ପରିବହନ ଆଇନ ଉଲ୍ଲଂଘନ ଅଭିଯୋଗରେ ଘରୋଇ ବସକୁ ୫ଲକ୍ଷ ଜରିମାନା

ଅନୁଗୋଳ:  ଯାତ୍ରୀବାହୀ ଘରୋଇ ବସକୁ ୫ ଲକ୍ଷ ଜରିମାନା। ପରିବହନ ଆଇନ ଉଲ୍ଲଂଘନ ଅଭିଯୋଗରେ ମୋଟ ୪ ଲକ୍ଷ ୯୮ ହଜାର ୭୬୪ ଟଙ୍କା ଜରିମାନା କରାଯାଇଛି। ସିଂହବାହିନୀ ନାମକ ଏକ ଘରୋଇ ବସକୁ ଫାଇନ୍ କରିଛନ୍ତି ତାଳଚେର ପରିବହନ ଅଧିକାରୀ । ପରିବହନ ଆଇନ ୧୯୨(କ) ଅନୁଯାୟୀ ପରମିଟ ନଥାଇ ଗାଡି ଚଳାଇବା…
Read More...

ବ୍ୟବହୃତ କାର କିଣାବିକାରେ ଅଭିବୃଦ୍ଧି: ଗୋଟିଏ ଘଣ୍ଟାରେ ବିକ୍ରି ହୋଇଛି ୩୦ଟି କାର

ନୂଆଦିଲ୍ଲୀ:   ଭାରତରେ ପ୍ରି-ଓନଡ୍ କାର୍ କ୍ଷେତ୍ରର ଅଗ୍ରଣୀ କମ୍ପାନି କାରସ ୨୪ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସ ରିପୋର୍ଟ ପ୍ରକାଶ କରିଛି। ଉକ୍ତ ତ୍ରୟମାସରେ ପ୍ରି-ଓନଡ୍ କାର୍ ଚାହିଦାରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। କାରସ ୨୪ ମଧ୍ୟ ଗତ ବର୍ଷର ଉକ୍ତ ଅବଧି ତୁଳନାରେ ଚଳିତବର୍ଷ ୮୭…
Read More...

ମୁମ୍ବାଇ ଧରାବି ବସ୍ତିର ପୁନଃବିକାଶ କରିବେ ଆଦାନି

ମୁମ୍ବାଇ:  ଏସିଆର ସର୍ବବୃହତ ବସ୍ତି ଭାବେ ପରିଚିତ ମୁମ୍ବାଇର ଧରାବି ବସ୍ତିର ପୁନଃବିକାଶ ଦାୟିତ୍ବ ଶିଳ୍ପପତି ଗୌତମ ଆଦାନିଙ୍କୁ ପ୍ରଦାନ କରାଯାଇଛି। ୧୯୮୦ରେ ପ୍ରଥମ ଥର ପାଇଁ ଧରାବି ବସ୍ତିର ପୁନଃ ବିକାଶ ବିଷୟରେ ଚିନ୍ତା କରାଯାଇଥିଲା। ସେଠାରେ ବାସ କରୁଥିବା ଲୋକମାନଙ୍କୁ ଘର ଯୋଗାଇ…
Read More...

ଭାରତର ନାଗରିକତା ପାଇବା ପାଇଁ ରାଷ୍ଟ୍ରପତୀଙ୍କୁ ଗୁହାରୀ କଲେ ସୀମା ହାଇଦର

ରିପୋଟର୍ସ ଟୁଡେ ବ୍ୟୁରୋ:   ପ୍ରେମ ପାଇଁ ବେଆଇନ୍ ଭାବେ ଭାରତରେ ଅନୁପ୍ରବେଶ କରିଥିବା ପାକିସ୍ତାନୀ ମହିଳା ସୀମା ହାଇଦର ଏବେ ଭାରତରେ ରହିବାକୁ ଚାହୁଁଛନ୍ତି । ନିଜ ପ୍ରେମିକ ତଥା ସ୍ୱାମୀ ସଚ୍ଚିନ ମୀଣାଙ୍କ ସହ ସେ ଭାରତରେ ରହିବାକୁ ଚାହୁଁଥିବା କୁହାଯାଉଥିବା ବେଳେ କିଛି ଲୋକ ତାଙ୍କୁ…
Read More...

ଅଗଷ୍ଟ ୧୫ସୁଦ୍ଧା ୧କୋଟି ଗଛ ଲଗାଇବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ

ରିପୋଟର୍ସ ଟୁଡେ ବ୍ୟୁରୋ:   ପ୍ରକୃତି ଓ ପରିବେଶର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ ବାର୍ତ୍ତା । ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କୁ ଅଗଷ୍ଟ ୧୫ ସୁଦ୍ଧା ୧ କୋଟି ଗଛ ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଭବିଷ୍ୟତ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଯୁବତୀ ମୃତ

ବାଲେଶ୍ୱର:   ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଯୁବତୀ ମୃତ । ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରେମୁଣା ବାଇପାସ ନିକଟରେ ଏକ ମାଲବାହୀ ଟ୍ରକ ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟିଛି । ମୃତ ଯୁବତୀ ମୟୂରଭଞ୍ଜ ଚକଦର ଅଞ୍ଚଳର ବିଦ୍ୟୁତ୍ ପ୍ରଭା ନାଏକ । ଯୁବତୀ ଜଣକ ତାଙ୍କ ଭାଇଙ୍କ ସହିତ…
Read More...

ଧୋଇଗଲା ଅସ୍ଥାୟୀ ପୋଲ, ଉଦଳା-ବାଲେଶ୍ୱରକୁ ଯୋଗାଯୋଗ ବିଛିନ୍ନ

ଉଦଳା:  ଲଗାଣ ବର୍ଷାରେ ଧୋଇଲା ଅସ୍ଥାୟୀ ପୋଲ । ଉଦଳା-ବାଲେଶ୍ୱର ରାସ୍ତାର କଇଁସାରି ଠାରେ ଥିବା ଜାମୁଘାଟ ଅସ୍ଥାୟୀ ପୋଲଟି ଧୋଇଯାଇଛି । ଫଳରେ ଉଦଳା-ବାଲେଶ୍ୱରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବିଳମ୍ବିତ ରାତିରେ ଲଗାଣ ବର୍ଷା ଯୋଗୁ ପୋଲଟି ଭାସିଯାଇଛି । ଶିମିଳିପାଳ ଉପରମୁଣ୍ଡରେ ବର୍ଷା…
Read More...

ରାହୁଲଙ୍କ ଭାଗ୍ୟ ପରୀକ୍ଷା: ମାନହାନୀ ମାମଲାରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  ଆଜି ସୁପ୍ରିମକୋର୍ଟରେ ନିର୍ଦ୍ଧାରଣ ହେବ ରାହୁଲ ଗାନ୍ଧୀଙ୍କ ଭାଗ୍ୟ । ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଜଷ୍ଟିସ୍ ବି.ଆର ଗାଭାଇ ଏବଂ ଜଷ୍ଟିସ୍ ପି.କେ ମିଶ୍ର ଏହି ମାମଲାର ଶୁଣାଣି କରିବେ । ମୋଦୀ ସାଙ୍ଗିଆ ମାନହାନୀ…
Read More...

କୁନୋରେ ଚିତା ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ

ରିପୋଟର୍ସ ଟୁଡେ ବ୍ୟୁରୋ: କୁନୋ ଜାତୀୟ ଉଦ୍ୟାନରେ ଏପର୍ୟ୍ୟନ୍ତ ୩ ଛୁଆଙ୍କ ସହ ୫ ଚିତାଙ୍କର ମୃତ୍ୟୁ ହୋଇଛି। କ୍ରମାଗତ ଭାବେ ବଢ଼ିଚାଲିଥିବା ଚିତା ମୃତ୍ୟୁକୁ ନେଇ ବର୍ତ୍ତମାନ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ ଏକ ପିଟିସନର ଶୁଣାଣି ବେଳେ କହିଛନ୍ତି ଯେ ଦକ୍ଷିଣ…
Read More...

ସୀମା-ସଚ୍ଚିନ ପ୍ରେମ କାହାଣୀରେ ପଡ଼ିବ ପୂର୍ଣ୍ଣଛେଦ, ପାକିସ୍ତାନ ଫେରିବ ସୀମା

ନୂଆଦିଲ୍ଲୀ:  କିଛି ଦିନ ଧରି ସବୁ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ପାକିସ୍ତାନୀ ମହିଳା ସୀମା ହାଇଦର ଓ ଭାରତର ସଚ୍ଚିନଙ୍କ ପ୍ରେମ କାହାଣୀରେ ପଡିବ ଭଟ୍ଟା । ପାକିସ୍ତାନକୁ ଫେରିଯିବ ସୀମା ହାଇଦର । ସ୍ୱାମୀଙ୍କୁ ଛାଡି ନିଜର ୪ ପିଲାଙ୍କ ସହ ସୀମା ପାର କରି ବେନିୟମ ଭାବେ…
Read More...