ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ , SIଙ୍କ ଆତ୍ମହତ୍ୟା ଉଦ୍ୟମ
ଜୟପୁର: ପୋଲିସ SIଙ୍କ ଆତ୍ମହତ୍ୟା ଉଦ୍ୟମ । ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଛନ୍ତି । କେରାପୁଟ ପୋଲିସ ମୁଖ୍ୟାଳୟରେ ଡିଉଟିରେ ଥାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କେରାପୁଟ ମେଡିକାଲ ନେଇଥିଲେ ।ତାଙ୍କ ଅବସ୍ଥା ଗୁରୁତର ଥିବାରୁ ବିଶାଖାପାଟଣା ସ୍ଥାନାନ୍ତରଣ…
Read More...
Read More...