ଲୋକସଭାରେ ସାଂସଦ ପଦ ପେରିପାଇଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଲୋକସଭାରେ ସାଂସଦ ପଦ ପେରିପାଇଲେ ରାହୁଲ ଗାନ୍ଧୀ । ଏନେଇ ସଚିବାଳୟ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ମୋଦୀ ସରନେକୁ ନେଇ ବିବାଦୀୟ ବୟାନ ମାମଲାରେ ସୁପ୍ରିମକୋର୍ଟରୁ ସୁପ୍ରିମ ଆଶ୍ବସ୍ତି ମିଳିବା ପରେ ଏବେ ରାହୁଲ ଗାନ୍ଧୀ ସାଂସଦ ପଦ ଫେରି ପାଇଛନ୍ତି। ମୋଦୀ ସାଙ୍ଗିଆକୁ ନେଇ…
Read More...

ପିଶାଚ ସ୍ୱାମୀର ବର୍ବର କାଣ୍ଡ: ଅର୍ଦ୍ଧ ରାତ୍ରୀରେ ପିଟିପିଟି ସ୍ତ୍ରୀ କୁ କଲା ହତ୍ୟା

ଢେଙ୍କାନାଳ : ପିଶାଚ ସ୍ୱାମୀର ବର୍ବର କାଣ୍ଡ । ଅର୍ଦ୍ଧ ରାତ୍ରୀରେ ପିଟିପିଟି ସ୍ତ୍ରୀ କୁ କଲା ହତ୍ୟା। ହଁ ଆଜ୍ଞା ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ବାଲିମି ଥାନା ଅନ୍ତର୍ଗତ ଦୁଦୁରୁକୋଟ ବାଘୁଆ ସାହିରେ। ଏକ ଅଭାବନିୟ ଘଟଣାକ୍ରମେ ଦୁଆରି…
Read More...

ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି : ମାଲେସିଆକୁ ହରାଇ ଭାରତ ଶୀର୍ଷରେ

ଚେନ୍ନାଇ:ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାର ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ମାଲେସିଆକୁ ଗାଦିଚ୍ୟୁତ କରିଛି ଆୟୋଜକ ଭାରତ। ରବିବାର ମ୍ୟାଚ୍‌ରେ ଭାରତ ୫-୦ ଗୋଲ୍‌ରେ ମାଲେସିଆକୁ ହରାଇ ଦେଇଛି। ଫଳରେ ଭାରତ ୩ ମ୍ୟାଚ୍‌ରୁ ୨ ବିଜୟ ଓ ୧ ଅମୀମାଂସିତରୁ ୭ ପଏଣ୍ଟ ପାଇ ଟେବୁଲ…
Read More...

ତ୍ୱଚାର ନେଚୁରାଲ ଗ୍ଲୋ ପାଇଁ ଟିପ୍ସ

ସୁନ୍ଦର ତ୍ୱଚା ପାଇଁ ଯୁବତୀମାନେ ଅନେକ ସମୟରେ ବହୁତ କିଛି କରିଥାନ୍ତି ।ତେଣୁ ମାର୍କେଟରେ ଏପରି ଅନେକ ବ୍ୟୁଟି ପ୍ରଡକ୍ଟ ଅଛି, ଯାହା ତ୍ୱଚାକୁ ଗ୍ଲୋ କରିବା ପାଇଁ ଦାବି କରନ୍ତି । କିନ୍ତୁ ଏହା ଦ୍ୱାରା ସାଇଡ ଇଫେକ୍ଟସ ହେବାର ମଧ୍ୟ ଆଶଙ୍କା ଥାଏ । କେବଳ ଏହା ନୁହେଁ, କସମେଟିକ୍ସ ପ୍ରଡକ୍ଟ…
Read More...

ହୀରାକୁଦରେ ୨୦ ଗୋଟ ଦେଇ ପାଣି ନିଷ୍କାସିତ ହେଉଛି

ସମ୍ବଲପୁର: ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦରେ ଜଳସ୍ତର ବଢିବାରେ ଲାଗିଛି । ପୂର୍ବରୁ ୧୭ ଗୋଟ ଦେଇ ପାଣି ନିଷ୍କାସିତ ହେଉଥିଲା ପାଣି ସ୍ତର ବଢିବାରୁ ଆଉ ୩ଟି ଗେଟ ଖୋଲା ହୋଇଛି । ପୁର୍ବରୁ ୧୨ଟି ଗେଟ ଦେଇ ପାଣି ନିଷ୍କାସିତ ହୋଉଥିଲା । ସକାଳ ୯ଟା ସୁଦ୍ଧା ଜଳସ୍ତର ୬୨୦ ଦଶମିକ ୫୮ ଫୁଟ୍…
Read More...

RCB ମୁଖ୍ୟ କୋଚରୁ ବାରଙ୍ଗ ବିଦା, ଆଣ୍ଡା ଫ୍ଲାୱାର ନୂଆ ନିଯୁକ୍ତି

ନୁଆଦିଲ୍ଲୀ: RCB ମୁଖ୍ୟ କୋଚ ହେଲେ ଜିମ୍ବାୱେ କ୍ରିକେଟର ଆଣ୍ଡି ଫ୍ଲାଓର।ପୂର୍ବରୁ ସଞ୍ଜୟ ବାଙ୍ଗର ଆର୍ସିବିରି ମୁଖ୍ୟ କୋଚ୍ ଦାୟିତ୍ୱରେ ଥିଲେ । ଟିମ ସହ ତାଙ୍କର ଚୁକ୍ତି ଶେଷ ହେବା ପରେ ଜଉଈ ମୁଖ୍ୟ କୋଚ ହୋଇଛନ୍ତି ଆଣ୍ଡା ଫ୍ଲାୱାର । ଏନେଇ ଦଳ ପକ୍ଷରୁ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା…
Read More...

ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା ଏହି ଷ୍ଟାର୍ ବ୍ୟାଟର

ଲଣ୍ଡନ: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ଇଂଲଣ୍ଡର ୩୪ ବର୍ଷୀୟ ଷ୍ଟାର ଓପନର ଆଲେକ୍ସ ହେଲ୍ସ। ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହା ଜଣାଇଛନ୍ତି । ହେଲ୍ସ ତାଙ୍କ ପୋଷ୍ଟରେ ଲେଖିଛନ୍ତି “ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର…
Read More...

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଏବଂ ମାଓ ଦମନକୁ ନେଇ ଓଡ଼ିଶାକୁ ପ୍ରଶଂସା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଲୋକସେବା ଭବନରେ ହୋଇଥିବା କାର୍ଯ୍ୟକ୍ରମରେ ନବୀନ ସରକାରଙ୍କୁ ପ୍ରଶଂସା କରିଛନ୍ତି ଅମିତ ଶାହ । ନକ୍ସଲ ଦମନ ଓ ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନା ପାଇଁ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ…
Read More...

ଶେରଗଡ଼ ବ୍ଲକରେ ବ୍ଲକ ସ୍ତରୀୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନଶୁଣାଣୀ ଶିବିର…

ଗଞ୍ଜାମ :ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ସଭାଗୃହ ଠାରେ ବ୍ଲକ ସ୍ତରୀୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଅକ୍ଟୋବର 2022ଠାରୁ ମାର୍ଚ୍ଚ 2023ପର୍ଯ୍ୟନ୍ତ ଏକ…
Read More...

ମୃତ ଶିକ୍ଷକଙ୍କ ପରିବାରକୁ ଗୁରୁଛାତ୍ର କଲ୍ୟାଣ ପାଣ୍ଠି ଦ୍ୱାରା ସହାୟତା ରାଶି ପ୍ରଦାନ

ହିଞ୍ଜିଳିକାଟୁ: ଗଂଜାମ ଜିଲ୍ଲାରେ କାର୍ଯ୍ୟରତ ଶିକ୍ଷକ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ତା ହୋଇଛି I ଗଂଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରୟାସରେ ଗୁରୁଛାତ୍ର କଲ୍ୟାଣ ପାଣ୍ଠି ଯୋଜନା କାର୍ଯ୍ୟକ୍ଷମ ହୋଉଥିବା ବେଳେ ନିକଟଅତିତରେ ମୃତାହତ ହେଉଥିବା ଶିକ୍ଷକ ମାନେ ସୁବିଧା ସୁଯୋଗ ପାଉଛନ୍ତି…
Read More...