କମାରଯୋଡା ଠାରେ ମା’ ତାରିଣୀଙ୍କ ନୂତନ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା

ଯୋଡ଼ା (ରମେଶ ଚନ୍ଦ୍ର ମହାପାତ୍ର) : ଯୋଡା ପୌରପାଳିକା ଅନ୍ତର୍ଗତ କମାରଯୋଡା ଠାରେ ଶୁକ୍ରବାର ଦିନ ମା’ ତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଏବଂ ବିଗ୍ରହ ସ୍ଥାପନ କରାଯାଇଛି । ରୀତି ନୀତି ଅନୁଯାୟୀ ପୂଜା ଅର୍ଚ୍ଚନା ପରେ ମା’ଙ୍କର ଏହି ବିଗ୍ରହ ସ୍ଥାପନ କରାଯାଇଛି । ଏ ନେଇ ସମଗ୍ର କମାରଯୋଡା…
Read More...

ତାଳଚେରରେ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ତାଳଚେରଠାରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ କରିଛନ୍ତି। ଏହି ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

NBW ଜାରି କରିବା ଆବେଦନକୁ ଗ୍ରହଣ କଲେ କୋର୍ଟ , ଗିରଫ ହୋଇପାରନ୍ତି ସୌରୀନ ଭଟ୍ଟ

କଟକ: ଯେ କୌଣସି ସମୟରେ ଗିରଫ ହୋଇପାରନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ । ଯୌନ ନିର୍ଯାତନା ମାମଲାରେ ସୌରିନଙ୍କ ବିରୋଧରେ ଏନବିଡବ୍ଲୁ ଜାରି କରିବା ଆବେଦନକୁ ଗ୍ରହଣ କରିଛନ୍ତି କୋର୍ଟ। ଏନବିଡବ୍ଲୁ ଜାରି କରିବାକୁ ପୁଲିସ କୋର୍ଟରେ ଆବେଦନ କରିଛି। ତଦନ୍ତରେ ସହଯୋଗ କରୁନଥିବାରୁ ସୌରିନଙ୍କୁ…
Read More...

ଗମ୍ଭୀରଙ୍କୁ କଟାକ୍ଷ କରିବା ପରେ ଶ୍ରୀଶାନ୍ତଙ୍କୁ ନୋଟିସ

ନୂଆଦିଲ୍ଲୀ: ଲିଜେଣ୍ଡସ କ୍ରିକେଟ୍‌ ଲିଗର ଆୟୋଜନ ଭାରତର ଅନେକ ସହରରେ ହେଉଛି। ଏହି ମ୍ୟାଚ ପାଇଁ ଖେଳପ୍ରେମୀ ବି ଖୁବ ଉତ୍ସାହିତ ଅଛନ୍ତି। ନିକଟରେ ଇଣ୍ଡିଆ କ୍ୟାପିଟାଲ୍ସର ଓ ଗୁଜୁରାଟ ଜାଏଣ୍ଟସ ଦୁଇଟି ଦଳ ମଧ୍ୟରେ ଖେଳ ଚାଲିଥିବା ବେଳେ ଦ୍ୱିତୀୟ ଓଭର୍‌ରେ ଶ୍ରୀଶାନ୍ତ ଓ ଗମ୍ଭୀରଙ୍କ ମଧ୍ୟରେ…
Read More...

ରଣବୀରଙ୍କ ସହ ବେଲ୍ଡ ସିନ ଦେଇ ଚର୍ଚ୍ଚାରେ ତୃପ୍ତି

ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ଆନିମଲ’ ବକ୍ସ ଅଫିସରେ ଧମାଲ ମଚାଉଛି । ‘ଆନିମଲ’ କଲେକସନ ମଧ୍ୟ ଅନେକଙ୍କ ଫଲ୍ମ ରେକର୍ଡ ଭାଙ୍ଗିଛି । ଏହା ଭିତରେ ରଣବୀର କପୁର ଏବଂ ତୃପ୍ତି ଡିମ୍ରିଙ୍କ ଇନଣ୍ଟିମେଣ୍ଟ ସିନକୁ ନେଇ ଅନେକ ଚର୍ଚ୍ଚା ହୋଇଛି । ଲୋକମାନେ ଉଭୟଙ୍କ ଯୋଡିକୁ ପସନ୍ଦ କରିବା ସହ ତାଙ୍କ…
Read More...

ବଦଳିବ ଶ୍ରୀଗୁଣ୍ଡିଚା ମନ୍ଦିରର ରୂପରେଖ , ପାଚେରୀରେ ସ୍ଥାନ ପାଇବ ଶ୍ରୀକୃଷ୍ଣଙ୍କ ୬୪କଳା

ପୁରୀ : ବଦଳିବ ଶ୍ରୀଗୁଣ୍ଡିଚା ମନ୍ଦିରର ରୂପରେଖ। ଭିତର ପାଚେରୀରେ ସ୍ଥାନ ପାଇବ ଶ୍ରୀକୃଷ୍ଣଙ୍କ ୬୪କଳା। ଆନନ୍ଦବଜାରରେ ହେବ କଳେବର। ଏଣୁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ନିର୍ମାଣ ପ୍ରକ୍ରୀୟା। ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଏଭିକସନ ଆରମ୍ଭ ହୋଇଛି। ଗୁଣ୍ଡିଚା ମନ୍ଦିର…
Read More...

ଲୋକସଭାରୁ ବହିଷ୍କତୃ ହେଲେ ଟିଏମ ସାଂସଦ ମହୁଆ ମୈତ୍ର

ଲୋକସଭାରୁ ବହିଷ୍କୃତ ହେଲେ ଟିଏମ୍‌ସି ସାଂସଦ ମହୁଆ ମୈତ୍ର। କ୍ୟାଶ୍‌ ଫର୍‌ କ୍ୱେରୀ (ପ୍ରଶ୍ନ ପାଇଁ ଲାଞ୍ଚ) ମାମଲାରେ ମହୁଆ ବହିଷ୍କୃତ ହୋଇଛନ୍ତି। ତାଙ୍କ ସଂସଦୀୟ ପଦ ରଦ୍ଦ ହୋଇଛି। ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ସାଂସଦଙ୍କୁ ବହିଷ୍କାର କରାଯାଇଛି। ଲୋକସଭାରେ ଗୁରୁବାର ଏଥିକ୍ସ କମିଟି…
Read More...

ନବରଙ୍ଗପୁର ମଣ୍ଡେଇ ନାଟକ ମହୋତ୍ସବ :  ଦର୍ଶକଙ୍କ ମନମୋହିଲା ନାଟକ -ନିଶା

ଉମରକୋଟ (ମନୋଜ କୁମାର ନାୟକ) : ଉମରକୋଟ ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ । ଭାରତୀ କଳା ନିକେତନର କଳାକାରମାନଙ୍କ ଦ୍ବାରା ଉମରକୋଟ ପୌରପରିଷଦ ସୌଜନ୍ଯରୁ ମଣ୍ଡେଇ ନାଟକ ମହୋତ୍ସବରେ ନାଟକ "ନିଶା"ପରିବେଷଣ କରା ଯାଇଥିଲା। ବଳିଷ୍ଠ କଥାବସ୍ତୁ, ସଂଳାପ ତଥା ସାମାଜିକ…
Read More...

ଅପରିବର୍ତ୍ତିତ ରହିଲା ରେପୋ ରେଟ୍ , ରିଜର୍ଭ ବ୍ୟାଙ୍କର ତ୍ରୈମାସିକ ମୁଦ୍ରାନୀତି ଘୋଷଣା

ନୂଆଦିଲ୍ଳୀ : ରୋପୋ ରେଟ୍ ଅପରିବର୍ତ୍ତିତ ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ‘ମନିଟାରି ପଲିସି’ କମିଟି ନଷ୍ପତ୍ତି ଗ୍ରହଣ କରିଥିବା କଥା ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତିକ । ଲଗାତାର ପଞ୍ଚମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ରେପୋ ରେଟ୍ ୬.୫…
Read More...

୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କଲା ବିଜେପି

ନୂଆଦିଲ୍ଲୀ : ୩ ରାଜ୍ୟରେ ବିଜୟୀ ହୋଇଥିବା ବିଜେପି ଦଳ ପର୍ଯ୍ୟବେକ୍ଷକ ଘୋଷଣା କରିଛି । ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚୟନ ନିଷ୍ପତ୍ତି ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛି ବିଜେପି ।ରାଜସ୍ଥାନ ପାଇଁ ରାଜନାଥ ସିଂ, ବିନୋଦ ତାବଡେ ଓ ସରୋଜ ପାଣ୍ଡେଙ୍କୁ…
Read More...