ଦୁଇ ଦିନ ତଳେ ନିଖୋଜ ନାବାଳିକାର ମୃତଦେହ କୂଅରୁ ଉଦ୍ଧାର
ଟାଙ୍ଗୀ/ରାକେଶ ଜଗଦେବ: ଦୁଇ ଦିନ ତଳେ ନିଖୋଜ ଥିବା ନାବାଳିକାଙ୍କ ଶବ ଆଜି ଉଦ୍ଧାର ହୋଇଛି । ଏଭିଳି ଘଟଣା ଘଟିଛି ଟାଙ୍ଗୀ ଥାନା ଅର୍ନ୍ତଗତ କୁହୁଡି ଲକ୍ଷ୍ମୀଧର ପୁର ଗ୍ରାମରରେ । ମୃତ ନାବାଳିକା ହେଲେ ୧୬ ବର୍ଷୀୟା ପୂଜା ପାତ୍ର ।
ସୂଚନାନୁଯାଇ ପୂଜା ଦୁଇ ଦିନ ହେଲା ଘରୁ ନିଖୋଜ ଥିଲେ ।…
Read More...
Read More...