ନେପାଳ ଟମାଟୋ ଗାଡ଼ିକୁ ପ୍ରବେଶ କରାଇ ନିଲମ୍ବିତ ହେଲେ କଷ୍ଟମ୍ ବିଭାଗ କର୍ମଚାରୀ

ଗୋରଖପୁର:  ଆମଦାନି ଉପରେ ନିଷେଧାଜ୍ଞା ଲାଗୁ ହେବା ସତ୍ତ୍ବେ ନେପାଳରୁ ଦୁଇଟି ଟମାଟୋ ଗାଡ଼ି ଭାରତକୁ ପ୍ରବେଶ କରାଇବାରେ ସହଯୋଗ କରି ସରକାରୀ ଅଧିକାରୀମାନେ ନିଲମ୍ବିତ ହୋଇଥିବା ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଛି । ନେପାଳରେ ଟମାଟୋ କିଲୋପିଛା ୬୦ ଟଙ୍କା ହୋଇଥିବା ବେଳେ ଭାରତରେ…
Read More...

ପ୍ରଧାନମନ୍ତ୍ରୀ ପଦ ପାଇଁ ମମତା ବାନାର୍ଜୀଙ୍କ ନାଁ ଆଗକୁ ବଢ଼ାଇଲା ଟିଏମସି

ରିପୋଟର୍ସ ଟୁଡେ ବ୍ୟୁରୋ:  ବିରୋଧୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ଆଗ୍ରହୀ ନୁହେଁ ବୋଲି ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ କହିବା ପରେ ଏହି ରେସରେ ଏଣ୍ଟ୍ରି ମାରିଛି ଟିଏମସି । ଦଳର ସାଂସଦ ଶତାବ୍ଦୀ ରାୟ କହିଛନ୍ତି, ଯଦି କଂଗ୍ରେସ ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଦୌଡରେ…
Read More...

ଶିମିଳିପାଳ ତଲାସୀ ଅଭିଯାନରେ ୨ ଶିକାରୀ ଗିରଫ, ଅସ୍ତ୍ରଶସ୍ତ୍ର ଓ ଟଙ୍କା ଜବତ

କରଞ୍ଜିଆ:  ଶିମିଳିପାଳ ତଲାସୀ ଅଭିଯାନରେ ୨ ଜଣ ଶିକାରୀଙ୍କୁ ଗିରଫ କରାଯିବା ସହତ ୨ଟି ଦେଶୀ ବନ୍ଧୁକ, ୩ଟି ଏୟାର ଗନ୍ ଓ ୨ଲକ୍ଷ ୯୫ହଜାର ଟଙ୍କା ଜବତ କରାଯାଇଛି । ଗତ ୧୮ ତାରିଖରେ ଖୁଣ୍ଟା ଥାନା ଅନ୍ତର୍ଗତ କୁଆମରା, ସାଇଁକୁଳା ଓ ହାଟନୂଆଗାଁଠାରେ ଚଢାଉ କରାଯାଇଥିଲା । ଏହି ଘଟଣାରେ…
Read More...

ରାକେଟ୍ ଭାଙ୍ଗିବା ଘଟଣାରେ ଜୋକୋଭିକଙ୍କୁ ଜରିମାନା

ଲଣ୍ଡନ୍:  ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଏକକ ଫାଇନାଲରେ ଉପବିଜେତା ହୋଇଥିବା ସର୍ବିଆ ତାରକା ନୋଭାକ୍ ଜୋକୋଭିକଙ୍କୁ ମୋଟା ଅଙ୍କର ଜରିମାନାରେ ଦଣ୍ଡିତ କରାଯାଇଛି। କାର୍ଲୋସ୍ ଆଲକାରାଜଙ୍କ ବିପକ୍ଷ ଏହି ଫାଇନାଲରେ ଜୋକୋଭିକ୍ ଗୋଟିଏ ମ୍ୟାଚ୍ ପଏଣ୍ଟ ହାତଛଡ଼ା କରିବା ପରେ…
Read More...

ଶ୍ୱଶୁରଘର ଲୋକଙ୍କୁ ଆକ୍ରମଣକରି ପତ୍ନୀ ଓ ଝିଅଙ୍କୁ ଅପହରଣ କଲା ଜ୍ୱାଇଁ

ଜଳେଶ୍ୱର:  ଶ୍ୱଶୁର ଘର ଲୋକଙ୍କୁ ଆକ୍ରମଣ କରି ନିଜ ସ୍ତ୍ରୀ ଓ ଝିଅଙ୍କୁ ଅପହରଣ କଲା ଜ୍ୱାଇଁ । ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଆଳୁମେଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଭିଯୋଗ ଅନୁଯାୟୀ, ଆଳୁମେଦା ଗାଁର ବ୍ରଜମୋହନ ମହାନ୍ତିଙ୍କ ଝିଅ ସୌମ୍ୟା ସୁଚୟତାଙ୍କ ସହ ରାଇପୁର ଗାଁର…
Read More...

ମଦୁଆ ଓ ଅସାମାଜିକ ବ୍ୟକ୍ତିଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ୍ ପୋଲିସର ଅଭିଯାନ

ଭୁବନେଶ୍ୱର:  ମଦୁଆ ଓ ଅସାମାଜିକ ବ୍ୟକ୍ତିଙ୍କ ଉପରେ ପୋଲିସ ରଖୁଛି କଡ଼ା ନଜର । ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ମାର୍ଚ୍ଚପାଷ୍ଟ କରିଛି କମିଶନରେଟ ପୋଲିସ । ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ଉପସ୍ଥିତିରେ ଏସିପି, ଆଇଆଇସି ଓ ୨ ପ୍ଲାଟୁନ ଫୋର୍ସ ଜେଲ ଛକ, ଗଣେଶ ମଣ୍ଡପ ଛକ, ଝାରପଡା, ସନ୍ତୋଷୀ…
Read More...

ଜଙ୍ଗଲରେ ଅଫ୍ ରୋଡିଂ ପାଇଁ ୧୫ ପର୍ଯ୍ୟଟକଙ୍କ ନାଁରେ ମାମଲା ରୁଜୁ, ୧୦ ଗାଡ଼ି ଜବତ

ରିପୋଟର୍ସ ଟୁଡେ ବ୍ୟୁରୋ:  କର୍ଣ୍ଣାଟକ ବନାଞ୍ଚଳରେ ଜଙ୍ଗଲ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବେଙ୍ଗାଲୁରୁର ୧୫ଜଣ ପର୍ୟ୍ୟଟକଙ୍କ ନାଁରେ ମାମଲା ରୁଜୁହୋଇଛି। ସେମାନଙ୍କ ପାଖରୁ ୧୦ଟି ଚାରିଚକିଆ ଗାଡ଼ି ଜବତ କରାଯାଇଛି। ଏହି ପର୍ୟ୍ୟଟକମାନେ କର୍ଣ୍ଣାଟକର ବନାଞ୍ଚଳରେ ଅଫ୍-ରୋଡ୍ ଡ୍ରାଇଭିଂ…
Read More...

ଦିଲ୍ଲୀ ଏୟାରପୋର୍ଟକୁ ବିପଦ, ବୋମାରେ ଉଡ଼ାଇଦେବାକୁ ଧମକ

ନୂଆଦିଲ୍ଲୀ:  ଦିଲ୍ଲୀ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି । ଏହି ସୂଚନା ମିଳିବାପରେ ଏୟାରପୋର୍ଟ ପୋଲିସ, ସିଆଇଏସଏଫ ଏବଂ ଅନ୍ୟ ସୁରକ୍ଷା ଏଜେନ୍ସୀ ତୁରନ୍ତ ଯାଞ୍ଚ ଅଭିଯାନ ଚଲାଇଛନ୍ତି । ପୋଲିସ ସନ୍ଦେଶ ପଠାଇଥିବା ବ୍ୟକ୍ତି ବିରୋଧରେ ଏଫଆଇଆର…
Read More...

୯ବର୍ଷ ଶାସନରେ ଦେଶର ଆକାଶ-ପାତାଳ ବିକି ଦେଲେଣି ମୋଦୀ: କେଜ୍ରିୱାଲ

ବେଙ୍ଗାଲୁରୁ:   ବେଙ୍ଗାଲୁରୁଠାରେ ମଙ୍ଗଳବାର ଅନୁଷ୍ଠିତ ବିରୋଧୀ ଦଳ ବୈଠକକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ଏହି ବୈଠକ ପରେ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ଟାର୍ଗେଟ୍…
Read More...

ସ୍ୱତନ୍ତ୍ର ସୈନିକ ସମ୍ମାନ ଯୋଜନାରେ ସମ୍ମାନିତ ହେଲେ ମହାଲକ୍ଷ୍ମୀ ମାଝୀ

ଝରୀଗାଁ/ ବସନ୍ତ କୁମାର ସାହୁ:   ସ୍ୱତନ୍ତ୍ର ସୈନିକ ସମ୍ମାନ ଯୋଜନାରେ ସମ୍ମାନିତ ହେଲେ ମହାଲକ୍ଷ୍ମୀ ମାଝୀ। କେନ୍ଦ୍ରସରକାରଙ୍କ ନିର୍ଧେଶ କ୍ରମେ ଦେଶବ୍ୟାପୀ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଏହି ସ୍ୱତନ୍ତ୍ର ସୈନିକ ସମ୍ମାନରେ ସମ୍ମାନିତ କରାଯାଉଥିବା ବେଳେ ପୂର୍ବତନ ରାଜ୍ୟସଭା ସାଂସଦ…
Read More...