ତାମିଲନାଡୁ ବନ୍ୟାରେ ଓଡ଼ିଆ ପୁଅଙ୍କ ସାହସିକତା

ବିଷମ କଟକ (ରବିନ୍ଦ୍ର କୁମାର ସାହୁ) : ମୂଷଳ ଧାରରେ  ବର୍ଷା ଯୋଗୁଁ ସାଉଥ୍ ତାମିଲନାଡୁର ତିନଟି ଜିଲ୍ଲା କନ୍ୟାକୁମାରୀ, ଟିଟୁକୁଲାର୍, ଟିର୍ ନେର୍ ଭେଲିରେ ବ୍ୟାପକ କ୍ଷୟ କ୍ଷତି ହେବା ସହ ହଜାର ହଜାର ଲୋକ ଜଳବନ୍ଦିରେ ରହିଛନ୍ତି । ବର୍ଷା ଏବଂ ବନ୍ୟା ଜଳରେ ପ୍ରଭାବିତ ଲୋକଙ୍କୁ ଉଦ୍ଧାରରେ…
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ପ୍ରଥମେ ଜଗନ୍ନାତଙ୍କୁ ନିମନ୍ତ୍ରଣ

ପୁରୀ : ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସମ୍ପର୍କିତ ନିମନ୍ତ୍ରଣ ମହାପ୍ରଭୁୁଙ୍କ ଶ୍ରୀଚରଣରେ ଅର୍ପଣ ହେବ । ଯଜମାନ ଭାବେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଯଜ୍ଞର ପୂର୍ଣ୍ଣାହୁତି ଦେବେ । ଏଣୁ…
Read More...

ଶୀତଦିନେ ପିଅନ୍ତୁ ଗାଜର ଜୁସ, ମିଳିବ ଅନେକ ଫାଇଦା

ଗାଜର ସାଧାରଣତଃ ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକର ହୋଇଥାଏ । ତେଣୁ ଡାକ୍ତର ମଧ୍ୟ ସକାଳୁ ଗାଜର ଖାଇବାକୁ ପରାମର୍ଶ ଦେଇଥାନ୍ତି । ହେଲେ କଞ୍ଚା ଗାଜର ଖାଇବା ଠାରୁ ଗାଜର ଜୁସ୍ ଅଧିକ ଲାଭଦାୟକ ହୋଇଥାଏ । ଖାସ୍ କରି ଶୀତଦିନେ ଗାଜର ଜୁସ୍ ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଗାଜର…
Read More...

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ସର୍ଭର ଡାଉନ

ନୂଆଦିଲ୍ଲୀ : ଡାଉନ୍ ହେଲା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ର ସର୍ଭର । ଗୁରୁବାର ଦ୍ୱିପହର ସମୟରୁ ହଠାତ୍ ‘ଏକ୍ସ’ର ସର୍ଭର ଡାଉନ୍ ରହିଛି । ଯାହାଫଳରେ ୟୁଜର୍ସମାନେ ଅନେକ ଅସୁବିଧାର ସାମ୍ନା ହେବା ସହିତ ଏନେଇ ଅଭିଯୋଗ ମଧ୍ୟ କରୁଛନ୍ତି । ଏପରିକି ‘ଏକ୍ସ’ରେ ଟ୍ୱିଟର ଡାଉନ୍ ବୋଲି ଟ୍ରେଣ୍ଡ…
Read More...

ସମଲ ହାଇସ୍କୁଲ ଠାରେ 43ତମ ବାର୍ଷିକ ଉତ୍ସବ ପାଳିତ

ଅନୁଗୋଳ : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ପଞ୍ଚାୟତ ଅନ୍ତର୍ଗତ ସମଲ ହାଇସ୍କୁଲ ଠାରେ 43ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ଭାବେ ପାଳଲହଡ଼ା ବିଧାୟକ ମୁକେଶ କୁମାର ପାଳ ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବେ କଣିହାଁ ବ୍ଲକ ଅଧକ୍ଷ ରାମକୃଷ୍ଣ ପ୍ରଧାନ ସମ୍ମାନିତ…
Read More...

ଶିମିଳିପାଳରେ ୦ ଡିଗ୍ରୀ ଛୁଇଁଲା ଶର୍ବନିମ୍ନ ତାପମାତ୍ରା , ବିଭିନ୍ନ ସ୍ଥାନରେ ତୁହିନର ଆସ୍ତରଣ

ବାରିପଦା : ଶୀତର ପ୍ରକୋପରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଶିମିଳିପାଳ ଅଭୟାରଣ୍ୟର ତାପମାତ୍ରା ହ୍ରାସ ପାଇଛି। ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୦ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ…
Read More...

ଭିଜିଲାନ୍ସ ଜାଲରେ ମୁଖ୍ୟ ଯୋଗାଣ ଅଧିକାରୀ , ଏକକାଳୀନ ୮ଟି ସ୍ଥାନରେ ଚାଲିଛି ରେଡ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ । ଆୟ ବହିର୍ଭୁତ ସମ୍ପତି ଠୁଲ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କ ଭୁବନେଶ୍ୱର ଓ ଗଞ୍ଜାମ ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ରେଡ୍‌ କରୁଛି। ଭୁବନେଶ୍ୱର…
Read More...

ମାଟ୍ରିକ ପିଲାଙ୍କ ପାଇଁ କୋଚିଂ କ୍ୟାମ୍ପ

ବଡ଼ଦିନ ଛୁଟିରେ ପାଠ ପଢ଼ାଇବେ ଅନୁଗୁଳ ଜିଲ୍ଲାର ଶିକ୍ଷକ। ମାଟ୍ରିକ ପିଲାଙ୍କ ପାଇଁ ଆୟୋଜନ କରାଯିବ କୋଚିଂ କ୍ୟାମ୍ପ। ଏନେଇ ଜିଲ୍ଲା ର ସବୁ ପ୍ରଧାନ ଶିକ୍ଷକଙ୍କୁ ଚିଠି କରି ନିର୍ଦ୍ଧେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ।
Read More...

ଡେଭିଡ ୱାର୍ଣ୍ଣରଙ୍କୁ ବ୍ଲକ କଲା କାବ୍ୟା ମାରସନ ଟିମ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ପାଇଁ ଜାରି ନିଲାମୀ ମଧ୍ୟରେ ଡେଭିଡ୍ ୱାର୍ଣ୍ଣର ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ୍ ମିଡିଆରେ ୱାର୍ଣ୍ଣର କିଛି ସ୍କ୍ରିନସର୍ଟ ସେୟାର କରିଛନ୍ତି । ଏହି ସ୍କ୍ରିନସର୍ଟ ତାଙ୍କ ପୁରୁଣା ଆଇପିଏଲ୍ ଟିମ୍ ହାଇଦ୍ରାବାଦର ସୋସିଆଲ୍ ମିଡିଆର । ଡେଭିଡ୍…
Read More...

ମହିଳା ଟିଟିଙ୍କ ଦାଦାଗିରି : ମହିଳା ଯାତ୍ରୀଙ୍କୁ ମାଡ ମାରି ହରାଇଲେ ଚାକିରି

ଉତ୍ତରପ୍ରଦେଶର ବରେଲି ଜଙ୍କସନରେ ଏମିତି ଏକ ଘଟଣା ଘଟିଛି । ଯାହାପରେ ଲୋକଙ୍କ ମନରେ  ଟିଟିଙ୍କ ପ୍ରତି ଭୟ ସୃଷ୍ଟି ହୋଇଥିଲା ।   କାରଣ ଜଣେ ଟିଟିଇଙ୍କ ଦାଦାଗିରି ଦେଖିବା ପରେ ଷ୍ଟେସନରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଟିଟିଇଙ୍କ ଦବଙ୍ଗଗିିରି ଘଟଣାର…
Read More...