ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଗୁଡ

ଗୁଡ ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ ହୋଇଥାଏ। କାରଣ ଏଥିରେ ପ୍ରଚୁର ପରିମାଣର ମିନେରାଲ୍ସ ରହିଥାଏ। ତେବେ ଆସନ୍ତୁ ଜାଣିବା ପ୍ରତିଦିନ ଗୁଡ ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ। ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାନ୍ତି ତାହାଲେ ଗୁଡ଼ ଖାଇବା ଆପଣଙ୍କ ପାଇଁ ଖୁବ୍‌ ଲାଭକାରୀ…
Read More...

‘‘ମୁଁ ପାକିସ୍ତାନରେ ଇସଲାମଧର୍ମ ଆପଣାଇଛି ସତ କିନ୍ତୁ ନମାଜ କେବେ ପଢ଼ିନାହିଁ” : ଅଞ୍ଜୁ ଓରଫ୍ ଫତିମା

ନୂଆଦିଲ୍ଲୀ: ଭାରତରେ ସ୍ବାମୀ ଓ ପିଲାଙ୍କୁ ଛାଡ଼ି ପାକିସ୍ତାନ ଯାଇଥିଲେ ଅଞ୍ଜୁ | ସେଠାରେ ସେ ପ୍ରେମିକଙ୍କୁ ବିବାହ କରି ଇସଲାମ ଧର୍ମ ଆପଣାଇ ନାମ ବଦଳାଇ ଫତିମା ରଖି ଦେଇଥିଲେ। ପରେ ଅନେକ ଦିନ ପାକିସ୍ତାନରେ ରହିବା ଅଞ୍ଜୁ ନିକଟରେ ଭାରତକୁ ଫେରି ଆସିଛନ୍ତି। ଭାରତକୁ ଫେରିବା ପରେ ସେ ଅନେକ ଦିନ…
Read More...

୪୦୮ ରନରେ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ପରିସମାପ୍ତି, ଭାରତଠାରୁ ୧୬୩ ରନରେ ଆଗୁଆ

ସେଞ୍ଚୁରିଅନ : ସେଞ୍ଚୁରିଅନ ଟେଷ୍ଟର ୩ୟ ଦିବସ ଖେଳରେ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ଇନିଂସରେ ୯ ଓ୍ବିକେଟ ହରାଇ ୪୦୮ ରନ କରିଛି । ଦଳର ଅଧିନାୟକ ତେମ୍ବା ବାଭୁମା ଅହତ ଥିବାରୁ ବ୍ୟାଟିଂ କରିବାକୁ ଆସିନଥିଲେ, ଫଳରେ ଦଳର ଇନିଂସ ପରିସମାପ୍ତ ଘୋଷଣା କରାଯାଇଥିଲା । ପ୍ରଥମ ଇନିଂସରେ…
Read More...

ବାପାଙ୍କ ମୃତ୍ୟୁ ପରେ ବଡ଼ଭଉଣୀକୁ ଅଧିକାରୀ କରିବା ପାଇଁ ଟ୍ୟୁସନ ପଢ଼ାଇ ଆର୍ଥିକ ସାହାଯ୍ୟ କରିଥିଲେ ସାନଭଉଣୀ

ନୂଆଦିଲ୍ଲୀ: ବିହାରର ବଗହା ନଗରର ନରଇପୁରରେ ନିକିତା ନାମ୍ନୀ ଜଣେ ଯୁବତୀ ସହାୟକ ଅଭିଯୋଜନା ଅଧିକାରୀ (ଏପିଓ) ପରୀକ୍ଷାରେ ଉତ୍ତୀର୍ଣ୍ଣ ‌ହୋଇଛନ୍ତି। ନିକିତାଙ୍କ ଏହି ସଫଳତା ପାଇଁ ସମ୍ପୂର୍ଣ୍ଣ ସହର ଗର୍ବିତ। ନିକିତା ଯେତେବେଳେ ଚାରିବର୍ଷର ଥିଲେ ସେତେବେଳେ ତାଙ୍କ ବାପାଙ୍କ ମୃତ୍ୟୁ…
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ନିମନ୍ତ୍ରଣକୁ କେନ୍ଦ୍ରାପଡ଼ାରେ ଭବ୍ୟ ସ୍ୱାଗତ

କେନ୍ଦ୍ରାପଡ଼ା/ମହେଶ ପାଢ଼ୀ : ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ୨୦୨୪ ମସିହା ଜାନୁଆରୀ ମାସ ୧୭ ତାରିଖରେ ଏହାର ଲୋକାର୍ପଣ ଉତ୍ସବ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଅନୁଷ୍ଠିତ ହେବ । ଏହି ଉତ୍ସବକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ଦେଶ…
Read More...

5T ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କ ଭଦ୍ରକ ଗସ୍ତ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଭଦ୍ରକ ଜିଲ୍ଲା ଗସ୍ତକରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ। ଶ୍ରୀ ପାଣ୍ଡିଆନ…
Read More...

ହିଙ୍ଗୁଳା ଓପନ କାଷ୍ଟ ପ୍ରୋଜେକ୍ଟରୁ ତେଲ ଚୋରି ଅଭିଯୋଗରେ ଚାରି ଗିରଫ

ହିଙ୍ଗୁଳା ଓପନ କାଷ୍ଟ ପ୍ରୋଜେକ୍ଟରୁ ତେଲ ଚୋରି ଅଭିଯୋଗରେ ଚାରି ଗିରଫ l ଗିରଫ ଅଭିଯୁକ୍ତ ହେଲେ SIS କମ୍ପାନୀର ସୁପର ଭାଇଜର ଦେବରାଜ ବେହେରା, ଗନମ୍ୟାନ ପବିତ୍ର ସାହୁ ଏବଂ ସିକୁରିଟି ଗାଡ଼ ନିରଞ୍ଜନ ଦାସ ଏବଂ SIS କମ୍ପାନୀର ବୋଲେରୋ ଗାଡି ଡ୍ରାଇଭର ବିରେନ ପ୍ରଧାନ | ଗତକାଲି ବିଳମ୍ବିତ…
Read More...

କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ପଡିଲା ମହଙ୍ଗା, ଗିରଫ ହେଲେ ଓଡ଼ିଆ ଅଭିନେତା

ଭୁବନେଶ୍ୱର : କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ପଡିଲା ମହଙ୍ଗା | ଗିରଫ ହେଲେ ଅଭିନେତା ବିରଞ୍ଚି | ଭରତପୁରଥାନା ପୁଲିସ ତଦନ୍ତ କରିବା ସହ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ତା ୨୫.୧୨.୨୦୨୩ରେ…
Read More...

ଦିନେ ଚାକିରି ଛାଡି କ୍ଲିନିକ୍‌ ଆରମ୍ଭ କରିଥିଲେ ଏବେ ୧୧,୪୦୦ କୋଟି ଟଙ୍କାର ବ୍ୟବସାୟ ସାମ୍ରାଜ୍ୟର ମାଲିକ

ନୂଆଦିଲ୍ଲୀ: ଗୁରୁଗ୍ରାମର ବାସିନ୍ଦା ଡକ୍ଟର ଗରିମା ସାହାନୀ | ଆପଣ ହୁଏତ ତାଙ୍କ ନାମ କେବେ ଶୁଣି ନଥିବେ | କିନ୍ତୁ ବର୍ତମାନ ତାଙ୍କ ବିଷୟରେ ଜାଣିବା ପରେ ଆଶର୍ଯ୍ୟା ହେବେ ନିଶ୍ଚୟ | ସେ ନିଜ କ୍ୟାରିୟର ଛାଡି ଦିନେ ପ୍ରିିଷ୍ଟିନ କେୟାରର ସ୍ଥାପନା କରିଥିଲେ। ଏହି ସଫଳ ମହିଳା ମାତ୍ର ୧୦ ବର୍ଷ…
Read More...

ସିଂହ ସହିତ ସେଲଫି ନେଲେ ଶୁବମନ ଗିଲ

ଜଙ୍ଗଲ ସଫାରୀର ମଜା ଉଠାଉଛନ୍ତି ଭାରତୀୟ ଟିମର ଖେଳାଳି। ସାଉଥ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ନିଜକୁ ଚିନ୍ତା ଏବଂ ଷ୍ଟ୍ରେସରୁ ମୁକ୍ତି ରହିବା ପାଇଁ ଜଙ୍ଗଲ ସଫାରୀର ମଜା ଉଠାଉଛନ୍ତି । ଶୁବମନ ଗିଲ ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ…
Read More...