ଟେନିସ୍ ବେଟିଂ ନିୟମ ଉଲଂଘନ କରି ଦଣ୍ଡିତ ହେଲେ ମାର୍କ
				ଲଣ୍ଡନ:  ଦୁଇ ଥରର ଗ୍ରାଣ୍ଡସ୍ଲାମ୍ ଉପବିଜେତା ମାର୍କ ଫିଲିପୌସିସଙ୍କୁ ଆନ୍ତର୍ଜାତିକ ଟେନିସ୍ ଇଣ୍ଟିଗ୍ରିଟି ଏଜେନ୍ସି ୧୦ ହଜାର ଡଲାର ଜରିମାନାରେ ଦଣ୍ଡିତ କରିଥିବା ବେଳେ ଟେନିସର ବେଟିଂ ନିୟମ ଉଲଂଘନ କରିଥିବାରୁ ତାଙ୍କୁ ୪ ମାସ ପାଇଁ ନିଲମ୍ବନ ମଧ୍ୟ କରିଛି ।
ଆଇଟିଆଇଏ ପକ୍ଷରୁ ଜାରି…					
Read More...
				Read More...