କ୍ରିକେଟର ଯୁବରାଜ ସିଂହଙ୍କ ମାଆଙ୍କୁ ଧମକ ଦେଇ ଟଙ୍କା ନେବା ଉଦ୍ୟମରେ ମହିଳା ଗିରଫ

ଗୁରୁଗ୍ରାମ:  କ୍ରିକେଟ୍ ଖେଳାଳି ଯୁବରାଜ ସିଂହଙ୍କ ମାଆ ଶବନମ୍ ସିଂହଙ୍କୁ ଧମକ ଦେଇ ଟଙ୍କା ଆଦାୟ କରିବାକୁ ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଥିବା କଥା ପୁଲିସ କହିଛି। ପୂର୍ବାଞ୍ଚଳ ଡିସିପି ନୀତୀଶ ଅଗ୍ରୱାଲ୍ କହିଛନ୍ତି, ଗତବର୍ଷ ଅଭିଯୁକ୍ତାଙ୍କୁ ଯୁବରାଜ…
Read More...

ମାଙ୍କଡ଼ ଆତଙ୍କ: ୧୦ରୁ ଅଧିକ ଲୋକଙ୍କୁ କାମୁଡ଼ି କରିଲାଣି ଲହୁଲୁହାଣ

ମାହାଙ୍ଗା:  ମାଙ୍କଡ଼ ଆତଙ୍କ ପାଇଁ ଭୟଭିତ ଗ୍ରାମବାସୀ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ପଞ୍ଚାୟତ ପୁରୁଷୋତ୍ତମପୁର ଗାଁରେ ମାଙ୍କଡ ଆତଙ୍କ । ଭୟରେ ଘରୁ ବାହାରି ପାରୁନାହାନ୍ତି ଲୋକେ। ଏପରିକି ଛାତ୍ରଛାତ୍ରୀମାନେ ସ୍କୁଲ ଓ ଟ୍ୟୁସନ ମଧ୍ୟ ଯାଇପାରୁନାହାଁନ୍ତି । ୧୦ରୁ ଅଧିକ ଲୋକଙ୍କୁ…
Read More...

ଓଡ଼ିଆ ଭାଷାରେ ରାୟ ପ୍ରକାଶ କଲେ ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀ

ରିପୋଟର୍ସ ଟୁଡେ ବ୍ୟୁରୋ:   ଓଡ଼ିଆ ଭାଷାରେ ଆସିଲା ହାଇକୋର୍ଟଙ୍କ ପ୍ରଥମ ରାୟ । ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠାକୁ ୭୫ବର୍ଷ ପୂରଣ ହେଉଥିବା ବେଳେ ସଫଳତାର ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି । ଏକ ଐତିହାସିକ ଘଟଣାକ୍ରମରେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଓଡ଼ିଆରେ ଏକ ମାମଲାର ରାୟ ପ୍ରକାଶ ପାଇଛି ।…
Read More...

କଟକ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ମହାମହିମ

କଟକ:  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ତେବେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେବା ପୂର୍ବରୁ କଟକର ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ରାଷ୍ଟ୍ରପତି । ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ସହ ଗସ୍ତ…
Read More...

ଗୋ ମାଂସ ବୋଝେଇ ପିକଅପ୍ ଭ୍ୟାନ ଜବତ, ଦୁଇ ଅଟକ

ସାଲେପୁର/ ତାରାକାନ୍ତ ନାୟକ:  ସାଲେପୁର ପୋଲିସ ରାତ୍ର ପ୍ରାୟ ସାଢେ଼ ୯ଟା ସମୟରେ ଏକ ଗୋ ମାଂସ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କରିବା ସହ ଗାଡି ଚାଳକ ସହ ଅନ୍ୟ ଜଣକୁ ଅଟକ ରଖିଥିବା ଜଣାପଡିଛି । ସୂଚନା ମୁତାବକ, ଗୋ ମାଂସ ବୋଝେଇ ଗାଡ଼ିଟି କଟକ ଚାନ୍ଦବାଲି ରାସ୍ତା ଦେଇ କଟକ ଅଭିମୁଖେ ଯାଉଥିଲା…
Read More...

ବିଜେପି ଶାସିତ ରାଜ୍ୟ ଉପରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ:  ଆଜି ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ବିଜେପି ଶାସିତ ରାଜ୍ୟ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାରେ କେନ୍ଦ୍ର ସରକାର ବିଫଳ ହେଉଥିବାରୁ ଏହାକୁ ନେଇ ସୁପ୍ରିମ କୋର୍ଟ ଭର୍ତ୍ସନା କରିଛନ୍ତି । ପୂର୍ବାଞ୍ଚଳ ରାଜ୍ୟ…
Read More...

ଡଲଫିନ ଶିକାର କରିବା ଘଟଣାରେ ୫ ମତ୍ସ୍ୟଜୀବୀଙ୍କ ନାଁରେ ମାମଲା ରୁଜୁ

ରିପୋଟର୍ସ ଟୁଡେ ବ୍ୟୁରୋ:  ଯମୁନା ନଦୀରୁ ଡଲଫିନ୍ ଶିକାରକରି କାଟିଖାଇବାର ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଘଟଣାଟି ଉତ୍ତର ପ୍ରଦେଶର କୌଶମ୍ବି ଜିଲ୍ଲାର ବୋଲି ଜଣାପଡ଼ିଛି। ଡଲଫିନ୍ ଶିକାରର ଏହି ଭିଡିଓ ସାମ୍ନାକୁ ଆସିବାପରେ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଯାଞ୍ଚ…
Read More...

ପାରିବାରିକ କଳହର କରୁଣ ପରିଣତି

ନୂଆପଡା:  ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ କେନ୍ଦୁବାହାରା ଗାଁରେ ଅଘଟଣ । ଜଣେ ବାପା ନିଜର ୧୩ ବର୍ଷୀୟ ନାବାଳିକା ଝିଅକୁ ତଣ୍ଟି ଚିପି ହତ୍ୟା କରିଛି । ପାରିବାରିକ କଳହକୁ ନେଇ ହତ୍ୟା କରିଥିବା ସନ୍ଦେହ । ସୂଚନା ଅନୁଯାୟୀ, ଆଜି କେନ୍ଦୁବାହାରା ଗାଁର ଗଜାନନ ମାଝୀ ନିଶାସକ୍ତ…
Read More...

ଲାଞ୍ଚ ନେଇ ଧରାପଡ଼ିବା ବେଳେ ସରକାରୀ ବାବୁଙ୍କ ଅଜବ କାରନାମା

କଟନୀ:  ଲାଞ୍ଚ ନେଇ ଧରାପଡିବା ବେଳେ ଟଙ୍କା ଚୋବାଇ ଦେଲେ ସରକାରୀ ବାବୁ । ମଧ୍ୟପ୍ରଦେଶର କଟନୀରୁ ଆସିଛି ଏଭଳି ଆଶ୍ଚର୍ୟ୍ୟକର ଦୃଶ୍ୟ । ପଟୱାରୀ ଭାବେ କାର୍ଯ୍ୟ କରୁଥିବା ଜଣେ ସରକାରୀ ବାବୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିବା ଭୟରେ ଲାଞ୍ଚ ଟଙ୍କାକୁ ଚୋବାଇ ଗିଳିଦେଇଥିଲେ । ଏସପି…
Read More...

ମଣିପୁର ହିଂସା ବିରୋଧରେ ‘ଆପ୍’ର ଦେଶବ୍ୟାପୀ ବିକ୍ଷୋଭ

ନୂଆଦିଲ୍ଲୀ:  ମଣିପୁରରେ ସୃଷ୍ଟି ହୋଇଥିବା ହିଂସା ଓ ବିପଜ୍ଜନକ ସ୍ଥିତି ବିରୋଧରେ ଆମ୍ ଆଦମୀ ପାର୍ଟି ମଙ୍ଗଳବାର ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଦଳୀୟ ଅଧିକାରୀମାନେ କହିଛନ୍ତି। ଦିଲ୍ଲୀର ଜନ୍ତରମନ୍ତରରେ ଏହି ବିକ୍ଷୋଭରେ ଦଳର ଶୀର୍ଷ ନେତାମାନେ ଯୋଗଦେବେ । ମଣିପୁର ପ୍ରସଙ୍ଗରେ…
Read More...