାଡଖଣ୍ଡ : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସେରେନ ଏସସି, ଏସଟି, ଓବିସି ଓ ଆଦିବାସୀ ଲୋକଙ୍କୁ ବଡ ଉପହାର ଦେଇଛନ୍ତି । ସେ କହିଛନ୍ତି କି ଖୁବଶୀଘ୍ର ଏହି ବର୍ଗର ଲୋକଙ୍କ ପାଇଁ ବୟସ ସୀମା କୋହଲ କରାଯିବ । ସେମାନଙ୍କୁ ୬୦ ବର୍ଷ ପରେ ନୂହେଁ ବରଂ ୫୦ ବର୍ଷ ପରେ ପେନସନ ଦିଆଯିବ । ହେମନ୍ତ…
Read More...

ଡିସେମ୍ବର ୩୧ରେ ୧୧ଟାରେ ଶ୍ରୀମନ୍ଦିର ପହୁଡ, ନୂଆବର୍ଷରେ ରାତି ୧ରୁ ମହାପ୍ରଭୁ ଦର୍ଶନ

ପୁରୀ : ନୂଆବର୍ଷରେ ରାତି ଗୋଟାଏରୁ ଶ୍ରୀମନ୍ଦିରରେ ହେବ ଦର୍ଶନ । ଡିସେମ୍ବର ୩୧ ରାତି ୧୧ଟା ରେ ପଡିବ ପହଡ । ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ପୂରୀରେ ଲକ୍ଷାଧିକ ଭକ୍ତ , ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଖ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାତି ୧ରୁ…
Read More...

ଚାରି ବର୍ଷର ନାବାଳକ ଉପରେ ମାଡିଗଲା ଟ୍ରକ୍: ଘଟଣା ସ୍ଥଳରେ ହିଁ ମୃତ୍ୟୁ , କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କଲେ…

ନବରଙ୍ଗପୁର : ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା  । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଦେବଭରଣ୍ଡି  ଦେଇ ଯାଇଥିବା ଚାରି ନମ୍ବର ରାଜରାସ୍ତା ଠାରେ ଆଜି ସଖାଳେ ପ୍ରାୟ 7ଟାରେ ଏକ ଟ୍ରକ୍ ମାଡ଼ି ଯିବାରୁ ଚାରି ବର୍ଷର ନାବାଳକ ମୃତ୍ୟ ହୋଇଛି । ଛତିଶଗଡ଼ରୁ ଓଡ଼ିଶା ଦେଇ…
Read More...

ଗୋପାଳ ସମୁଦ୍ରରେ ଅଘଟଣ , ମାଛ ମାରିବାକୁ ଯାଇଥିବା ବେଳେ ଟଙ୍ଗା ସଳଟି ଜଣେ ମୃତ , ଅଳ୍ପକେ ବତ୍ତିଲେ ୨

ଗୋପାଳପୁର : ଗୋପାଳପୁର ସମୁଦ୍ର ଅଘଟଣ । ମାଛ ମାରିବାକୁ ଯାଉଥିବା ବେଳେ ଡଙ୍ଗା ଓଲଟି ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ  ବି. ବୈରାଗୀ.  । ଭୋର ୪ଟା ବେଳେ ଏମ.ବାଲାରାଜୁ  , ବି . ବୈରାଗୀ ଓ ଏମ . ସିମୁଡୁ ମାଛ ମାରିବାକୁ ଯାଉଥିବା ବେଳେ ଏକ ବଡ ଲହଡିରେ ଡଙ୍ଗାଣି ଭାରସାମ୍ୟ ହରାଇ…
Read More...

ରାଥିବାଲି ଜଳପ୍ରପାତରେ ଅଘଟଣ, ନୂଆ ବର୍ଷ ବୁଲିବାକୁ ଯାଇ ଖସିଗଲା ଗୋଡ଼, ଜଣେ ମୃତ୍ୟୁ

ପଟାଙ୍ଗି (ଦଶରଥ ମାଛ) : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଲିଗାବଡ଼ରସ୍ଥିତ ରାଥିବାଲି ଜଳପ୍ରପାତରେ ଅଘଟଣ । ଜଳପ୍ରପାତରୁ ଖସି ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ କଟକ ଜିଲ୍ଲାର ଜଗତପୁର ଅଞ୍ଚଳର ଏସ କେ ଆଜାଦ ମହମ୍ମଦ । ସୂଚନା ଅନୁଯାୟୀ କଟକ ଜଗତପୁର ଅଞ୍ଚଳର ୫…
Read More...

ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ : ଅଯୋଧ୍ୟାର ଧାମର ରେଳ ଷ୍ଟେସନ ଉଦଘାଟନ

ଅଯୋଧ୍ୟା : ଅଯୋଧ୍ୟା ଧାମର ଷ୍ଟେସନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟପାଳ ଆନନ୍ଦିବେନ ପଟେଲ , ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ , କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ଉପସ୍ଥିତିରେ ଅଯୋଧ୍ୟ ଧାମ ଷ୍ଟେସନର ଉଦଘାଟନ କରିଛନ୍ତି ମୋଦି । ଅଶ୍ୱିନୀ…
Read More...

ଆସନ୍ତାକାଲି ଅବସର ଗ୍ରହଣ କରିବେ ପୋଲିସ ଡିଜି ସୁନୀଲ ବଂଶଲ

ଭୁବନେଶ୍ୱର : ଆସନ୍ତାକାଲି ଅବସର ନେବେ ପୋଲିସ ଡିଜି ସୁନୀଲ ବଂଶଲ । ଏହା ପୂର୍ବରୁ ପରବର୍ତୀ ଡିଜି ନାମ ଚୂଡାନ୍ତ ହୋଇପାରିନାହିଁ । ବରିଷ୍ଠ ଦୃଷ୍ଟିରୁ ୩ଜଣଙ୍କ ନାଁ ସୁପାରିସ କରିବା କଥା ଏଯାଏଁ ଆସିପାରିନାହିଁ । ତେଣୁ ନୂଆ ବର୍ଷରୁ ନୂଆ ଡିଜିପି ନିଯୁକ୍ତ ହେବା ସମ୍ଭାବନା କମ୍ । ତେଣୁ…
Read More...

ଜାରିହେଲା ବିଏମ୍‌ସିର ସ୍ବତନ୍ତ୍ର ନିର୍ଦ୍ଦେଶନାମା , ଡେରିରେ ଅଫିସ୍ ଆସିଲେ ଦରମା ବନ୍ଦ

ଭୁବନେଶ୍ୱର : ଜାରିହେଲା ବିଏମ୍‌ସିର ସ୍ବତନ୍ତ୍ର ନିର୍ଦ୍ଦେଶନାମା। ଡେରିରେ ଅଫିସ୍ ଆସିଲେ ଦରମା ବନ୍ଦ। ବିଏମ୍‌ସି କର୍ମଚାରୀମାନଙ୍କ ବିଳମ୍ବରେ ଅଫିସ ଆସିବା ଆଉ ବରଦାସ୍ତ କରାଯିବ ନାହିଁ । ବିଏମ୍‌ସି ମୁଖ୍ୟାଳୟରେ କାମ କରୁଥିବା ସମସ୍ତ କର୍ମଚାରୀ ୯.୪୫ରୁ ୧୦.୧୫ ମଧ୍ୟରେ ପହଞ୍ଚିବେ। ଅଧିକରୁ…
Read More...

ଡକ୍ଟର ମନୋରମା ମହାନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର : ଡ.ମନୋରମା ମହାନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ହୋଇଛନ୍ତି । ଗୁଜରାଟ ଅହମଦାବାଦସ୍ଥିତ ପାଣିପାଗ କେନ୍ଦ୍ର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଡ.ମହାନ୍ତିଙ୍କୂ ( ବୌଜ୍ଞାନିକ-ଏଫ୍) ଗ୍ରେଡକୁ ପଦନ୍ନୋତି ସହ ଏହି ନୂତନ ନିଯୁକ୍ତି…
Read More...