ଯୁବତୀଙ୍କୁ ଯୌନ ଶୋଷଣ ମାମଲାରେ କଟକ ମହିଳା ଥାନାରେ ହାଜର ହୋଇଛନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ

କଟକ:ମହିଳା ଥାନାରେ ସୌରିନ ଭଟ୍ଟ । ଯୁବତୀଙ୍କୁ ଯୌନ ଶୋଷଣ ମାମଲାରେ କଟକ ମହିଳା ଥାନାରେ ହାଜର ହୋଇଛନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଥାନାରେ ହାଜର ହୋଇଛନ୍ତି ସୌରିନ । ଆଜି ମହିଳା ଥାନାରେ ହାଜର ହୋଇଥିବାରୁ ତାଙ୍କ ବୟାନ ରେକର୍ଡ କରାଯାଇଛି । ସୌରିନଙ୍କୁ…
Read More...

ବଢ଼ିଲା ମଧୁବାବୁ ପେନସନ୍ ଯୋଜନାର ହିତାଧିକାରୀ, ୪ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ

ବଢ଼ିଲେ ମଧୁବାବୁ ପେନସନ୍ ଯୋଜନାରେ ହିତାଧିକାରୀ।ଆହୁରୀ ୪ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ପାଇବେ ମଧୁବାବୁ ପେନସନ୍ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏବେ ରାଜ୍ୟରେ ୨୮ ଲକ୍ଷ ୬୧ ହଜାର ହିତାଧିକାରୀ ଥିବା ବେଳେ ନୂଆ ହିତାଧିକାରୀ ମିଶିବା ପରେ ଏହି ସଂଖ୍ୟା…
Read More...

ଓଡ଼ିଆରେ ନାମଫଳକ ଲେଖା ହୋଇନଥିବାରୁ ୮ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଓଡ଼ିଆରେ ନାମଫଳକ ଲେଖା ନ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱରର ୮ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ କାର୍ୟ୍ୟାନୁଷ୍ଠାନ । ସମସ୍ତ ବ୍ୟବସାୟିକ ସଂସ୍ଥାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ରାଜ୍ୟର ସବୁ ସହରରେ ଚାଲିଛି ଓଡ଼ିଆ ନାମ ଫଳକ ତଦାରଖ ଓ ଚଢାଉ । ସବୁ ବ୍ୟବସାୟିକ…
Read More...

ଜନ୍ମଦିନ ଅବସରରେ ସରପଞ୍ଚଙ୍କ ପୁଅ ଦ୍ୱରା ରକ୍ତଦାନ

ଯାଜପୁର: ଦିନ କୁ ଦିନ ରୋଗର ପ୍ରଭାବ ଓ ପ୍ରକାର ବଢ଼ିବାରେ ଲାଗିଛି l ପୂର୍ବରୁ ରୋଗ ଗୁଡ଼ିକର କାରଣ ଚିହ୍ନଟ ହୋଇ ପାରୁ ନ ଥିବା ବେଳେ ବିଭିନ୍ନ ରୋଗରେ ଖୁବ୍ କମ୍ ବୟସରେ ରୋଗୀ ମୃତ୍ୟୁ ବରଣ କରୁଥିଲେ l ଜଦିଓ ରକ୍ତ ଜନିତ ରୋଗକୁ ପ୍ରତିରୋଧ କରାଯାଇ ପାରିବ ନାହିଁ କିନ୍ତୁ ତାଙ୍କ ଆୟୁଷ ବଢାଇବା…
Read More...

ଡାକ୍ତର ରବିରଞ୍ଜନ ସାହୁ ପ୍ରତିଭା ପୁରସ୍କାରରେ ପୁରସ୍କୃତ ହେଲେ ବାଲୁଗାଁ ପୁଅ ଡାକ୍ତର ଆଭାସ୍ ଦାଶ

ବାଲୁଗାଁ : ଆଜି ପୂର୍ବାହ୍ଣରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ବିଜ୍ଞାନ ପ୍ରଚାର ସମିତି ପକ୍ଷରୁ ପ୍ଲାଟିନମ୍ ଜୁବିଲି ସମାରୋହ ବିଶ୍ଵାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବକ୍ତୃତା କକ୍ଷ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହ ପର୍ବରେ ବିଜ୍ଞାନ ପ୍ରଚାର ସମିତି ସଭାପତି ଡାକ୍ତର ନିତ୍ୟାନନ୍ଦ…
Read More...

B.S.F ଓ ବନବିଭାଗ ମାଲକାନଗିରିଙ୍କ ମିଳିତ ଉଦ୍ୟମରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ

ମାଲକାନଗିରି : ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ମାଲକାନଗିରି ଠାରେ B.S.F ଓ ବନବିଭାଗ ମାଲକାନଗିରିଙ୍କ ମିଳିତ ଉଦ୍ୟମରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ  ସୀମା ସୁରକ୍ଷା ବଳ ମାଲକାନଗିରିର  ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ…
Read More...

ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ଟାଉନ ସିପ ଛକ ନିକଟରେ ଅଜଣା ଗାଡି ଧକ୍କାରେ ମହିଳାଙ୍କ ମୃତୁ

ଅନୁଗୋଳ : ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ଟାଉନ ସିପ ଛକ ନିକଟରେ ଥିବା ମିଷ୍ଟି  ମିଠା ଦୋକାନ ସମ୍ମୁଖରେ ଅଜଣା ଗାଡି ଧକ୍କାରେ ମହିଳାଙ୍କ ମୃତୁ ହୋଇଛି।  ମୃତ ମହିଳା ଜଣଙ୍କ ବେନ୍ତପୁର ଗ୍ରାମର ମମତା ନାୟକଙ୍କ  ମୃତୁ ଘଟିଛି। ଆଜକୁ ୧୦ ବର୍ଷ ହେଲା କାଣ୍ତସର ଗ୍ରାମର ସୋଭାଗିନି…
Read More...

ଟଙ୍କପାଣି ବ୍ରିଜ ନିକଟସ୍ଥ ନଦୀରୁ ଅଜଣା ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ଟଙ୍କପାଣି ବ୍ରିଜ ନିକଟସ୍ଥ ନଦୀରୁ ଅଜଣା ମୃତଦେହ ଉଦ୍ଧାର । ସକାଳୁ ମୃତ ଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବାଲିଅନ୍ତା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଦେହ…
Read More...

୫-ଟି ସଚିବଙ୍କ ବଲାଙ୍ଗୀର ଗସ୍ତର ଦ୍ବିତୀୟ ଦିନ

ବଲାଙ୍ଗୀର: ୫-ଟି ସଚିବଙ୍କ ବଲାଙ୍ଗୀର ଗସ୍ତର ଦ୍ୱିତୀୟ ଦିନ । ତୃଣମୂଳସ୍ତରର ବିକାଶର ନନଷ୍ଟପ ସମୀକ୍ଷା । ବଲାଙ୍ଗୀର ସମଲେଇ ମାଁଙ୍କୁ ଦର୍ଶନ କରି ରୂପାନ୍ତର ପାଇଁ ସେବାୟତଙ୍କ ସହ ଆଲେଚନା କରିଛନ୍ତି । ଖୁବଶୀଘ୍ର ଭବ୍ୟ ମନ୍ଦିର ନିର୍ମାଣ କରାଯିବ । ଜିଲ୍ଲା ମନ୍ଦିରର ପ୍ଲାନ କରି ପଠାଇବେ…
Read More...

ଦିଲ୍ଲୀ ଏମ୍ସରେ ଭୟାବହ ଅଗ୍ନିକାଣ୍ଡ, ୮ଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ

ଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଭୟାବହ ଅଗ୍ନିକାଣ୍ଡ । ୮ଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ । ସମସ୍ତ ରୋଗୀଙ୍କୁ ସୁରକ୍ଷିତି ସ୍ଥାନାନ୍ତର । ଏଣ୍ଡୋସ୍କୋପି ବିଭାଗରେ ନିଆଁ ଲାଗିଥିବା ସୂଚନା । ସେଠାରେ ଥିବା ସମସ୍ତ ରୋଗୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ଏଣ୍ଡୋସ୍କୋପି…
Read More...