ବୈତରଣୀ ନଦୀ ମଝିରେ ଅଜଣା ବସ୍ତୁ ଦେଖି ଲୋକ ଆତଙ୍କିତ

ଭଦ୍ରକ: ଭଦ୍ରକ ବୈତରଣୀ ନଦୀରେ ଆଜି ସକାଳେ ଏକ ଅଜଣା ବସ୍ତୁ ଦେଖିବାକୁ ମିଳିଥିଲା । ସେଇ ବସ୍ତୁଟି ଦେଖିବାକୁ କଳା ଏବଂ ହଳଦିଆ ରଙ୍ଗର । ବସ୍ତୁକୁ ଦେଖି ଲୋକ ଭୟଭୀତ ହୋଇଥିଲେ । ଅଜଣା ବସ୍ତୁ ବିଷୟରେ ଜାଣିବା ପରେ ସ୍ଥାନୀୟ ଲୋକ ପୋଲିସକୁ ଜଣାଇଥିଲେ । ଜଣାଇବା ପରେ ସେଠାରୋ ଓଡ୍ରାଫ ଟିମ ଆସି…
Read More...

ଆସୁଛି ୨ ଲଘୁଚାପ, ୨୫ରୁ ୩ ଦିନ ଅତିପ୍ରବଳ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିବ ବର୍ଷା। ଘନଘନ ଲଘୁଚାପ ପାଇଁ ବର୍ଷା ପରିମାର କମ ହେବନି । ଗୋଟିଏ ଲଘୁଚାପ ପଛକୁ ଆଉ ଗୋଟିଏ ଲଘୁଚାପ ଲାଗିରହିଛି । ସେଥିପାଇଁ ରାଜ୍ୟରେ କିଛି ଦିନ ଯାଏ ବର୍ଷା ଜାରିରହିବା ବର୍ତ୍ତମାନ ରାଜ୍ୟ ଉପରେ ଗୋଟିଏ ଘୂର୍ଣ୍ଣିବଳୟ ରହିଥିବା ଯୋଗୁଁ ରାଜ୍ୟର ବିଭିନ୍ନ…
Read More...

ମଣିପୁରରେ ଗମ୍ଭୀର ସ୍ଥିତି, ସଂକଟରେ ମେଇତି

ନୂଆଦିଲ୍ଲୀ: ମଣିପୁରରେ ଯେଉଁଭଳି ମହିଳାଙ୍କ ସହ ଯେଉଁଭଳି ଅଭାବନୀୟ ଘଟଣା ଘଟିଛି ତାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ବଢିବାରେ ଲାଗିଛି । ମେଇତି ଏବଂ କୁକି ସଂପ୍ରଦାୟ ଲୋକ ଇମ୍ଫାଲ ଠାରୁ ଆରମ୍ଭ କରି ଚୁରାଚନ୍ଦ୍ରପୁର, ବିଷ୍ଣୁପୁର ଏବଂ ଅନ୍ୟାନ୍ୟ ଜିଲ୍ଲାରେ ପୁଣି ମୁହାଁମୁହିଁ…
Read More...

କୋଟି ଓଡିଆଙ୍କର ମଉଡମଣି ଭାବର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ

କୋଟି ଓଡିଆଙ୍କର ମଉଡମଣି ଭାବର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ । ସେସିଆଲ ମିଡିଆରେ ଶ୍ରୀଜଗନ୍ନାଥଙ୍କ ଏକ ଭିଡିଓ ଖୁବ ଭାଇରାଲ ହେଇଛି । ଯେଉଁଠାରେ ଦେଖିବାକୁ ମିଳୁଛି ମହାପ୍ରଭୁଙ୍କୁ ଟ୍ରଲିରେ ବହୁଛନ୍ତି । ଏହି ଭିଡିଓଟି ଆସିବା ପରେ ଭକ୍ତଙ୍କ ମନରେ ଆଘାତ ହେଇଛି । ଆଜି ବୋଲି ନୁହେଁ ଆମେ…
Read More...

ପୁରୀ ବାସିଙ୍କ ପାଇଁ ସକାଳ ୭ଟାରୁ ଖୋଳିଛି ପଶ୍ଚିମ ଦ୍ୱାର

ପୁରୀ: ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର । ପୁରୀ ବାସିଙ୍କ ପାଇଁ ସକାଳ ୭ଟାରୁ ଖୋଳିଛି ପଶ୍ଚିମ ଦ୍ୱାର । ପରିଚୟ ପତ୍ର ଦେଖାଇ ପ୍ରବେଶ କରିଛନ୍ତି ପୁରୀବାସୀ । ଆବଶ୍ୟକ ହେଲେ ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଦ୍ୱାର ଖେଳାଯିବ ନେଇ ନିଷ୍ପତ୍ତି ନିଆଯିବ । ଗତକାଲି ବସିଥିବା ଗୁରୁତ୍ବପୂର୍ଣ୍ଣ…
Read More...

କଟକ କ୍ୟାଣ୍ଟେନମେଣ୍ଟଥାନାରୁ ଫେରାର ଥିବା ଅଭିଯୁକ୍ତଙ୍କ ମୃତଦେହ ଉଦ୍ଧାର

କଟକ: ଗତ କାଲି କ୍ୟାଣ୍ଟେନମେଣ୍ଟଥାନାରୁ ଫେରାର ଥିବା ଅଭିଯୁକ୍ତଙ୍କ ମୃତ ଦେହ ମହାନଦୀରେ ଭାସୁଛି । ଯେବ୍ରା ନିକଟ ୮୬ ନମ୍ବର ଗେଟ ପାଖରେ ମୁତ ଦେହ ଲାଗିଥିଲା । ତେବେ ମୃତକ ଜଣକ ହେଉଛନ୍ତି ଶଙ୍କର୍ଷଣ ବେହେରା(ବବଲୁ) । ମୃତକଙ୍କ ପରିବାର ବର୍ଗ ଉପସ୍ଥିତ ଅଛନ୍ତି । ସୂଚନା ଅନୁସାରେ ଗତ ୨୦…
Read More...

ରାଜ୍ୟ କ୍ୟାବିନେଟ ବୈଠକରେ ୧୭ ପ୍ରସ୍ତାବକୁ ମୋହର

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ୧୭ ପ୍ରସ୍ତାବକୁ ମୋହର ବାଜିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ମିଶନ ଶକ୍ତି, କୃଷି, ସ୍ୱାସ୍ଥ୍ୟ, ଗଣଶିକ୍ଷା, ଜଳସମ୍ପଦ, ସୂଚନା ଓ ପ୍ରଯୁକ୍ତି…
Read More...

ହୋଟେଲ ନ ମିଳିଲେ ହସ୍ପିଟାଲରେ ରହିବୁ

ଅହମଦାବାଦ : ଭାରତ ପାକିସ୍ଥାନ ବିଶ୍ବକପ ମ୍ୟାଚ ହେବାକୁ ଥିବାରୁ ମ୍ୟାଚ ପାଇଁ କ୍ରେଜ୍ ଦିନକୁ ଦିନ ବଢିଚାଲିଛି । ଅକ୍ଟୋବର ୧୫ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପରେ ଉଭୟ ଦଳ ମୁହାଁମୁହିଁ ହେବେ । ମ୍ୟାଚ ପାଇଁ ଏବେଠାରୁ ଅହମ୍ମଦାବାଦର ହୋଟେଲଗୁଡ଼ିକ ପ୍ରାୟ ବୁକିଂ…
Read More...

ପ୍ରକାଶ ପାଇଲା OJEE ରେଜଲ୍ଟ ,ବିଟେକରେ ୮,୬୫୫ଙ୍କୁ ରାଙ୍କ କାର୍ଡ

ଭୁବନେଶ୍ୱର: ପ୍ରକାଶ ପାଇଲା ସ୍ୱତନ୍ତ୍ର ଓଜେଇଇ ଫଳ । ଓଡ଼ିଶାର ସରକାରୀ ଓ ଘରୋଇ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ବି.ଫାର୍ମା, ଏମସିଏ, ଏମ୍.ଏସସି, ଏମ.ଟେକ୍, ଏମ୍. ଫାର୍ମା ଆଦିରେ ନାମଲେଖା ପାଇଁ ସ୍ୱତନ୍ତ୍ର ଓଜେଇଇ ହୋଇଥିଲା। ତେବେ ବିଟେକରେ ୮,୬୫୫ଙ୍କୁ ରାଙ୍କ କାର୍ଡ ମିଳିଥିବା ବେଳେ…
Read More...

୫୦୦ତମ ମ୍ୟାଚରେ କୋହଲି ରଚିଲେ ଇତିହାସ

ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟରେ ବିରାଟଙ୍କ ବ୍ୟାଟିଂ କୁ ନେଇ ସବୁଠି ଚର୍ଚ୍ଚା । ବିରାଟ  କୋହଲିଙ୍କ କ୍ୟାରିଅରର ୫୦୦ ତମ ଇଣ୍ଟରନ୍ୟାସନାଲ ମୁକାବିଲା। ନିଜର ୫୦୦ତମ ମ୍ୟାଚରେ ଇତିହାସ ରଚିଛନ୍ତି ବିରାଟ । ନିଜ କ୍ୟାରିଅରର ୫୦୦ତମ ଇଣ୍ଟରନ୍ୟାସନାଲ ମୁକାବିଲାରେ ଦେଖାଇଛନ୍ତି କୋହଲି। …
Read More...