ସ୍କୁଟି ଯୋଗେ ଯାଉଥିବା ବେଳେ ସଡକ ଦୁର୍ଘଟଣାରେ ମୃତ
ଗଂଜାମ : ହିଂଜିଳି ନିକଟବର୍ତ୍ତୀ ଚୈତନ୍ୟପଡା ଛକ ଠାରେ ଏକ ସଡକ ଦୁର୍ଘଟଣାରେ କୁକୁଡ଼ାଖଣ୍ଡି ଅଂଚଳର ଦାଶରୀ କୃଷ୍ଣମୂର୍ତ୍ତିଙ୍କ ମୃତ୍ୟୁ ଘଟିଛି ।ସେ କୌଣସି କାମରେ ସ୍କୁଟି ଯୋଗେ କଞ୍ଚୁରୁରୁ ନିଜ ଗାଁ କୁକୁଡ଼ାଖଣ୍ଡି ଫେରୁଥିଲେ ବୋଲି ଜଣାପଡ଼ିଛି ।
Read More...
Read More...