ଓଡିଶାରେ ଭାରତୀୟ ଜନତା ପାର୍ଟିର ନୂଆ ଟିମ

ଭୁବନେଶ୍ଵର :ଭାରତୀୟ ଜନତା ପାର୍ଟିର ନୂଆ ଟିମ । ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ନାଁ ଘୋଷଣା । ମନମୋହନ ସାମଲଙ୍କ ଅନୁମୋଦନ ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି । ଏଥିରେ ସାମିଲ ହୋଇଛନ୍ତ ୩୫ ଅଧିକାରୀ । ଏହି ତାଲିକାରେ ୧୦ଜଣ ଉପସଭାପତି ଓ ୫ଜଣ ସାଧାରଣ ସମ୍ପାଦକ ସାମିଲ…
Read More...

ହୀରାକୁଦ ଜଳ ଭଣ୍ଡାରର ଜଳ ସ୍ତର ବଢୁଛି, ଅପରାହ୍ନରେ ଖୋଲିବ ଅଧିକ ଗେଟ

ସମ୍ବଲପୁର: ବର୍ଷକୁ ନେଇ ବଢୁଛି ହୀରାକୁଦ ଜଳ ଭଣ୍ଡାର । ଗତ ୨୪ ଘଣ୍ଟାରେ ବଢିଲା ୬ଫୁଟ ବୃଦ୍ଧି ପାଇଛି ଜଳସ୍ତର । ଗତକାଲି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୦୯ ଫୁଟ ଥିବାବେଳେ ଆଜି ତାହା ୬୧୫ ଫୁଟ ଅତିକ୍ରମ କରିଛି। ଦୃତ ଗତିରେ ବଢିଚାଲିଛି ଡ୍ୟାମର ପାଣି । ପ୍ରତି ସେକେଣ୍ଡରେ ଡ୍ୟାମ…
Read More...

ବର୍ଷା ଯେଗୁଁ ଘୁଞ୍ଚିଲା ୟୁଜି ଓ ପିଜି ନାମଲେଖା ତାରିଖ

ଭୁବନେଶ୍ବର: ୟୁଜି ଓ ପିଜି ନାମଲେଖା ତାରିଖ ଘୁଞ୍ଚିଲା । ସଂପ୍ରତି ରାଜ୍ୟର କେତେକ ଭାଗରେ ବର୍ଷାଜନିତ ଖରାପ ପାଣିପାଗ ଯୋଗୁଁ ଦେଖାଦେଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୟୁ.ଜି. ଓ ପି.ଜି. ନାମଲେଖା ତାରିଖରେ ପରିବର୍ତ୍ତନ କରାଯାଇଛି । ୟୁ.ଜି. ନାମଲେଖା ଓ…
Read More...

କେଶର ଚା’ର ଉପକାରିତା

ଚା’ଭାରତୀୟ ମାନଙ୍କର ପ୍ରିୟ ଡ୍ରିଙ୍କ । ଦିନର ଆରମ୍ଭରୁ ସନ୍ଧ୍ୟାର ଶେଷ ପର୍ଯ୍ୟନ୍ତ ଚା’ର ଚାହିଦା ଥାଏ । ଚା’ ଭିନ୍ନ ଭିନ୍ନ ପ୍ରକାର ରହିଛି । ସେହି ଚା’ମଧ୍ୟରୁ କେଶର ଚା ଅନ୍ୟତମ । ଆଜି ଆମେ ଆପଣଙ୍କୁ କେଶର ଚା’ ପିଇବାର ଲାଭ ବିଷୟରେ ଜଣାଇବୁ, ଯାହା ଓଜନ କମ କରିବା ଠାରୁ ଆରମ୍ଭ କରି…
Read More...

EXଙ୍କୁ ଖାଦ୍ୟ ନପଠାଇବାକୁ ଜୋମାଟୋର ଅନୁରୋଧ

EXଙ୍କୁ ଖାଦ୍ୟ ନପଠାଇବାକୁ ଜୋମାଟୋର ଅନୁରୋଧ । ଏପରି କିଛ ଟ୍ୱିଟ୍ କରିଛନ୍ତି ଜୋମାଟୋ । ଏହି ଟ୍ୱିଟ୍ ଏବେ ସେସିଆଲ ମିଡିଆରେ ଖୁବ ଭାଇରାଲ ହୋବାରେ ଲାଗିଛି । ଫୁଡ ଡେଲିଭରୀ କମ୍ପାନୀ ଜୋମାଟୋ ନିଜ ଟ୍ୱିଟରେ ଭୋପାଳର ବାସିନ୍ଦା ଅଙ୍କିତାଙ୍କୁ କ୍ୟାଶ ଅନ୍ ଡେଲିଭରି (COD) ରେ ତାଙ୍କ ପୂର୍ବତନ…
Read More...

ବାସ୍ତୁ ଅନୁସାରେ ଲଗାନ୍ତୁ ଏହିସବୁ ଗଛ

ସକାରାତ୍ମକ ଶକ୍ତି ବୃଦ୍ଧି ପାଇଁ ବାସ୍ତୁଶାସ୍ତ୍ରରେ ବିଭିନ୍ନ ପ୍ରକାର ଗଛର ମହତ୍ତ୍ବ ସମ୍ପର୍କରେ ଉଲ୍ଲେଖ ଅଛି। କେଉଁ ଗଛ କେତେ ଉପକାରିତା ତେବେ ବାସ୍ତୁରେ ରଖିଲେ କେଉଁସବୁ ଗଛ ରଖାଯାଏ ଆସନ୍ତୁ ଜାଣିବା.. ତୁଳସୀ ଧାର୍ମିକ ଓ ବାସ୍ତୁ ନିୟମ ଅନୁସାରେ, ତୁଳସୀ ଗଛ ବହୁତ ଗୁରୁତ୍ବପୂର୍ଣ୍ଣ।…
Read More...

ହାର୍ଦ୍ଧିକ ପାଣ୍ଡ୍ୟା ସହ ଡିନର କରିବାର ନଜର ଆସିଛନ୍ତି  ଶୁଭମନ  ଗିଲ  ଓ ଇଶାନ କିଶନ

ହାର୍ଦ୍ଧିକ ପାଣ୍ଡ୍ୟା ସହ ଡିନର କରିବାର ନଜର ଆସିଛନ୍ତି  ଶୁଭମନ  ଗିଲ  ଓ ଇଶାନ କିଶନ  । ଟେଷ୍ଟ, ତା’ ପରେ ଦିନିକିଆ ସିରିଜ ଜିତିବା ପରେ ଏବେ ଟି-୨୦ ସିରିଜ ଜିତିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ। ଆଜିଠାରୁ ଆରମ୍ଭ ହେବ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟି-୨୦ ସିରିଜର ପ୍ରଥମ ମ୍ୟାଚ ।…
Read More...

ରୋଗୀଙ୍କ ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧି: ଖର୍ଚ୍ଚ ହେବ ୬୪ କୋଟି ଟଙ୍କା, ଉପକୃତ ହେବେ ୪୨ ଲକ୍ଷରୁ ଅଧିକ ରୋଗୀ

ଭୁବନେଶ୍ୱର : ଓଡିଶା ସରକାର ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଅନେକ ଗୁଡିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଲକ୍ଷ୍ୟ ହାସଲ ତଥା ଚିକିତ୍ସା ନିମନ୍ତେ ବ୍ୟକ୍ତିଗତ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ…
Read More...

ବାଘ ସଫାରୀରେ ଫସି ରହିଲେ ୩୦ ପର୍ଯ୍ୟଟକ

ଭୁବନେଶ୍ୱର: ନନ୍ଦନକାନନରେ ଅଘଟଣ । ଅଳ୍ପକେ ବର୍ତ୍ତିଛନ୍ତି ପାଖାପାଖି ୩୦ ପର୍ଯ୍ୟଟକ । ଅପରାହ୍ନରେ ବାଘ ଦେଖିବାକୁ ଏକ ସଫାରୀ ବସ ଯାଇଥିଲା । ସେହି ବସଟି ଭାରସାମ୍ୟ ହରାଇ ମୁଖ୍ୟ ରାସ୍ତାରୁ ଖାଇକୁ ଖସି ପଡିଥିଲା । ସୂଚନା ଅନୁସାରେ ନନ୍ଦନକାନନରେ ବାଘ ସଫାରୀକୁ ପର୍ଯ୍ୟଟକଙ୍କୁ ନେଇ ଯାଉଥିଲା…
Read More...

୧୮ ବର୍ଷର ବିବାହ ପରେ ସ୍ତ୍ରୀଙ୍କୁ ଛାଡପତ୍ର ଦେବେ କାନାଡା ପ୍ରଧାନ ମନ୍ତ୍ରୀ

କାନାଡ଼ା: ୧୮ ବର୍ଷ ବିବାହ ପରେ ସ୍ତ୍ରୀ ସୋଫିଆଙ୍କଠାରୁ ଅଲଗା ହେବେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଏ ନେଇ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବୁଧବାର ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଘୋଷଣା କରିଛନ୍ତି । ସେ ପେଷ୍ଟ ମାଧ୍ୟମରେ ସ୍ତ୍ରୀଙ୍କ ଠାରୁ ଅଲଗା ହେବା କଥା କହିଛନ୍ତି ।…
Read More...