ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ସାଇମୁନ୍ ୨୦୨୩’ ଉଦଘାଟିତ, ଯୋଗ ଦେଲେ ୧୦ ଦେଶର ଛାତ୍ରଛାତ୍ରୀ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ଆୟେଜିତ ସାଇ ମଡେଲ ୟୁନାଇଟେଡ୍ ନେସନସ୍(ସାଇମୁନ୍)ର ଏକାଦଶତମ ସଂସ୍କରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁକ୍ରବାର ଉଦଘାଟିତ ହୋଇଛି । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ । ଅଭିଭାଷଣରେ କହିଥିଲେ ଯେ, ବିଶ୍ୱ…
Read More...

ଗାଡ଼ିକୁ ବନାଇଦେଲେ ବିଳାସମୟ ‘ବେଡ୍‌ରୁମ୍‌’

ନୂଆଦିଲ୍ଲୀ: ଆଜିକାଲି ବ୍ଲଗିଙ୍ଗ ଯୁବ । ଭିନ୍ନ ଭିନ୍ନ ପ୍ରକାରର ଭିଡିଓ କରି କୋଟି କୋଟି ଟଙ୍କା ଉପାର୍ଜନ କରୁଛନ୍ତି । ମୋଟର ବ୍ଲେଗର ମାନେ ଯୁଟୁବରେ ଭିନ୍ନ ଭିନ୍ନ ପ୍ରକାର ଭିଡିଓ ସବୁ ସେୟାର କରୁଥିବାର ଦେଖିବାକୁ ମିଳେ । ନିତଟରେ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓରେ…
Read More...

ଗୀର୍ଲଫ୍ରେଣ୍ଡ ସହ ସମୟ କାଟୁଛନ୍ତି ହ୍ରିତିକ

ବଲିଉଡ ଅଭିନେତା ହ୍ରିତିକ ରୋଶନ ବର୍ତ୍ତମାନ ତାଙ୍କ ଗାର୍ଲଫ୍ରେଣ୍ଡ ସବା ଆଜାଦଙ୍କ ସହ ଛୁଟି କାଟୁଛନ୍ତି। ଏହି ଯୋଡି ଏବେ ଆର୍ଜେଣ୍ଟିନାର ବୁଏନ୍ସ ଆୟରିସରେ ନିଜର କ୍ୱାଲିଟି ଟାଇମ ଅତିବାହିତ କରୁଛନ୍ତି । ସବା ସେମାନଙ୍କ ଭ୍ୟାକେସନର ନୂତନ ଫଟୋ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ…
Read More...

ରେକର୍ଡ ପରେ ରେକର୍ଡ କରିଲା ଇଣ୍ଡିଆ ଟିମ

ପ୍ରଥମ ଦିନିକିଆରେ ଇଣ୍ଡିଆର ବଡ ବିଜୟ । ୫ ୱିକେଟରେ ଭାରତ ମାତ ଦେଇଛି ୱେଷ୍ଟଇଣ୍ଡିଜକୁ । ଗୁରୁବାର ବ୍ରିଜଟାଉନର କେଂସିଙ୍ଗଟନ ଓବାଲରେ ଅନୁଷ୍ଠିିତ ହୋଇଥିବା ଦିନିକିଆରେ ଟସ ଜିତି ପ୍ରଥମେ ବୋଲିଂ କରିଥିଲା ଟିମ ଇଣ୍ଡିଆ । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଙ୍ଗ କରି ୧୧୫ରନର ଟାର୍ଗେଟ ଦେଇଥିଲେ ।…
Read More...

୧୪ ସେକେଣ୍ଡରେ ପଗଡି ବାନ୍ଧି ବିଶ୍ୱ ରେକର୍ଡ

ଆମ ଦେଶରେ ଅନେକ ସ୍ଥାନରେ ବାହାଘର ବେଳେ ପଗଡି ବନ୍ଧାଯାଏ । ପଗଡି ଦେଖିବାକୁ ଯେତିକି ଆକର୍ଷଣୀୟ ମନେ ହୁଏ, ଏହାକୁ ବାନ୍ଧିବା ସେତିକି କଷ୍ଟକର ହୋଇଥାଏ । ବାସ୍ତବରେ ସଠିକ ଭାବରେ ପଗଡି ବାନ୍ଧିବା ବହୁତ କଷ୍ଟକର । ପଗଡି ବାନ୍ଧିବା ପାଇଁ ଅଧିକ ସମୟ ଓ ଅଭ୍ୟାସ ଜରୁରି । ଏବେ ଜଣେ ବ୍ୟକ୍ତି…
Read More...

ଶିଆଳ କାମୁଡ଼ାରେ ୧୦ରୁ ଉର୍ଦ୍ଧ ଆହତ : ଡାକ୍ତରଖାନାରେ ଭର୍ତ୍ତି

ବାଲେଶ୍ୱର: ଶିଆଳ କାମୁଡାରେ ୩ ଶିଶୁ ସମେତ ୭ରୁ ଉର୍ଦ୍ଧ୍ବ ଲୋକ ଆହତ । ଏପରି ଗଟଣା ଘଟିଛି ବାଲେଶ୍ୱର ଖଇରା ବ୍ଲକ ଡ଼ାଲଙ୍ଗ, ଜଳଦା ଗ୍ରାମରେ । ଶିଆଳ କାମୁଡ଼ିବାରୁ ତିନିଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ଜଣେ ମହିଳା ଓ କିଛି ଯୁବକ ଆହତ ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ସ୍କୁଲ…
Read More...

ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଡକାୟତ ଉଦ୍ୟମ , ଘଟଣା ଘଟାଇବା ପୂର୍ବରୁ କାବୁ କଲା ପୋଲିସ

ସେମିଳିଗୁଡା : ଡକାୟତ ଓ ହାଇଯାକ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ପ୍ରସ୍ତୁତ ହୋଇଥିଲା । ସେମିଳିଗୁଡା ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅସାମାଜିକ ଯୁବକ ମାନଙ୍କୁ କାବୁ କରିବାରେ ସଫଳ ହୋଇଛି। କୋରାପୁଟ ସେମିଳିଗୁଡା ସହରର ଗଣେଶ ନଗର ନିକଟ ଚର୍ଚ୍ଚ ପଛ ପାଖରେ ଭଡା ଘରେ…
Read More...

ଟ୍ରିପଲ ଆଇଟିର ନୂଆ ନିର୍ଦ୍ଦେଶକ ହେଲେ ଡକ୍ଟର ଆଶିଷ ଘୋଷ

ଭୁବନେଶ୍ୱର: ଭୁବନେଶ୍ୱର ଟ୍ରିପଲ ଆଇଟିର ନୂଆ ନିର୍ଦ୍ଦେଶକ ହେଲେ ଡକ୍ଟର ଆଶିଷ ଘୋଷ ।IIIT ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ଡକ୍ଟର ଆଶିଷ ଘୋଷଙ୍କୁ ୫ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି । ଡ. ଆଶିଷ ଘୋଷ ଏବେ କୋଲକାତା ସ୍ଥିତ ଟେକନୋଲୋଜି ଇନୋଭେସନ୍‌ ହବ୍‌ର…
Read More...

ଓଡ଼ିଆ ଅଭିନେତ୍ରୀଙ୍କ ସଙ୍ଗୀନ ଅଭିଯୋଗ, ପୁରୁଷବନ୍ଧୁ ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ କରିଦେବା ଧମକ

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଓଲିଉଡ୍ ଇଣ୍ଡଷ୍ଟ୍ରି । ଏଥର ରିଲ ନୁହେଁ ରିୟଲ ଲାଇଫ କୁ ନେଇ ଝାମେଲା ପଦାରେ ପଡିଛି । ଓଲିଉଡର ଜଣେ ଜଣାଶୁଣା ନାୟିକାଙ୍କୁ ନେଇ ଆସିଛି ଏକ ଚାଞ୍ଚଲ୍ୟକର ଖବର । ଅଭିନେତ୍ରୀ ଜଣକ ପୁରୁଷବନ୍ଧୁଙ୍କ ନାଁରେ ଯୌନନିର୍ୟାତନାର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି ।…
Read More...

ନିଳାଦ୍ରୀ ବିଜେ ଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନହେବା ଘଟଣା; ବସିଲା ନୀତି ସବକମିଟି ବୈଠକ

ପୁରୀ(ସଞ୍ଜୟ ମହାପାତ୍ର):-ନିଳାଦ୍ରୀ ବିଜେ ଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନହେବା ଘଟଣା। ଆଜି ଶ୍ରୀମନ୍ଦିର କାର୍ଯ୍ଯାଳୟରେ ବସିଲା ନିତି ସବକମିଟି ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ। ବାରମ୍ବାର ତାଗିଦ ସତ୍ତ୍ୱେ ଦତ୍ତମହାପାତ୍ର…
Read More...